ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା । ଦିନ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବୀ କଲେ ବାଚସ୍ପତି ।

କନକ ବ୍ୟୁରୋ: ବିଧାନସଭା ଶୀତ ଅଧିବେଶନର ଆଜି ଦ୍ୱିତୀୟ ଦିନରୁ ହିଁ ବିରୋଧୀଙ୍କ ଜୋରଦାର ହଙ୍ଗାମା । ହଙ୍ଗାମା ଯୋଗୁଁ ଗୃହକୁ ସାଢ଼େ ୧୧ଟା ଯାଏଁ ମୁଲତବୀ କଲେ ବାଚସ୍ପତି । ଉଭୟ ବିରୋଧୀ ଓ ଶାସକ ଦଳର ସଦସ୍ୟଙ୍କ ମଧ୍ୟରେ ହୋହଲ୍ଲା । ବିଧାନସଭା ଭିତରେ ବାଚସ୍ପତିଙ୍କ ପୋଡ଼ିୟମ୍ ନିକଟକୁ ଆସି…

୨୦ ବର୍ଷ ହେବ ଚାଲିଯାଇଛି ଦୃଷ୍ଟିଶକ୍ତି । ଦେଖି ନପାରିବାରୁ ଦୁଃଖ ଯନ୍ତ୍ରଣାରେ ପୂରା ପରିବାର ।

କନକ ବ୍ୟୁରୋ: ଚାଳ ଛପର ଘର, ମାଟି ଚଟାଣ ଉପରେ ଚାରି ଜଣ ମଣିଷ । ବଡ଼ପୁଅକୁ ଦେଖାଯାଉନି ବୋଲି ଅଗଣାରେ ନିସ୍ତେଜ ହୋଇ ଶୋଇ ରହିଛି ୨୦ ବର୍ଷ ତଳୁ ଦୃଷ୍ଟିଶକ୍ତି ହରାଇଥିବା ଭେଣ୍ଡିଆ ପୁଅ । ଘରର ଅବସ୍ଥା ଭଳି ଏମାନଙ୍କ ଦୁଃଖର ଦଦରା କାନ୍ଥ ବାହାରୁ ଦେଖିଲେ ଅତିବ୍ୟସ୍ତ କରିଦେଉଛି । ଆଉ ସେଥିପାଇଁ…

ବାପା ଅଟୋ ଡ୍ରାଇଭର । ଝିଅ ଦିବ୍ୟାଙ୍ଗ ହୋଇ ବି ମାନିଲାନି ହାର୍, ‘ନିଟ୍’ରେ ସଫଳ ହୋଇ ସାଜିଲେ ଡକ୍ଟର ।

କନକ ବ୍ୟୁରୋ: ସମାଜ ଆଖିରେ ସେ ଥିଲେ ଶାରୀରିକ ଦିବ୍ୟାଙ୍ଗ । ସାଙ୍ଗସାଥୀ ପ୍ରିୟ ପରିଜନ ଅକ୍ଷମତାକୁ ପାସୋରି ଦେଉଥିଲେ ବି ମନକୁ ମାରିଦେଉଥିଲା ଦିବ୍ୟାଙ୍ଗ ଶବ୍ଦର ଦାରୁଣ ଦୁଃଖ । ଆଉ ତା’ଠୁ ବଳିଯାଉଥିଲା ତୋ’ ବାପା ଅଟୋଡ୍ରାଇଭର, ତୋ ବାପା ଅଟୋ ଡ୍ରାଇଭର ଭଳି ଟାହିଟାପରା । ପ୍ରତିଦିନ ଏସବୁର…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାର ଶୁଭାରମ୍ଭ କଲେ ନବୀନ । ଛାତ୍ରଛାତ୍ରୀଙ୍କୁ ଦେଲେ ଗୁରୁମନ୍ତ୍ର…

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଫାଇଭ୍-ଟି ରୂପାନ୍ତରିତ ସ୍କୁଲ ତଥା ଅନ୍ୟ ସ୍କୁଲ ଗୁଡ଼ିକ ପାଇଁ ‘ମୁଖ୍ୟମନ୍ତ୍ରୀ ଶିକ୍ଷା’ ପୁରସ୍କାର ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି କାର୍ୟ୍ୟକ୍ରମରେ ଶିକ୍ଷାର ଉତ୍କର୍ଷ ଲାଭ କରୁଥିବା ସ୍କୁଲ ଛାତ୍ରଛାତ୍ରୀ, ଶିକ୍ଷାନୁଷ୍ଠାନ ଓ ପ୍ରଧାନ…

ରୁଷ-ୟୁକ୍ରେନ ଯୁଦ୍ଧ ଭିତରେ ବଢିଲା ଉତ୍ତେଜନା । ପୋଲାଣ୍ଡ ଉପରେ ରୁଷ ନୁହେଁ ୟୁକ୍ରେନ କରିଛି ମିସାଇଲ ମାଡ଼ ।

କନକ ବ୍ୟୁରୋ: ଋୁଷ-ୟୁକ୍ରେନ ଯୁଦ୍ଧ ଭିତରେ ପୁଣି ମୁଣ୍ଡ ଟେକିଛି ନୂଆ ବିବାଦ ।ପୋଲାଣ୍ଡ ଉପରେ ପଡିଥିବା ମିସାଇଲ ରୁଷ ନୁହେଁ ବରଂ ୟୁକ୍ରେନରୁ ଉତକ୍ଷେପଣ ହୋଇଥିବା ଜଣାପଡିଛି । ସବୁଠୁ ବଡ କଥା ଏହି ଦାବି କରିଛି ଆମେରିକା । ସେପଟେ ଘଟଣାକୁ ନେଇ ରୁଷ ରାଷ୍ଟ୍ରପତି ରକ୍ତମୁଖା ହେବା ସହ…

ଓଡିଆ ଫିଲ୍ମ ଇତିହାସରେ ଯୋଡିହେବ ନୂଆଫର୍ଦ୍ଦ । ‘ଦମନ’ର ଡବିଂ ପାଇଁ ତୃପ୍ତିଙ୍କ ସହ ମୁମ୍ବାଇ ଗଲେ ବାବୁସାନ  । 

କନକ ବ୍ୟୁରୋ: ଭୁବନେଶ୍ୱର ଏୟାରପୋର୍ଟରେ ପତ୍ନୀ ତୃପ୍ତିଙ୍କ ସହ ଅଭିନେତା ବାବୁସାନ । ପିଲ୍ମ ‘ଦମନ’ର ହିନ୍ଦୀ ଡବିଂ ପାଇଁ ସେ ମୁମ୍ବାଇ ଯାଇଛନ୍ତି । ପତ୍ନୀ ତୃପ୍ତି ଓ ଅନ୍ୟ କିଛି ବନ୍ଧୁ ବି ବାବୁସାନଙ୍କ ସହ ଅଛନ୍ତି ।  ଫିଲ୍ମ ଦମନକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ।  ଫିଲ୍ମ ରିଲିଜ ହେବା ପରେ…