ପଞ୍ଚୁକର ଦ୍ୱିତୀୟ ଦିନରେ ପୁରୀ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ : ଶ୍ରୀଜିଉଙ୍କ ବାଙ୍କଚୂଡ଼ା ବେଶ ଦେଖିବାକୁ ଲାଗିଛି…

କନକ ବ୍ୟୁରୋ : ପଞ୍ଚୁକର ଦ୍ୱିତୀୟ ଦିନରେ ପୁରୀ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ । ଶ୍ରୀଜିଉଙ୍କ ବାଙ୍କଚୂଡ଼ା ବେଶ ଦେଖିବାକୁ ଲାଗିଛି ଗହଳି । ପଞ୍ଚୁକ ପ୍ରଥମ ଦିନ ବଡ଼ ଏକାଦଶୀ ପଡ଼ିଥିବାରୁ ବନ୍ଦ ଥିଲା ଶ୍ରୀନ୍ଦିର । ଏସଓପି ଅନୁଯାୟୀ ସାଧାରଣ ଦର୍ଶନକୁ ବାରଣ କରାଯାଇଥିଲା । ତେବେ ଆଜି…

ପିଲାଙ୍କ ମଧ୍ୟାହ୍ନ ଭୋଜନ ଚାଉଳ ବିକ୍ରି କରିବା ପଡ଼ିଲା ମହଙ୍ଗା : କାଲିମେଳା ଆଶ୍ରମ ସ୍କୁଲ ପ୍ରଧାନ ଶିକ୍ଷକଙ୍କୁ…

କନକ ବ୍ୟୁରୋ : ପିଲାଙ୍କ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି କରି ବାହାରେ ବିକ୍ରି କରିବା ପଡ଼ିଲା ମହଙ୍ଗା । କାଲିମେଳା ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସମେତ ୩ ଗିରଫ । ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି କାଲିମେଳା ପୁଲିସ । ବିଦ୍ୟାଳୟର ରେଷେୟା ସୁରେନ୍ଦ୍ର ମାଢ଼ି ଓ ହରି ବଡ଼ନାୟକ ଦୁଇଟି…

ନୂଆବର୍ଷରୁ ନୂଆ ବ୍ୟବସ୍ଥା : ଏଣିକି ଆଉ ଆରଟିଓରେ ଧାଡି ବାନ୍ଧିବାକୁ ପଡିବନି, ଘରେ ବସି ଡାଉନ୍‌ଲୋଡ୍‌ କରି ହେବ ଗାଡ଼ିର…

କନକ ବ୍ୟୁରୋ : ଆଉ ସ୍ମାର୍ଟ କାର୍ଡ ନୁହେଁ, କିମ୍ବା ଆରଟିଓ ଅଫିସ୍‌ରେ ଧାଡ଼ି ବାନ୍ଧି ନୁହେଁ, ବରଂ ଘରେ ବସି ଡାଉନ୍‌ଲୋଡ୍‌ କରି ହେବ ଗାଡ଼ିର ସମସ୍ତ କାଗଜପତ୍ର । ଏ ନେଇ ବାଣିଜ୍ୟ ଓ ପରିବହନ ବିଭାଗ ବିଜ୍ଞପ୍ତି ଜାରି କରିଛି । ସ୍ମାର୍ଟ କାର୍ଡ ପ୍ରସ୍ତୁତ କରୁଥିବା ସଂସ୍ଥା ସ୍ମାର୍ଟ ଚିପ୍‌…

ଏଣିକିି ରାତିରେ ବି ହୋଇାପାରିବ ଶବ ବ୍ୟବଚ୍ଛେଦ : ନିୟମରେ ପରିବର୍ତ୍ତନ କଲେ କେନ୍ଦ୍ର ସରକାର

କନକ ବ୍ୟୁରୋ : ଏଣିକି ରାତିରେ ବି ହୋଇପାରିବ ଶବ ବ୍ୟବଚ୍ଛେଦ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ସୂର୍ଯ୍ୟାସ୍ତ ପରେ ଶବ ବ୍ୟବଚ୍ଛେଦ ହୋଇପାରିବନି ବୋଲି ନିୟମ ରହିଥିଲା । କିନ୍ତୁ କେନ୍ଦ୍ର ସରକାର ଏଥିରେ ପରିବର୍ତନ କରିଛନ୍ତି । ଗୁଡ…

ରାଜ୍ୟକୁ କେନ୍ଦ୍ର ଦେବ ୯୫ ହଜାର ୮୨ କୋଟି ଟଙ୍କା : ଅର୍ଥ ସଚିବଙ୍କୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା…

କନକ ବ୍ୟୁରୋ : କେନ୍ଦ୍ରୀୟ ଟିକସ ଭାଗ ସ୍ୱରୂପ ରାଜ୍ୟ ଗୁଡିକୁ କେନ୍ଦ୍ର ସରକାର ଦେବେ ୯୫ ହଜାର ୮୨ କୋଟି ଟଙ୍କା । ନଭେମ୍ବର ୨୨ରେ ମାସିକ କିସ୍ତି ଭାବେ ରାଜ୍ୟଗୁଡ଼ିକୁ ୪୭ ହଜାର ୫୪୧ କୋଟି ଟଙ୍କା ଦିଆଯିବାର ବ୍ୟବସ୍ଥା ଥିଲା । ସେହି ଟଙ୍କାକୁ ଦ୍ୱିଗୁଣିତ କରି ରାଜ୍ୟ ଗୁଡ଼ିକୁ ଦେବା ପାଇଁ ଅର୍ଥ…

କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୫କୋଟିର ଘଣ୍ଟା ଜବତ , ଜାଣନ୍ତୁ କାହିଁକି ?

କନକ ବ୍ୟୁରୋ : କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କଠାରୁ ମିଳିଲା ୫ କୋଟିର ଦୁଇଟି ଘଣ୍ଟା । ମୁମ୍ବାଇ ଏୟାରପୋର୍ଟରେ ଧରିଲା କଷ୍ଟମ ବିଭାଗ । ଟି-୨୦ ବିଶ୍ୱକପ୍ ଭାଗ ନେଇ ଦୁବାଇରୁ ମୁମ୍ବାଇ ଫେରୁଥିବା ବେଳେ ପାଣ୍ଡ୍ୟାଙ୍କୁ ଅଟକାଇଥିଲା କଷ୍ଟମ ବିଭାଗ । ତାଙ୍କ ପାଖରେ ଘଣ୍ଟାର ବିଲ୍ ନଥିବା…