ଧାନ, କପା ଓ ଆମ୍ବ ଚାଷ ଭଳି କଳାହାଣ୍ଡି କାଜୁର ରହିଛି ସ୍ୱତନ୍ତ୍ର ଚାହିଦା । ବାର୍ଷିକ ଉତ୍ପାଦନ ହେଉଛି ୨ହଜାର…

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲାର ଧାନ, କପା ଓ ଆମ୍ବ ଚାଷ ଭଳି କାଜୁର ମଧ୍ୟ ସ୍ୱତନ୍ତ୍ର ପରିଚୟ ରହିଛି । ଜିଲ୍ଲାରୁ ଉତ୍ପାଦନ ହେଉଥିବା କାଜୁ ସ୍ଥାନୀୟ ବଜାର ସହ ସାରା ଭାରତରେ ବିକ୍ରି କରାଯାଉଛି । ପ୍ରଚୁର ପରିମାଣର କାଜୁ ଉତ୍ପାଦନ ହେଉଥିବାରୁ ସ୍ଥାନୀୟ ଅଂଚଳରେ ଦୁଇଟି ପ୍ରୋସେସିଂ…

ଡଙ୍ଗରିଆଙ୍କୁ ଭରସା ନିୟମଗିରି । ଜୀବିକା ଯୋଗାଉଛି ସପୁରି, ଶୀତଳଭଣ୍ଡାର ଅଭାବରୁ ମିଳୁନି ଉଚିତ୍ ମୂଲ୍ୟ

କନକ ବ୍ୟୁରୋ : ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା, କଲ୍ୟାଣସିଂହପୁର ଓ ବିଷମକଟକ ବ୍ଲକ ମଝିରେ ଥିବା ନିୟମଗିରି ପାହାଡ଼ରେ ବସବାସ କରନ୍ତି ଆଦିମ ଜନଜାତି ଡଙ୍ଗରିଆ ସମ୍ପ୍ରଦାୟ । ନିୟମଗିରି ପାହାଡ଼ ଏମାନଙ୍କ ରୋଜଗାରର ମାଧ୍ୟମ ହୋଇଥିବା ବେଳେ ପାହାଡ଼ରୁ ଫଳମୂଳ ଓ ଜଙ୍ଗଲଜାତ ଜିନିଷ ସଂଗ୍ରହ କରି ଏମାନେ…

ପରିଚୟ ଦେଇଛି କାଠରେ ତିଆରି କଳାକୃତି । ୨୫ ବର୍ଷ ହେଲା ଏହି କାମକୁ ଆପଣାଇଛନ୍ତି କଳାହାଣ୍ଡିର କାଠ କାରିଗର ବିକ୍ରମ…

କନକ ବ୍ୟୁରୋ : କୁହାଯାଏ, ମୂର୍ତ୍ତି ବି ଅନେକ କଥା କୁହେ । ନିର୍ଜିବ ବସ୍ତୁକୁ ସୁନ୍ଦରତାର ରୂପ ଦେବା କେବଳ କାରିଗରଙ୍କ ଦ୍ୱାରା ସମ୍ଭବ ହୋଇଥାଏ । ସେହିଭଳି ଜଣେ କାରିଗର ହେଉଛନ୍ତି କଳାହାଣ୍ଡିର କାଠ କାରିଗର ବିକ୍ରମ ମହାରଣା । ଗଣେଶ, ରାଧାକୃ୍ଷ୍ଣ, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ଶିବ…

ଯୁୁବ ଇଞ୍ଜିନିୟରଙ୍କ ଜୋତା ତିଆରି କାରଖାନା । ସ୍ଥାନୀୟ ଅଂଚଳର ଲୋକଙ୍କୁ ମିଳୁଛି କାମ

କନକ ବ୍ୟୁରୋ : ବାଲେଶ୍ୱର ବସ୍ତା ବ୍ଲକ କୋଠପଦା ଗାଁର ପାର୍ଥସାରଥୀ ସାହୁ ଏବଂ ଅମର୍ଦାରୋଡ ବଡଚାରିଗାଁର ରାଜକିଶୋର ସେନାପତି । ଉଭୟ ଇଞ୍ଜିନିୟରିଂ ପାସ କରିବା ପରେ ଚାକିରି ନକରି ନିଜ ଉଦ୍ୟମରେ କିଛି କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ପାର୍ଥସାରଥୀ ପାଠପଢ଼ା ପରେ ପେଟପାଟଣା ପାଇଁ…

ନୂଆ ଆଶା ଦେଖାଇଲା ଡାଳିମ୍ବ ଚାଷ । ଭଲ ରୋଜଗାର ହେବାର ରହିଛି ଆଶା, ଚର୍ଚ୍ଚାରେ ନୂଆପଡ଼ାର ଡାଳିମ୍ବ ଚାଷୀ

କନକ ବ୍ୟୁରୋ : ଚାଷୀଙ୍କ କ୍ଷେତରେ ହସୁଛି ଡାଳିମ୍ବ ଗଛ । ଗୋଟିଏ ଗୋଟିଏ ଗଛରେ ଫଳିଛି ପେନ୍ଥା ପେନ୍ଥା ଡାଳିମ୍ବ । ଡାଳିମ୍ବ ଏକ ସ୍ୱାଦିଷ୍ଟ ଫଳ ହୋଇଥିବା ବେଳେ ଏହା ଦେହ ପାଇଁ ମଧ୍ୟ ବହୁତ ହିତକର । ପ୍ରାୟ ସମସ୍ତେ ଏହାକୁ ଖାଇବାକୁ ଭଲ ପାଆନ୍ତି କିନ୍ତୁ ଓଡ଼଼ିଶାରେ ଖୁବ୍ କମ୍ ଲୋକ ଏହି ଚାଷ…

କୂଳ ଲଂଘୁଛି ନାଗାବଳୀ । ନଦୀରୁ ଅତଡା ଖସୁଥିବା ବେଳେ ଆତଙ୍କିତ ଅବସ୍ଥାରେ ଲୋକେ

କନକ ବ୍ୟୁରୋ : କୂଳ ଲଙ୍ଘୁଛି ନାଗାବଳି । ଆତଙ୍କିତ ଅବସ୍ଥାରେ ଗାଁର ଲୋକେ । ରାତିରେ ନିଦ ନଥିବା ବେଳେ ଦିନରେ ଜଗି ରହୁଛନ୍ତି ଲୋକେ । ରାତି ପାହିଲେ ଅନିଦ୍ରା ଲୋକେ ଚାଲିଯାଉଛନ୍ତି ନଦୀ କୂଳକୁ । ରାୟଗଡାରେ ପ୍ରବାହିତ ନାଗାବଳୀ ନଦୀ ଯୋଗୁ ଲୋକଙ୍କ ଭୟ ବଢି ଚାଲିଛି । ନାଗାବଳୀ ନଦୀ ଧିରେ…