Browsing Category

ମନୋରଞ୍ଜନ

ଜଳିଲାନି ସଲମାନଙ୍କ ‘ଟ୍ୟୁବଲାଇଟ୍’! ଏବେ ବିତରକଙ୍କୁ ନିଜେ କ୍ଷତିପୂରଣ ଦେବେ ଭାଇଜାନ୍

ଭାଇଜାନଙ୍କ ଜୀବନକୁ ଅନ୍ଧାର କରି ଦେଇଛି ସିନେମା ‘ଟ୍ୟୁବଲାଇଟ୍’ । ବକ୍ସ ଅଫିସରେ ଫ୍ଲପ୍ ସାବ୍ୟସ୍ତ ହୋଇଛି ଏହି ସିନେମା । ତେବେ ଏହି ଝଟକାରୁ ବାହରି ନଥିବା ବେଳେ ଆଉ ଏକ ସଦମା ମିଳିଛି ସୁପରଷ୍ଟାର୍ ସଲମାନଙ୍କୁ । ଶୁଣିବାକୁ ମିଳିଛି ସିନେମା ବିତରକ ଟଙ୍କା ପାଇଁ ସଲମାନଙ୍କ ପଛରେ…
Read More...

ହରଭଜନଙ୍କ ସଙ୍ଗୀତ ଯାତ୍ରା ! ବୋଲିଂ ପରେ ଏବେ ଗୀତରେ ଦେଖାଇବେ ଜଲୱା

ନୂଆ ଏକ ଇନିଙ୍ଗସ୍ ଆରମ୍ଭ କରିବାକୁ ଯାଉଛନ୍ତି ହରଭଜନ୍ ସିଂହ । କ୍ରିିକେଟରେ କମାଲ୍ ଦେଖାଇବା ପରେ ଏବେ ଗୀତରେ ମଧ୍ୟ ନିଜ ଭାଗ୍ୟ ପରୀକ୍ଷା କରିଛନ୍ତି ଏହି ଭାରତୀୟ ବୋଲର୍ । ନିକଟରେ ସଙ୍ଗୀତ ସଂଯୋଜକ ମିଥୁନଙ୍କ ଏକ ଗୀତରେ କଣ୍ଠଦାନ କରିଛନ୍ତି ହରଭଜନ୍ । ଏହି ଗୀତ ଜରିଆରେ ହରଭଜନ୍ ଦେଶର ରିୟଲ୍…
Read More...

ଅଭିନେତା ଗୁରୁମିତ ଚୌଧୁରୀଙ୍କୁ ମିଳିଲା ବିଗ ବ୍ରେକ୍ ! ନିର୍ଦ୍ଦେଶକ ଜେପି ଦତ୍ତାଙ୍କ ଆଗାମୀ ସିନେମା ‘ପଲଟନ’ରେ ଆସିବେ…

ଛୋଟ ପରଦାରୁ ବଲିଉଡ ଷ୍ଟାର ହୋଇଥିବା ଗୁରୁମିତ ଚୌଧୁରୀଙ୍କୁ ମିଳିଛି ବିଗ ବ୍ରେକ୍ । ନିର୍ଦ୍ଦେଶକ ଜେପି ଦତ୍ତାଙ୍କ ଆଗାମୀ ସିନେମା ‘ପଲଟନ’ରେ ଗୁରୁମିତଙ୍କୁ ସାଇନ କରାଯାଇଛି । ତେବେ ‘ପଲଟନ’ ଏକ ପ୍ୟାଟ୍ରୋଟିକ୍ ସିନେମା ହୋଇଥିବାବେଳେ ଗୁରୁମିତ ଏଥିରେ ଜଣେ ମିଲିଟାରୀ ଅଫିସର ଭାବେ ନଜର ଆସିବେ…
Read More...

ରଣବୀର କପୁରଙ୍କ ଭାଣିଜୀ ‘ଗଲତି ସେ ମିଷ୍ଟେକ୍’ ଗୀତରେ କଲେ ନୃତ୍ୟ !

ବଲିଉଡ୍ ଅଭିନେତ୍ରୀ ରଣବୀର କପୁରଙ୍କ ମା’ ନୀତୁ ସିଂହ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କର ନାତୁଣୀ ସମରା ‘ଜଗା ଜାସୁସ୍ ’ ଫିଲ୍ମର ଗୀତ ‘ଗଲତି ସେ ମିଷ୍ଟେକ୍’ ରେ ନୃତ୍ୟ କରୁଛନ୍ତି । ନିର୍ମାତା ହିସାବରେ ‘ଜଗା ଜାସୁସ୍ ’ ରଣବୀରଙ୍କ ପ୍ରଥମ ଫିଲ୍ମ । ଅନୁରାଗ…
Read More...

ଡାକ୍ତରଖାନାରେ କପିଲ ଶର୍ମା ! କିକୁ ଶାରଦା ଦେଲେ ସୂଚନା

ଲୋକପ୍ରିୟ ଅଭିନେତା ତଥା କମେଡିଆନ୍ କପିଲ ଶର୍ମା ନିକଟରେ ଖୁବ୍ ଚର୍ଚ୍ଚାରେ ଥିଲେ । ସାଥୀ କଳାକାର ସୁନିଲ୍ ଗ୍ରୋଭରଙ୍କ ସହ ଦୁର୍ବ୍ୟବହାରକୁ ନେଇ ଅନେକ ଆଲୋଚନା ଚାଲିଥିଲା ତାଙ୍କୁ ନେଇ । ହେଲେ ଏବେ ଏକ ଖବର ଆସିଛି କପିଲ ଶର୍ମା ଡାକ୍ତରଖାନାରେ । ଏହି ସୂଚନା ଦେଇଛନ୍ତି କପିଲଙ୍କ ସହ କଳାକାର…
Read More...

ଫ୍ୟାଟରୁ ଫିଟ୍ ହେଲେ ଗଣେଶ ଆଚାର୍ଯ୍ୟ ! ଦେଢ ବର୍ଷରେ କମାଇଲେ ୮୫କିଲୋ ଓଜନ

ପ୍ରଥମେ ଅଦନାନ୍ ସାମୀ ଆଉ ଏବେ ଗଣେଶ ଆଚାର୍ଯ୍ୟ । ବଲିଉଡର ଏହି ଲୋକପ୍ରିୟ କୋରିଓଗ୍ରାଫର୍ ଏବେ ହୋଇ ଯାଇଛନ୍ତି ଫ୍ୟାଟରୁ ଫିଟ୍ । ଆଉ ଯେବେଠାରୁ ସେ ନିଜ ଓଜନ କମାଇ ଦେଇଛନ୍ତି ସେବେଠାରୁ ଚର୍ଚ୍ଚାରେ ଅଛନ୍ତି । ହେଲେ ତା ଠାରୁ ଏବେ ଅଧିକ ଚର୍ଚ୍ଚାରେ ତାଙ୍କର ଏକ ବୟାନ୍ । ନିଜ ଫିଟ୍ ଲୁକକୁ ନେଇ…
Read More...

ଅନୁରାଗ ବସୁଙ୍କ ଉପରେ ରାଗିଛନ୍ତି ଗୋବିନ୍ଦା ! ଗୋଟିଏ ପରେ ଗୋଟିଏ କଲେ ଟୁଇଟ୍ . . ହେଲେ କାହିଁକି ?

ଅନୁରାଗ ବସୁଙ୍କ ଉପରେ ରାଗିଛନ୍ତି ଗୋବିନ୍ଦା । ଆଛ ନିଜ ରାଗକୁ ଟୁଇଟର୍ ଜରିଆରେ ଜାହିର୍ କରିଛନ୍ତି । ଶୁକ୍ରବାର ରାତିରେ ଗୋଟିଏ ପରେ ଗୋଟିଏ ପ୍ରାୟ ୫ଟା ଟୁଇଟ୍ କରିଛନ୍ତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଏହି ବର୍ଷିୟାନ୍ ଅଭିନେତା । ସୂଚନା ଅନୁସାରେ, ଅନୁରାଗ୍ ବସୁଙ୍କ ଆଗାମୀ…
Read More...

ଫିଲ୍ମ ‘ଟ୍ୟୁବଲାଇଟ୍ ’ରେ ଶାହାରୁଖଙ୍କ ଯାଦୁଗର ଚରିତ୍ର ! ରିଲିଜ ହେଲା ମେକିଙ୍ଗ୍ ଭିଡ଼ିିଓ

ସଲମାନ ଖାନ୍ ଅଭିନୀତ ଫିଲ୍ମ ‘ଟ୍ୟୁବଲାଇଟ୍’ରେ ଶାହାରୁଖ ଖାନଙ୍କ ଯାଦୁଗର ଚରିତ୍ର ଗୋଗା ପାଶାର ମେକିଙ୍ଗ୍ ଭିଡିଓ ରିଲିଜ ହୋଇଛି । ଯେଉଁଥିରେ ଶାହାରୁଖ ଓ ସଲମାନ ଏକାଠି ସୁଟିଂ କରୁଥିବାର ନଜର ଆସୁଛନ୍ତି । ଏଥିରେ ଫିଲ୍ମର ନିର୍ଦ୍ଦେଶକ କବୀର ଖାନ୍ କହୁଛନ୍ତି ଏହି ଦୃଶ୍ୟ ଗୋଟେ ଦିନରେ ସୁଟିଂ…
Read More...

ତୈମୁରଙ୍କୁ ଆଶିର୍ବାଦ କଲେ କିନ୍ନର ! ୫୧ ହଜାର ଟଙ୍କା ଉପହାର ଦେଲେ ମା’ କରୀନା

କରୀନା କପୁର ଏବଂ ସୈଫ ଅଲ୍ଲୀ ଖାନଙ୍କ ପୁଅ ତୈମୁର ଜନ୍ମ ହେବା ପରଠାରୁ ସମସ୍ତଙ୍କ ଆଖିର ତାରା ପାଲଟି ଯାଇଛନ୍ତି । ଖାନ ଏବଂ କପୁର ପରିବାରରେ ସବୁଠାରୁ ଛୋଟ ସଦସ୍ୟ ହୋଇଥିବା ଯୋଗୁଁ ତାଙ୍କୁ ସମସ୍ତେ ବହୁତ ଗେହ୍ଲା ମଧ୍ୟ କରନ୍ତି । ସେହିଭଳି କରୀନା ଏବଂ ସୈଫଙ୍କର ପ୍ରଶଂସକମାନେ ମଧ୍ୟ…
Read More...

ଫ୍ରାଇଡେ ରିଲିଜରେ ପରଦାକୁ ଆସିଲା ଶ୍ରୀଦେବୀଙ୍କ ଅଭିନୀତ ସିନେମା ‘ମମ୍’!

ଫ୍ରାଇଡେ ରିଲିଜରେ ପରଦାକୁ ଆସିଛି ଡ୍ରାମାଟିକ ସିନେମା ‘ମମ୍’ । ଶ୍ରୀଦେବୀଙ୍କ ମୁଖ୍ୟ ଭୂମିକାରେ ଅଭିନୟ ରହିଛି । ସିନେମାରେ ଜଣେ ଶିକ୍ଷୟତ୍ରୀ ଭୂମିକାରେ ନଜର ଆସିଛନ୍ତି ଶ୍ରୀଦେବୀ । ମା, ଝିଅଙ୍କ କାହାଣୀକୁ ପରଦାରେ ତୋଳିଛନ୍ତି ନିର୍ଦ୍ଦେଶକ ରବି ଉଦୟବାର । ଶ୍ରୀଦେବୀଙ୍କ ବ୍ୟତୀତି ଏହି…
Read More...