ଭୁବନେଶ୍ୱର ଇନଫୋସିଟି ଥାନା ତପସ୍ୱିନୀ କଲୋନୀରୁ ବାହାରିଲା କାମୁଡ଼ା କୁକୁର । ଅନ୍ୟତ୍ର ନେଇଗଲେ ସଂପର୍କୀୟ ।

କନକ ବ୍ୟୁରୋ: କଲୋନୀ ଛାଡିଲା କାମୁଡା କୁକୁର । ଭୁବନେଶ୍ୱରର ଇନଫୋସିଟି ଅଞ୍ଚଳରେ କୁନି ପିଲା ଅର୍ଜୁନଙ୍କୁ କାମୁଡ଼ି ଆହତ କରିଥିବା କୁକୁରକୁ ଆଜି  କଲୋନୀ ବାହାରକୁ ନିଆଯାଇଛି । କୁକୁରକୁ ରଖିଥିବା ଶ୍ରାବଣୀ ପଟ୍ଟନାୟକଙ୍କ ସମ୍ପର୍କୀୟ ଆସି, କୁକୁରକୁ ଅନ୍ୟତ୍ର ନେଇ ଯାଇଛନ୍ତି । କୁକୁରକୁ…

ପଦ୍ମପୁର ପଲିଟିକ୍ସ: ନାମାଙ୍କନକୁ ନେଇ ଛକାପଞ୍ଝା, ଶେଷ ଦିନକୁ ସମସ୍ତ ପ୍ରାର୍ଥୀଙ୍କ ଅପେକ୍ଷା  ।

କନକ ବ୍ୟୁରୋ: ଆସନ୍ତାକାଲି ଅର୍ଥାତ ୧୭ତାରିଖ ପଦ୍ମପୁର ଉପନିବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ । କିନ୍ତୁ ଏପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳ କିମ୍ବା ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ଦାଖଲ କରିନାହାଁନ୍ତି । ନାମାଙ୍କନକୁ ନେଇ ଜାରି ରହିଥିବା ଛକାପଂଛା ସ୍ଥିତି ପଦ୍ମପୁର ରାଜନୀତିକୁ ଉଷ୍ମ…

ପଦ୍ମପୁରକୁ ଜିଲ୍ଲା ମାନ୍ୟତା ! ‘ପ୍ରତିଶ୍ରୁତି ଦେଲେ ନବୀନ’ ବିଜେପିର କଟାକ୍ଷ ‘ଉପନିର୍ବାଚନକୁ ଦେଖି ମୁଖ୍ୟମନ୍ତ୍ରୀଙ୍କ…

କନକ ବ୍ୟୁରୋ: ଓଡିଶାର ଜିଲ୍ଲା ସଂଖ୍ୟା ତାଲିକାରେ ଯୋଡି ହେବ ଆଉ ଏକ ଜିଲ୍ଲା  । ପଦ୍ମପୁର ଉପଖଣ୍ଡ ହେବ ଓଡିଶାର ୩୧ତମ ଜିଲ୍ଲା । ଅର୍ଥାତ ରାଜ୍ୟର ଜିଲ୍ଲା ସଂଖ୍ୟା ୩୦ରୁ ବୃଦ୍ଧି ପାଇ ୩୧ରେ ପହଁଚିବ  । ଉପନିର୍ବାଚନରେ ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ପ୍ରମୁଖ ପ୍ରସଙ୍ଗ…

ପୁଣି ତେଜିଲା ଟାଟା ବିରୋଧି ଆନ୍ଦୋଳନ। ଗଂଜାମରେ ହେଉଥିବା ଦୀପକ ଫର୍ଟିଲାଇଜର କମ୍ପାନୀକୁ ଗ୍ରାମବାସୀଙ୍କ ବିରୋଧ।

କନକ ବ୍ୟୁରୋ: ପୁଣି ତେଜିଲା ଟାଟା ବିରୋଧି ଆନ୍ଦୋଳନ । ଟାଟା ପକ୍ଷରୁ ସ୍ମାର୍ଟ କେମ୍ ଟେକ୍ନେଲୋଜି ନାମକ ସାର କାରଖାନା ପ୍ରକଳ୍ପ ନିର୍ମାଣକୁ କାଳିପଲ୍ଲୀ ଗ୍ରାମବାସୀ ଘୋର ବିରୋଧ କରିଛନ୍ତି । ଦୀର୍ଘ ଦିନ ହେବ ଫର୍ଟିଲାଇଜର କମ୍ପାନୀକୁ ବିରୋଧ କରିଆସୁଛନ୍ତି ଗ୍ରାମବାସୀ । ଆଜି ପୁଣି ଥରେ କାମ…

କନକ ନ୍ୟୁଜ୍ ନାଁ ନେଇ ଲୋକଙ୍କୁ ଧମକାଉଥିଲେ, ନକଲି ସାମ୍ବାଦିକକୁ ଗିରଫ କଲା ପୋଲିସ୍ ।

କନକ ବ୍ୟୁରୋ: ନକଲି ସାମ୍ବାଦିକଙ୍କ ଟଙ୍କା ଡିମାଣ୍ଡ । ନିଜକୁ କନକ ନ୍ୟୁଜ ଟିଭି ଚ୍ୟାନେଲର ପ୍ରତିନିଧି କହି ଟଙ୍କା ଆଦାୟ କରିବାକୁ ପ୍ରୟାସ କରୁଥିବା ବେଳେ ଧରାପଡ଼ିଛି ଠକ । ଏନେଇ ନବରଙ୍ଗପୁର ଚନ୍ଦାହାଣ୍ଡିରେ ଦାୟର ହୋଇଛି ମାମଲା । ଚନ୍ଦାହାଣ୍ଡି ଶରଧାପୁର ପଞ୍ଚାୟତ ସରପଞ୍ଚଙ୍କୁୁ ଧମକ ଦେଇ…

ସତର୍କ ରୁହ ୭ ଜିଲ୍ଲା! ବର୍ଷା ଓ ବଜ୍ରପାତ ବିପଦ ନେଇ ୭ ଜିଲ୍ଲାକୁ ସତର୍କ କରାଇଲା ପାଣିପାଗ ବିଭାଗ ।

କନକ ବ୍ୟୁରୋ: ଆସନ୍ତା ୩ ଘଣ୍ଟା ମଧ୍ୟରେ ୭ ଜିଲ୍ଲାକୁ ବର୍ଷା ବିପଦ । ମଧ୍ୟମ ଓ ହାଲୁକା ବର୍ଷା ନେଇ ୭ଟି ଜିଲ୍ଲାକୁ ସତର୍କ କରାଇ ୱେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହିସବୁ ଜିଲ୍ଲା ମଧ୍ୟରେ ଅଛନ୍ତି, ମାଲକାନଗିରି, ରାୟଗଡ଼ା, କୋରାପୁଟ, ଗଜପତି, ମୟୂରଭଞ୍ଜ, ପୁରୀ ଓ…