ଖଲିକୋଟରେ ଫୁଟିଲା ବୋମା । ପୂର୍ବ ଶତ୍ରୁତାରୁ ବିସ୍ଫୋରଣ, ଜଣେ ଗୁରୁତର, ୩ ଆହତ ।

140

କନକ ବ୍ୟୁରୋ: ଖଲିକୋଟରେ ଫୁଟିଲା ବୋମା । ହରିପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ ହୋଇଛି । ଏଥିରେ ଜଣେ ଗୁରୁତର ହୋଇଥିବାବେଳେ ୩ଜଣ ଆହ୍ତ ହୋଇଛନ୍ତି । ସମସ୍ତଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।