ମେ’ ୧୩ ତାରିଖରେ ପଡିବ ଚତୁର୍ଥ ପର୍ଯ୍ୟାୟ ପାଇଁ ଭୋଟ । ଜାଣନ୍ତୁ କେଉଁ ରାଜ୍ୟର କେତେ ଆସନରେ ହେବ ଭୋଟ ଗ୍ରହଣ,…

କନକ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନ ପାଇଁ ତିନୋଟି ପର୍ଯ୍ୟାୟ ମତଦାନ ଦେଶଷ ହୋଇଛି । ଏବେ ୧୩ ତାରିଖରେ ଚତୁର୍ଥ ପର୍ଯ୍ୟାୟ ମତଦାନ ହେବ । ଏହି ପର୍ଯ୍ୟାୟରେ ୧୦ ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୬ ଟି ଆସନ ପାଇଁ ଭୋଟ ଗ୍ରହଣ ହେବ । ଚତୁର୍ଥ ପର୍ଯ୍ୟାୟରେ ବିହାର,…

ରାଜଧାନୀରେ ସରିଲା ମୋଦୀଙ୍କ ରୋଡ୍ ସୋ, ରାଜଭବନରେ ମୋଦୀ କରିବେ ରାତ୍ରୀ ଯାପନ, ସକାଳେ ନିର୍ବାଚନୀ ପ୍ରଚାର

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ ସୋ ଶେଷ ହୋଇଛି । ରୋଡ ସୋ ସାରି ପ୍ରଧାନମନ୍ତ୍ରୀ ରାତ୍ରୀଯାପନ ପାଇଁ ରାଜଭବନ ଫେରିଛନ୍ତି । ଏହାସହ ଆସନ୍ତା କାଲି ପ୍ରଧାନମନ୍ତ୍ରୀ ୩ଟି ସ୍ଥାନରେ ନିର୍ବାଚନ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ । ରାଜ୍ୟ…

ମା’ଙ୍କ ସାମ୍ନାରେ ସବୁବେଳେ ନିର୍ଦ୍ଦୋଷ ପିଲା । ଘରକୁ ଫେରିବା ପରେ କେଜ୍ରିୱାଲଙ୍କୁ କୋଳେଇନେଲେ ମା’

କନକ ବ୍ୟୁରୋ : ସେ ମା’ କିଛି ନକହି ବି ଅନେକ କଥା ତାର ବ୍ୟବହାରରେ ପରିପ୍ରକାଶ କରିପାରେ । ଜାହାର ଜଳ୍ୱନ୍ତ ଉଦାହରଣ ଦେଖିବାକୁ ମିଳିଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ । ଦୀର୍ଘଦିନ ଜେଲରେ ରହି ଫେରିବା ପରେ କେଜ୍ରିୱାଲଙ୍କୁ ପାଛୋଟି ନେଇଛନ୍ତି ତାଙ୍କ ମା ।…

ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀଙ୍କ ମେଗା ରୋଡ ସୋ । ସାମିଲ ହେଲେ ହଜାର ହଜାର ସମର୍ଥକ

କନକ ବ୍ୟୁରୋ : ନିର୍ବାଚନ ପ୍ରଚାରରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱରରେ ଏକ ମେଗା ରୋଡ ସୋ କରିଛନ୍ତି । ମାଷ୍ଟରକ୍ୟାଣ୍ଟିନ ଛକରୁ ଏହି ରୋଡ ସୋ ଆରମ୍ଭ ହୋଇଛି । ରୋଡ ସୋ ଦୀର୍ଘ ଦେଢ ଘଣ୍ଟା ଧରି ଚାଲିବ । ମାଷ୍ଟର କ୍ୟାଣ୍ଟିନରୁ ଆରମ୍ଭ ହୋଇଥିବା ରୋଡ ସୋ ବାଣୀବିହାର…

ଖୋଲିଲା କେଦାରନାଥଙ୍କ କବାଟ । ପ୍ରଥମ ଦିନରେ ଭକ୍ତଙ୍କ ସମାଗନ, ଦର୍ଶନ କଲେ ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ

କନକ ବ୍ୟୁରୋ : ଅକ୍ଷୟ ତୃତୀୟା ଦିନରୁ ପ୍ରତିକ୍ଷିତ ଚାରିଧାମ ଯାତ୍ରା ଆରମ୍ଭ ହେବା ସହ ଭକ୍ତଙ୍କ ପାଇଁ ଖୋଲଛି ଉତର ଭାରତର ଅନ୍ୟତମ ଜ୍ୟୋର୍ତିଲିଙ୍ଗ ଉତରାଖଣ୍ଡର ବାବା କେଦାରନାଥଙ୍କ ମନ୍ଦିର   । ବେଦ, ମନ୍ତ୍ର ଉଚ୍ଚାରଣ, ବେଦପାଠ ଓ ବିଧି ବିଧାନ ଅନୁଯାୟୀ ସକାଳ ୭ଟାରୁ ବାବା କେଦାରନାଥଙ୍କ…

ବଦଳିପାରନ୍ତି ଭାରତୀୟ କ୍ରିକେଟର ମୁଖ୍ୟ କୋଚ । ବିସିସିଆଇ ସମ୍ପାଦକ ସୂଚନା ପରେ ବଢ଼ିଲା ଆଶଙ୍କା, କୋଚ ପଦ ପାଇଁ ଖୁବ…

କନକ ବ୍ୟୁରୋ : ଟି-୨୦ ବିଶ୍ୱକପ ପରେ ଟିମ୍ ଇଣ୍ଡିଆକୁ ମିଳିପାରେ ନୁଆ ମୁଖ୍ୟ କୋଚ୍ । ଜୁନରେ ବର୍ତମାନର ମୁଖ୍ୟ କୋଚ୍ ଥିବା ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ଏହା ପୂର୍ବରୁ ବିସିସିଆଇ ନୂଆ ମୁଖ୍ୟ କୋଚ୍ ଖୋଜିବା ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ଖୁବଶୀଘ୍ର ଏନେଇ…