Browsing Category

ମନୋରଞ୍ଜନ

ଡରିଗଲେ ରଣବୀର ! କହିଲେ, ମୋ ଜୀବନ କାହାଣୀକୁ ପରଦାରେ ଦେଖାଇବା ସାହସ ନାହିଁ

ବଲିଉଡ୍ ଅଭିନେତା ରଣବୀର କପୁର ନିଜର ଫିଲ୍ମ ‘ ଜଗା ଜାସୁସ୍’ ର ରିଲିଜ ପାଇଁ ପ୍ରସ୍ତୁତି ପର୍ବ ଚଳାଇଛନ୍ତି । ଏହି ଫିଲ୍ମର ରିଲିଜ ପରେ ତାଙ୍କର ପୂରା ଧ୍ୟାନ ସଂଜୟ ଦତ୍ତଙ୍କ ବାୟୋପିକ୍ ଫିଲ୍ମ ଉପରେ ଦେବେ । ଯେଉଁଥିରେ ସେ ସଂଜୟ ଦତ୍ତଙ୍କ ଭୂମିକାରେ ନଜର ଆସୁଛନ୍ତି । କିନ୍ତୁ ସେ ନିଜେ ନିଜ…
Read More...

ଡର ଲାଗୁଛି କାଳେ ପୁଅ ତୈମୁରକୁ ସମୟ ଦେଇପାରିବିନି : କରୀନା କପୁର

ସନ୍ତାନ ଜନ୍ମ ପରେ ଅଭିନେତ୍ରୀ କରୀନା କପୁର ନିଜର ପୁରୁଣା ଅନ୍ଦାଜକୁ ଫେରିବାକୁ ଖୁବ୍ ପ୍ରୟାସ ଚଳେଇଛନ୍ତି । ନିଜର ଆଗାମୀ ଫିଲ୍ମ ‘ବିରେ ଦି ୱେଡିଂ’ରେ ନଜର ଆସୁଛନ୍ତି କରୀନା । ଯେଉଁଥିରେ ସୋନମ କପୁର ଏବଂ ସ୍ୱରା ଭାସ୍କର ମଧ୍ୟ ଅଛନ୍ତି । ଫିଲ୍ମର ସୁଟିଂ ଡେସେମ୍ବରରେ ଆରମ୍ଭ ହେବ । କରୀନା…
Read More...

ବିବାଦରେ ମଧୁର ଭଣ୍ଡାରକରଙ୍କ ନିର୍ଦ୍ଦେଶିତ ସିନେମା ‘ଇନ୍ଦୁ ସରକାର’

ନିଜକୁ ସଂଜୟ ଗାନ୍ଧୀଙ୍କ ଝିଅ ଦାବି କରୁଥିବା ପ୍ରିୟାପାଲ ସିଂ ସିନେମା ନିର୍ଦ୍ଦେଶକ ମଧୁର ଭଣ୍ଡାରକରଙ୍କୁ ପଠାଇଛନ୍ତି ଲିଗାଲ୍ ନୋଟିସ୍ । ୧୯୭୭ ମସିହାରେ ଦେଶରେ ଜାରି ହୋଇଥିବା ଜରୁରୀକାଳୀନ ପରିସ୍ଥିତି ଉପରେ ତିଆରି ହେଉଥିବା ସିନେମା ‘ଇନ୍ଦୁ ସରକାର’କୁ ନେଇ ପ୍ରିୟା ଆପତ୍ତି ଉଠାଇଛନ୍ତି ।…
Read More...

ବିିମାନ ବନ୍ଦରରେ ଶ୍ରୀଦେବୀଙ୍କ ସାନ ଝିଅ ଖୁସି ! ସୋସିଆଲ ମିଡ଼ିଆରେ ଭାଇରାଲ୍ ଫଟୋ

ଅନେକ ସମୟରେ ଦେଖାଯାଉଛି ସେଲିବ୍ରିଟିଙ୍କ ଝିଅମାନଙ୍କର ଫଟୋ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି । ଏବେ ଶ୍ରୀଦେବୀ ଓ ବୋନି କପୁରଙ୍କ ସାନ ଝିଅ ଖୁସି କପୁର ଚର୍ଚ୍ଚାରେ । ଖୁସି ମଙ୍ଗଳବାର ସକାଳେ ମୁମ୍ବାଇ ବିମାନ ବନ୍ଦରରେ ଏମିତି କିଛି ଭିନ୍ନ ଅନ୍ଦାଜରେ ନଜର ଆସିଥିଲେ । ଆଉ ଏହି ଫଟୋ ଏବେ…
Read More...

କଣ ଶାହାରୁଖଙ୍କୁ ଧୋକ୍କା ଦେଲେ କପିଲ୍ ! ଦେହ ଖରାପ୍ ବାହାନା କରି ବନ୍ଦ କଲେ ସୁଟିଂ

ନିକଟରେ ଖବର ଆସିଥିଲା ଯେ ସୁଟିଂ ସେଟରେ କପିଲଙ୍କର ହଠାତ୍ ଦେହ ଖରାପ ହୋଇଯାଇଥିଲା । ବେହୋସ୍ ହୋଇଯିବା ଫଳରେ ସେଦିନର ସୁଟିଂ ବନ୍ଦ କରାଯାଇଥିଲା । ସେହି ଏପିସୋଡରେ କପିଲଙ୍କ ଅତିଥୀ ଥିଲେ ଶାହାରୁଖ୍ ଖାନ୍ ଏବଂ ଅନୁଷ୍କା ଶର୍ମା । କିନ୍ତୁ କପିଲଙ୍କ ସ୍ୱାସ୍ଥ୍ୟକୁ ଆଖି ଆଗରେ ରଖି ସେମାନଙ୍କୁ…
Read More...

କୌଣସି ସଂଘର୍ଷରୁ କମ୍ ନୁହେଁ ହାସ୍ୟକଳାକାର ଭାରତୀଙ୍କ ବାସ୍ତବ ଜୀବନ

କମେଡି ଦୁନିଆର କିମ୍ବଦନ୍ତୀ ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ‘ଲାଲ୍ଲୀ’ ଓରଫ୍ ଭାରତୀ ସିଂହ ଜୀବନ ଥିଲା ସଂଘର୍ଷମୟ । ସଫଳତାର ଶୀର୍ଷରେ ପହଂଚିବାକୁ ଭାରତୀଙ୍କୁ ସାମ୍ନା କରିବାକୁ ପଡିଥିଲା ଅନେକ କଠିନତା । ବହୁତ କମ୍ ବୟସରୁ ହିଁ ଭାରତୀ ତାଙ୍କ ବାପାଙ୍କୁ ହରାଇ ବସିଥିଲେ ।…
Read More...

ସଲମାନ ଓ ଆମିରଙ୍କ ସହ କାମ କରିବାକୁ ଚାହୁଁଛି : ଶାହରୁଖ ଖାନ୍

ବଲିଉଡ ଅଭିନେତା ଶାହରୁଖ ଖାନ୍ ନିଜ ଫିଲ୍ମ ‘ଜବ୍ ହାରି ମେଟ୍ ସେଜଲ’ର ପ୍ରମୋସନକୁ ନେଇ ଏବେ ଖୁବ୍ ବ୍ୟସ୍ତ । ଏହି ଫିଲ୍ମଟି ରିଲିଜ ପାଇଁ ପ୍ରସ୍ତୁତ ହେଉଛି । ଏହି ସମୟରେ ନବଭାରତ ଟାଇମ୍ସ ସହ କଥାବାର୍ତ୍ତା ବେଳେ ଶାହରୁଖ କହିଛନ୍ତି ନିଜର ମନର କଥା । ସେ ସଲମାନ ଓ ଆମିରଙ୍କ ସହ କାମ କରିବାକୁ…
Read More...

ରିଲିଜ୍ ହେଲା ସିଦ୍ଧାର୍ଥ ମାଲହୋତ୍ରା ଏବଂ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସଙ୍କ ସିନେମା ‘ଏ ଜେନ୍ଟେଲମ୍ୟାନ୍’ର ଟ୍ରେଲର !

ରିଲିଜ୍ ହୋଇଛି ଆଗାମୀ ବଲିଉଡ଼୍ ସିନେମା ‘ଏ ଜେନ୍ଟେଲମ୍ୟାନ୍’ର ଟ୍ରେଲର । ସିଦ୍ଧାର୍ଥ ମାଲହୋତ୍ରା ଏବଂ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସଙ୍କ ଅଭିନୀତ ଏହି ସିନେମା ଆସନ୍ତା ମାସ ୨୫ ତାରିଖରେ ରିଲିଜ୍ ହେବ । ଏହି ଦୁଇ କଳାକାରଙ୍କ ବ୍ୟତୀତ ସିନେମାରେ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ସୁନୀଲ…
Read More...

ତାନାଶାହା ଗଦ୍ଦାଫିଙ୍କ ସହ ବଲିଉଡ଼ ଅଭନେତ୍ରୀ କ୍ୟାଟ୍ରିନା କୈଫଙ୍କ ଫଟୋ ଇଣ୍ଟରନେଟରେ ଭାଇରାଲ !

ଲିବିୟାର ଏକଛତ୍ରବାଦୀ ଶାସକ ମୁଅମ୍ମର ଗଦ୍ଦାଫି ସାଙ୍ଗରେ କ୍ୟାଟ୍ରିନା କୈଫଙ୍କ ଫଟୋ ଏବେ ସୋସିଆଲ ମିିଡିଆରେ ଭାଇରାଲ ହୋଇଛି । ମଡେଲ ସମିତା ସିଂଘା ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟରେ ଅପଲୋଡ୍‌ କରିଥିବା ଏକ ଫଟୋରେ ଗଦ୍ଦାଫି ସାଙ୍ଗରେ ଅଭିନେତ୍ରୀ କାଟ୍ରିନା କୈଫ୍ ଓ ନେହା ଧୂପିଆ ଫଟୋ…
Read More...

ସୋସିଆଲ୍ ମିଡ଼ିଆର ଖୁବ୍ ପ୍ରଶଂସା କଲେ କ୍ୟାଟ୍ରିନା ! କହିଲେ , ଏହା ମୋତେ ଲୋକଙ୍କ ସହ ଯୋଡ଼ିଦେଇଛି

ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ନିଜ ଆଗାମୀ ଫିଲ୍ମ ‘ଜଗା ଜାସୁସ୍’ ର ପ୍ରମୋସନରେ ଏବେ ଖୁବ୍ ବ୍ୟସ୍ତ । ଫିଲ୍ମର ପ୍ରମୋସୋନାଲ ସାକ୍ଷାତକାର ବେଳେ ନବଭାରତ ଟାଇମ୍ସକୁ ସୋସିଆଲ୍ ମିଡ଼ିଆର ମହତ୍ତ୍ୱ ବିଷୟରେ କହିଛନ୍ତି । ଏହା ତାଙ୍କ ଜୀବନରେ ଖୁବ୍ ପ୍ରଭାବ ପକାଇଛି ବୋଲି କହିଛନ୍ତି ।…
Read More...