କନକ ବ୍ୟୁରୋ : ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ଓଡିଶାକୁ ଠିକ ସେପରି ଭାବରେ କେନ୍ଦ୍ରୀୟ ନେତାମାନେ ପ୍ରଚାରରେ ଆସୁଛନ୍ତି । ପ୍ରତ୍ୟେକ ସପ୍ତାହରେ କେହି ନା କେହି କେନ୍ଦ୍ରୀୟ ନେତାଙ୍କ ଗସ୍ତ ସମ୍ପର୍କରେ ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ, ସିନେ ଅଭିନେତା ତଥା ଦିଲ୍ଲୀ ବିଜେପି ସଭାପତି ମନୋଜ ତିୱାରୀ ରବିବାର ଦିନ ଓଡ଼ିଶା ଆସିବେ। ସେ ସକାଳ ୧୦ଟା ୩୦ରେ ବ୍ରଜରାଜନଗର ନିର୍ବାଚନମଣ୍ଡଳୀରେ ପହଞ୍ଚି ରୋଡ୍ ସୋ’ ଓ ସାଧାରଣ ସଭାରେ ଯୋଗ ଦେବେ।
/kanak/media/post_attachments/wp-content/uploads/2019/04/manojtiwari.jpg)