୪ ଲୋକସଭା ଓ ୨୮ ବିଧାନସଭା ପାଇଁ ନେତା ବାଛିଲା ଦକ୍ଷିଣ ଓଡ଼ିଶା । ସଂଧ୍ୟା ୫ଟା ସୁଦ୍ଧା ୬୨.୯୬ ପ୍ରତିଶତ ମତଦାନ,…

କନକ ବ୍ୟୁରୋ : ୨୪ ସିଂହାସନ ପାଇଁ ଓଡ଼ିଶାରେ ପଡିଛି ପ୍ରଥମ ପର୍ଯ୍ୟାୟ ଭୋଟ । କିଛି ବିଶୃଙ୍ଖଳାର ଅଭିଯୋଗ ଆସିଛି, କିଛି ସ୍ଥାନରୁ ଆସିଛି ରିଗିଂ ଅଭିଯୋଗ । ଆଉ ଏହାରି ଭିତରେ ସଂଧ୍ୟା ୫ଟା ସୁଦ୍ଧା ୬୨.୯୬ ପ୍ରତିଶତ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିବା ସୂଚନା ଦେଇଛନ୍ତି ରାଜ୍ୟ…

ବିଜେପି ପ୍ରାର୍ଥୀ ମାଧବୀଲତାଙ୍କ ନାମରେ ସାଂଘାତିକ ମାମଲା । ବୁର୍ଖା ପିନ୍ଧି ଭୋଟ ଦେବାକୁ ଆସିଥିବା ମୁସଲିମ୍ ମହିଳା…

କନକ ବ୍ୟୁରୋ : ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଚାଲିଛି । ଏନେଇ ଅନେକ ସ୍ଥାନରୁ ଅନେକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ଆସୁଛି । ହେଲେ ହାଇଦ୍ରାବାଦରୁ ଏକ ନୂଆ ଘଟଣା ସାମ୍ନାକୁ ଆସିଛି । ଏଠାରେ ବିଜେପି ଟିକେଟରୁ ପ୍ରାର୍ଥୀ ହୋଇଥିବା ମାଧବୀଲତାଙ୍କ ନାମରେ କିଛି ମୁସଲିମ୍ ମହିଳା ଥାନାରେ…

ହେମନ୍ତ ସୋରେନଙ୍କୁ କୋର୍ଟଙ୍କ ଝଟକା । କହିଲେ, କେଜ୍ରିୱାଲଙ୍କ ଆଧାରରେ ମିଳିବ ନାହିଁ ଜାମିନ । ଜାଣନ୍ତୁ ପରବର୍ତ୍ତୀ…

କନକ ବ୍ୟୁରେ: କଥିତ ଜମି ଦୁର୍ନୀତି ମାମଲାରେ ଜେଲରେ ହେମନ୍ତ ସୋରେନଙ୍କ ମାମଲାର ଆଜି ଶୁଣାଣି ହୋଇଛି । ଏହି କ୍ରମରେ ସୁପ୍ରିମକୋର୍ଟ ଇଡିକୁ ମେ’୧୭ ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି କ୍ରମରେ ହେମନ୍ତ ସୋରେନଙ୍କ ଓକିଲ କପିଲ ସିବଲଙ୍କ ତରଫରୁ କୋର୍ଟରେ ଦଲିଲ…

ଦେଶରେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଦିନ ୧ଟା ସୁଦ୍ଧା ପଶ୍ଚିମବଙ୍ଗରେ ୫୧ ପ୍ରତିଶତ ମତଦାନ । ଜାଣନ୍ତୁ କେଉଁ…

କନକ ବ୍ୟୁରୋ : ଲୋକସଭା ନିର୍ବାଚନ କ୍ରମରେ ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲିଛି । ଏହି ପର୍ଯ୍ୟାୟରେ ୯ ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୬ ଟି ଆସନ ପାଇଁ ଭୋଟଗ୍ରହଣ ହେଉଛି । ୧୭ କୋଟିରୁ ଅଧିକ ମତଦାତା ସେମାନଙ୍କ ମତ ସାବ୍ୟସ୍ତ କରୁଛନ୍ତି । ଆନ୍ଧ୍ରପ୍ରଦେଶରେ ୨୫ ଟି ବିହାରରେ…

ରତ୍ନଭଣ୍ଡାର ପ୍ରସଙ୍ଗରେ ବିଜେପିକୁ ଘେରିଲେ ବିଜେଡି ନେତ୍ରୀ ଲେଖାଶ୍ରୀ । କହିଲେ ୨୦୦୯ ପର୍ଯ୍ୟନ୍ତ ମେଣ୍ଟ ସରକାର ଥିବା…

କନକ ବ୍ୟୁରୋ : ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ରାଜନେତାମାନଙ୍କ ମଧ୍ୟରେ ବୟାନବାଜୀ ସେତେ ତୀବ୍ର ହେବାରେ ଲାଗିଛି । କିଛିଦିନ ହେବ ରତ୍ନଭଣ୍ଡାର ଚାବି ପ୍ରସଙ୍ଗ ଉଠାଇ ବିଜେପି ବିଜେଡିକୁ ଟାର୍ଗେଟ କରୁଥିଲା । ଆଜି କନ୍ଧମାଳ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ…

ସକାଳେ ମୋଦୀଙ୍କ ଆକ୍ରମଣ, ସନ୍ଧ୍ୟାରେ ପ୍ରତି ଆକ୍ରମଣ କଲେ ନବୀନ । ଗୋଟି ଗୋଟି କରି ମୋଦୀଙ୍କ ପ୍ରଶ୍ନର ଦେଲେ ଉତ୍ତର

କନକ ବ୍ୟୁରୋ : ନିର୍ବାଚନରେ ଆକ୍ରମଣ ଓ ପ୍ରତିଆକ୍ରମଣ ଏକ ସାଧାରଣ କଥା । ହେଲେ ଯେତେବେଳେ ଜଣେ ପ୍ରଧାନମନ୍ତ୍ରୀ ଓ ଜଣେ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବୟାନକୁ ନେଇ ଆକ୍ରମଣ ପ୍ରତିଆକ୍ରମଣ ଦେଖିବାକୁ ମିଳେ ତାହା ରାଜନୀତିରେ ହଇଚଇ ସୃଷ୍ଟି କରେ । ଏହି କ୍ରମରେ ଆଜି କନ୍ଧମାଳ ସଭାରେ…