ହରିଆଣା ନୁହ ହିଂସାକୁ ନେଇ ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କ ବୟାନ । କହିଲେ ପ୍ରତିବ୍ୟକ୍ତିଙ୍କୁ ନା ପୋଲିସ ନା ସେନା କେହି ବି…

କନକ ବ୍ୟୁରୋ : ନୁହ ହିଂସା ଭିତରେ ପ୍ରତିକ୍ରିୟା ରଖିଛନ୍ତି ହରିଆଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର । ସେ କହିଛନ୍ତି କି ପ୍ରତିବ୍ୟକ୍ତିଙ୍କୁ ସୁରକ୍ଷା ଦେବା ସମ୍ଭବ ନୁହେଁ । ଏଥିପାଇଁ ଆମକୁ ସ୍ଥିତି ବଦଳାଇବାକୁ ପଡିବ । ପ୍ରତିବ୍ୟକ୍ତିକୁ ନା ପୋଲିସ ନା ସେନା କେହି ବି ସୁରକ୍ଷା ଦେଇପାରିବେ…

ସଂସଦରେ ଲିଖିତ ଜବାବ ରଖିଲେ ବିଭାଗୀୟ ମନ୍ତ୍ରୀ, ଗୃହମନ୍ତ୍ରଣାଳୟ ଅଧିନରେ ଆସୁଥିବା ବିଭାଗରେ ୧ଲକ୍ଷରୁ ଅଧିକ ପଦ ଖାଲି

କନକ ବ୍ୟୁରୋ : ଦେଶରେ ବଢୁଥିବା ବେରୋଜଗାରୀଙ୍କୁ ନେଇ ବିରୋଧୀଦଳମାନେ ବାରମ୍ବାର ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ପ୍ରତି ନିର୍ବାଚନ ପୂର୍ବରୁ ସମସ୍ତ ରାଜନୈତିକଦଳମାନେ ବେରୋଜଗାର ଓ ନିଯୁକ୍ତିକୁ ବଡ ପ୍ରସଙ୍ଗ କରିଥାନ୍ତି । ଏହି କ୍ରମରେ ସଂସଦର ମୌସୁମୀ ଅଧିବେଶନ ବେଳେ ଗୃହମନ୍ତ୍ରଣାଳୟ…

ଥମୁନି ଚିତା ମୃତ୍ୟୁ ମାମଲା. କୁନୋ ନ୍ୟାସନାଲ ପାର୍କରୁ ଦୁଇଦିନ ଧରି ନିଖୋଜ ଥିବା ଚିତାର ମୃତଦେହ ଉଦ୍ଧାର

କନକ ବ୍ୟୁରୋ : ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ପୁଣି ଏକ ଚିତାର ମୃତ୍ୟୁ ହୋଇଛି । ନାମ୍ବିଆରୁ ଅଣାଯାଇଥିବା ଚିତା ତଲ୍ଲିଶୀର ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ ବିଦେଶରୁ ଅଣାଯାଇଥିବା ଚିତାଙ୍କ ମଧ୍ୟରୁ ୯ଟି ଚିତାର ମୃତ୍ୟୁ ହୋଇସାରିଲାଣି । କୁହାଯାଇଛି କି, ଦୁଇଦିନ ହେବ ଏହି ଚିତାଟିର…

ଲୋକସଭା ଅଧ୍ୟକ୍ଷ ଆସନରେ ବସିବେ ନାହିଁ ବାଚସ୍ପତି ଓମ୍ ବିର୍ଲା । ଜାଣନ୍ତୁ କାହିଁକି କହିଲେ ଏଭଳି କଥା

କନକ ବ୍ୟୁରୋ : ଲୋକସଭାରେ ମଙ୍ଗଳବାର ଦିନ ଘଟିଥିବା ଘଟଣାକୁ ନେଇ ବାଚସ୍ପତି ଓମ୍ ବିର୍ଲା ଅସନ୍ତୋଷ ଜାହିର କହିଛନ୍ତି । ସେ କହିଛନ୍ତି କି ସଂସଦ ଭବନ ଭିତରେ ରହିଥିଲେ ବି ଅଧ୍ୟକ୍ଷ ଆସନରେ ବସିବେ ନାହିଁ । ଲୋକସଭା ଅଧ୍ୟକ୍ଷ ସରକାରୀ ଦଳର ସାଂସଦ ଓ ବିରୋଧୀ ସାଂସଦଙ୍କ ଉପରେ ନିଜର ଅସନ୍ତୋଷ…

୪୨୯ ଜଣ ବ୍ୟାଙ୍କ କର୍ମଚାରୀଙ୍କୁ ଠକେଇ ମାମଲାରେ ଫସିଲେ ଟିଏମସି ସାଂସଦ । ଜାଣନ୍ତୁ ପୂରା ମାମଲା

କନକ ବ୍ୟୁରୋ : ଦେଶରେ ରିଏଲ ଷ୍ଟେଟ ବ୍ୟବସାୟ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । ଜୀବନଯାକର ସଂଚୟ ଠୁଳ କରି ନିଜ ସ୍ୱପ୍ନର ଘର କିଣିବାକୁ ଯାଉଥିବା ଲୋକମାନଙ୍କ ସହିତ ଠକେଇ ମଧ୍ୟ ସେହି ପରିମାଣରେ ବୃଦ୍ଧିପାଇବାରେ ଲାଗିଛି । ଏବେ ଅଭିଯୋଗ ଆସିଛି କୋଲକତାରୁ । ଏଠାରେ ୭ ସେନସ…

ଆମେରିକା ରାଷ୍ଟ୍ରପତି ନିର୍ବାଚନ ରେସରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ । ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ହେଲେ ୩୮ବର୍ଷ…

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ନିର୍ବାଚନ ରେସରେ ଭାରତୀୟ ବଂଶୋଦ୍ଭବ । ନିର୍ବାଚନରେ ରିପବ୍ଲିକାନ ପାର୍ଟି ପକ୍ଷରୁ ନିକି ହାଲେ ଓ ବିବେକ ରାମସ୍ୱାମୀଙ୍କ ପରେ ହର୍ଷ ବର୍ଦ୍ଧନ ପ୍ରାର୍ଥୀ ହୋଇଛନ୍ତି । ୩୮ବର୍ଷ ବୟସ୍କ ହର୍ଷବର୍ଦ୍ଧନ ପେସାରେ ଜଣେ ଇଂଜିନିୟର । ବର୍ତମାନ ସେ ନ୍ୟୁ ଜର୍ସିରେ…