ଜୁଲାଇ ୨୦୨୩ ଇତିହାସର ସବୁଠାରୁ ଉତପ୍ତ ମାସ । ଚିନ୍ତା ବଢ଼ାଇଲା ନାସା ଜଳବାୟୁ ବୈଜ୍ଞାନିକଙ୍କ ରିପୋର୍ଟ

କନକ ବ୍ୟୁରୋ : ଜୁଲାଇ ୨୦୨୩ ଇତିହାସର ସବୁଠୁ ଉତପ୍ତ ମାସ ବୋଲି ନାସା ପକ୍ଷରୁ କୁହାଯାଇଛି । ଚଳିତ ବର୍ଷର ଗ୍ରୀଷ୍ମପ୍ରବାହ ଏତେମାତ୍ରାରେ ଅସହ୍ୟ ଯେ, ଯାହା ଅନେକ ରେକର୍ଡ଼ ଭାଙ୍ଗିଛି । ଆମେରିକାର ଗବେଷଣା ସଂସ୍ଥା ନାସାର ଜଣେ ବରିଷ୍ଠ ବୈଜ୍ଞାନିକଙ୍କ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷର ଜୁଲାଇ…

ବର୍ଷା ଆଣିଛି ବନ୍ୟା ବିଭୀଷିକା । ବର୍ଷାରେ ବେହାଲ ଗୁଜରାଟ ଓ ମହାରାଷ୍ଟ୍ର, ଜମ୍ମୁ କଶ୍ମୀର, ହିମାଚଳ ପ୍ରଦେଶ ଆଦି…

କନକ ବ୍ୟୁରୋ : ଦେଶର ଅଧା ରାଜ୍ୟରେ ଦେଖିବାକୁ ମିଳିଛି ବନ୍ୟା ବିଭୀଷିକା । ପ୍ରବଳ ବର୍ଷା କାରଣରୁ କେଉଁଠି ରାସ୍ତାଘାଟରେ ଆଣ୍ଠୁଏ ଉଚ୍ଚର ପାଣି ଜମିଛି । ବିଭିନ୍ନ ସ୍ଥାନରେ ଘର, ଅଫିସ ଆଦି କାର୍ଯ୍ୟାଳୟରେ ପାଣି ପଶିଯାଇଛି । ଘର ଭିତରେ ପାଣି ପଶିଯାଇଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।…

କେନ୍ଦ୍ର ସରକାରଙ୍କ ସପ୍ତମ ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀ ମୋଦୀ ବାଣ୍ଟିଲେ ୭୦ ହଜାର ନିଯୁକ୍ତି ପତ୍ର । କହିଲେ,…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଣ୍ଟିଲେ ନିଯୁକ୍ତି ପତ୍ର । ଭିଡିଓ କନଫରେନ୍ସିଂ ମାଧ୍ୟମରେ ୭୦ହଜାର ଯୁବବର୍ଗଙ୍କୁ ଏହି ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ମୋଦୀ । ଏହି ରୋଜଗାର ମେଳା ଦେଶର ୪୪ଟି ସ୍ଥାନରେ ଆୟୋଜିତ ହୋଇଛି । ନିଯୁକ୍ତି ପତ୍ର ଦ୍ୱାରା ଯୁବବର୍ଗ ଯୁବ ରାଜସ୍ୱ…

ମଣିପୁରରେ ମହିଳାଙ୍କୁ ଉଲଗ୍ନ କରି ପରେଡ୍ କରାଇବା ଘଟଣାରେ ଆଉ ଜଣେ ଗିରଫ । ଦେଶର ବିଭିନ୍ନ ସ୍ଥାନରୁ ଆସିଲା ପ୍ରତିବାଦର…

କନକ ବ୍ୟୁରୋ : ମଣିପୁର ଭାଇରାଲ ଭିଡିଓ ଘଟଣାକୁ ନେଇ ଥମୁନି ହିଂସା । ଆଜି ବି ମଣିପୁରର ବିଭିନ୍ନ ସ୍ଥାନରେ ହିଂସା ଜାରି ରହିଛି । ବିଭିନ୍ନ ସଂଗଠନ ପକ୍ଷରୁ ପ୍ରତିବାଦ ଜାରି ରହିଛି । ହିଂସାକୁ ରୋକିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି । ପ୍ରତିବାଦକାରୀଙ୍କ ରୋକିବା ପାଇଁ ଲୁହ ବୁହା…

ମଣିପୁର ପରେ ପଶ୍ଚିମବଙ୍ଗରେ ଲଜ୍ଜା । ଚୋରି ଅଭିଯୋଗରେ ଦୁଇ ମହିଳାଙ୍କୁ ଉଲଗ୍ନ କରାଇ ଟଣାଓଟରା କରୁଥିବାର ଭିଡିଓ ହେଲା…

କନକ ବ୍ୟୁରୋ : ମଣିପୁର ପରେ ପଶ୍ଚିମବଙ୍ଗରୁ ଆସିଛି ଲଜ୍ଜାଜନକ ଘଟଣା । ଦୁଇ ମହିଳାଙ୍କୁ ଉଲଗ୍ନ କରି ଟଣାଓଟରା କରିଛନ୍ତି ମହିଳା ଗୋଷ୍ଠୀ । ଚୋରି ପାଇଁ ମାଲଦାରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ମମତା ସରକାରଙ୍କୁ ଘେରିଛି ବିଜେପି । ଶୁକ୍ରବାର…

ଏସି ଚୋରି କରିବାକୁ ଆସି ଆରପାରିକୁ ଚାଲିଗଲା ଚୋର. କଟକ ଶିଶୁଭବନରୁ ଏସି ଚୋରି କରୁଥିବା ବେଳେ ବିଦ୍ୟୁତ୍ ଆଘାତ ଲାଗି…

କନକ ବ୍ୟୁରୋ : ଚୋରି କରିବା ହେଲା କାଳ । ଏସି ଚୋରି କରିବାକୁ ଆସି ଚୋରର ପ୍ରାଣ ଚାଲିଯାଇଛି । ଶିଶୁ ଭବନ କିଡନୀ ୱାଡରେ ଲାଗିଥିବା ଏସିକୁ ଚୋରି କରିବାକୁ ଆସିଥିବା ବେଳେ କରେଂଟ ଲାଗି ଚୋରର ମୃତ୍ୟୁ ହୋଇଯାଇଛି । ଏବେ ସୁଦ୍ଧା ମୃତ ବ୍ୟକ୍ତିଙ୍କର ପରିଚୟ ମିଳିପାରିନି । । କେତେବେଳ ଓ କେଉଁ…