ମେ’୪ ରୁ ଜୀ ସାର୍ଥକର ରିୟାଲିଟି ଶୋ ‘ରଜ କୁଇନ୍.. ଉଡିଯା.. ଆକାଶଟା ତୋର’ । ଦେଖନ୍ତୁ କେଉଁ ସମୟରେ ହେବ ପ୍ରସାରଣ

କନକ ବ୍ୟୁରୋ : ଓଡିଶା ଟେଲିଭିଜନ ଦୁନିଆର ଏକ ନମ୍ବର ମନୋରଞ୍ଜନ ଚ୍ୟାନେଲ ଜୀ ସାର୍ଥକ ଦ୍ୱାରା ପ୍ରସ୍ତୁତ ସର୍ବାଧିକ ଲୋକପ୍ରିୟ ରିୟାଲିଟି ଶୋ' "ରଜ କୁଇନ - ଉଡିଯା'... ଆକାଶଟା ତୋ'ର" ୧୨ ବର୍ଷରେ ପହଁଚିଛି । ଆମ ରାଜ୍ୟର କଳା, ସଂସ୍କୃତି ଓ ପରମ୍ପରାକୁ ନେଇ ଚଳିତ ସିଜିନରେ ଏହି ଲୋକପ୍ରିୟ…

ବିଜେପି ପ୍ରାର୍ଥୀ ତାଲିକାରେ ନାହିଁ ଅନୁଭବ ମହାନ୍ତି ଓ ଦେବାଶିଷ ନାୟକଙ୍କ ନାମ । ପ୍ରାର୍ଥୀ ଘୋଷଣା ପରେ ନିରାଶ ହେଲେ…

କନକ ବ୍ୟୁରୋ : ବିଜେପି ଆଜିକୁ ମିଶାଇ ୧୪୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି । ଏହି କ୍ରମରେ ନୂଆ କରି ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ଅନୁଭବ ମହାନ୍ତିଙ୍କୁ ବିଜେପି ଟିକେଟ ଦେଇନାହିଁ । ତାଙ୍କୁ ଦଳ କଟକ ବାରବାଟୀ ଆସନରୁ ପ୍ରାର୍ଥୀ କରିବା ନେଇ କଳ୍ପନା…

ବିଜେପି ଘୋଷଣା କଲା ପ୍ରାର୍ଥୀ ତାଲିକା । କେଶରଗଞ୍ଜରୁ ବ୍ରିଜଭୂଷଣଙ୍କ ପୁଅ ଓ ରାୟବରେଲୀରୁ ଦିନେଶ ପ୍ରତାପଙ୍କୁ ବିଜେପି…

କନକ ବ୍ୟୁରୋ : ଲୋକସଭା ନିର୍ବାଚନ କ୍ରମରେ ବିଜେପି ତରଫରୁ ଆଜି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଏହି କ୍ରମରେ ଦଳ ଉତ୍ତର ପ୍ରଦେଶର କେଶରଗଞ୍ଜ ଲୋକସଭା ଆସନ ପାଇଁ ସାଂସଦ ଥିବା ବ୍ରିଜଭୂଷଣ ସିଂଙ୍କ ବଦଳରେ ତାଙ୍କ ସାନ ପୁଅ କରନ ଭୂଷଣଙ୍କୁ ଟିକେଟ ଦେଇଛି ।…

ବିଜେପିର ନିର୍ବାଚନୀ ପ୍ରଚାର ଦେଖିବାକୁ ଆସିବେ ବିଦେଶୀ ନେତା । ଜାଣନ୍ତୁ କେଉଁ କେଉଁ ଦେଶର ନେତାଙ୍କୁ ନିମନ୍ତ୍ରଣ…

କନକ ବ୍ୟୁରୋ : ଭାରତୀୟ ଜନତା ପାର୍ଟି ତରଫରୁ ବୁଧବାର ଦିନ ଏକ ବୟାନ ଜାରି କରି କୁହାଯାଇଛି କି, ୧୦ ଟି ଦେଶର ୧୮ ଟି ରାଜନୈତିକ ଦଳର ନେତା ବିଜେପିର ନିମନ୍ତ୍ରଣରେ ଭାରତର ନିର୍ବାଚନୀ ପ୍ରଚାର ଦେଖିବାକୁ ଆସୁଛନ୍ତି । ଭାରତୀୟ ଜନତା ପାର୍ଟିର ବିଦେଶନୀତି ବିଭାଗର ଇନଚାର୍ଜ ବିଜୟ…

ବ୍ରିଜଭୂଷଣଙ୍କ ଟିକେଟ କାଟିପାରେ ବିଜେପି । କେଶରଗଞ୍ଜ ଲୋକସଭା ଆସନରୁ ନିର୍ବାଚନ ଲଢିବେ ବ୍ରିଜଭୂଷଣଙ୍କ ପୁଅ କରନ୍ ଭୂଷଣ…

କନକ ବ୍ୟୁରୋ : ବିଜେପିର ଦବଙ୍ଗନେତା ତଥା କେଶରଗଞ୍ଚ ଲୋକସଭା ଆସନରୁ ସାଂସଦ ଥିବା ବ୍ରିଜଭୂଷଣ ସିଂଙ୍କ ଟିକେଟ ବିଜେପି କାଟିପାରେ ତାଙ୍କ ସ୍ଥାନରେ ତାଙ୍କ ପୁଅ କରନ ଭୂଷଣଙ୍କୁ ଟିକେଟ ମିଳୁଥିବା ନେଇ ସୂତ୍ର ସୂଚନା ରହିଛି । ଆସନ୍ତା କାଲି ଏହି ଆସନ ପାଇଁ ନାମାଙ୍କନର ଶେଷ ତାରିଖ ଥିବାରୁ…

ସମ୍ବଲପୁର ଲୋକସଭା ଆସନ ପାଇଁ ନାମାଙ୍କନ ଭରିଲେ ଧର୍ମେନ୍ଦ୍ର ପ୍ରଧାନ । ହଜାର ହଜାର ସମର୍ଥକଙ୍କ ସହ ଉପ ଜିଲ୍ଲାପାଳ…

କନକ ବ୍ୟୁରୋ : ସମ୍ବଲପୁର ଲୋକସଭା ଆସନ ପାଇଁ ଆଜି ବିଜେପି ତରଫରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନାମାଙ୍କନ ଭରିଛନ୍ତି । ହଜାର ହଜାର ସମର୍ଥକଙ୍କ ସହ ସେ ସମ୍ବଲପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନାମାଙ୍କନ ଭରିଛନ୍ତି । ତାଙ୍କ ପାଇଁ ସମର୍ଥକ ଆଠମଲ୍ଲିକ ବିଧାୟକ ରମେଶ ସାଏ ଓ…