ରୋଗୀଙ୍କ ଖାଦ୍ୟ ଅନୁଦାନରେ ୩୦ ପ୍ରତିଶତ ବୃଦ୍ଧିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ । ଖର୍ଚ୍ଚ ହେବ ୬୪ କୋଟି ଟଙ୍କା, ଉପକୃତ…

କନକ ବ୍ୟୁରୋ : ଓଡିଶା ସରକାର ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଅନେକ ଗୁଡିଏ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟରେ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଲକ୍ଷ୍ୟ ହାସଲ ତଥା ଚିକିତ୍ସା ନିମନ୍ତେ ବ୍ୟକ୍ତିଗତ ଖର୍ଚ୍ଚକୁ ହ୍ରାସ କରିବା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ…

ମେକ୍ ଇନ୍ ଇଣ୍ଡିଆକୁ ନେଇ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି । ଲାପଟପ୍, ଟାବଲେଟ୍ ଓ କମ୍ପ୍ୟୁଟର ଆମଦାନୀ ଉପରେ ଲାଗିଲା…

କନକ ବ୍ୟୁରୋ : କେନ୍ଦ୍ର ସରକାର ଗୁରୁବାର ଦିନ ଏକ ବଡ ନିଷ୍ପତ୍ତି ନେବା କ୍ରମରେ ବିଦେଶରୁ ଆମଦାନୀ ହେଉଥିବା କମ୍ପ୍ୟୁଟର, ଲାପଟପ୍ ଓ ଟାବଲେଟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏନେଇ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ…

ହରିୟାଣା ନୁହ ହିଂସାକୁ ନେଇ ଆମେରିକା ଜାରିକଲା ବୟାନ । ଜାଣନ୍ତୁ ଏଭଳି ସମ୍ବେଦନଶୀଳ ଘଟଣା ଉପରେ କଣ ରହିଛି ଆମେରିକାର…

କନକ ବ୍ୟୁରୋ : ହରିୟାଣାର ନୁହ ଠାରେ ଏକ ଶୋଭାଯାତ୍ରା ଉପରେ ହୋଇଥିବା ଆକ୍ରମଣ ଓ ଏହାକୁ ନେଇ ଆରମ୍ଭ ହୋଇଥିବା ହିଂସା ଏବେ ସାରା ହରିୟାଣା ରେ ବ୍ୟାପୀ ସାରିଛି । ୪ ଦିନ ଧରି ଲାଗି ରହିଥିବା ଏହି ହିଂସାକୁ ଦେଖି ରାଜ୍ୟ ସରକାର ଗୁରୁଗ୍ରାମରେ ମୋବାଇଲ ଇଣ୍ଟରନେଟ୍ ସେବା ବନ୍ଦ କରିଦେଇଛନ୍ତି ।…

ପୁଣି ବିବାଦ ଭିତରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ୨୦୨୦ ନିର୍ବାଚନ ଫଳାଫଳ ବଦଳାଇବା ପାଇଁ…

କନକ ବ୍ୟୁରୋ : ପୁଣି ସମସ୍ୟା ଭିତରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି । ନୂଆ ବିବାଦ ଭିତରେ ଫଶିଛନ୍ତି ଡୋନାଲ୍ଟ୍ର ଟ୍ରମ୍ପ । ଆମେରିକା ରାଜନୀତିର ଏହି ବିବାଦୀୟ ରାଜନେତାଙ୍କ ନାଁରେ ଆସିଛି ନୂଆ ଅଭିଯୋଗ । ୨୦୨୦ ରାଷ୍ଟ୍ରପତି ନିର୍ବାଚନ ଫଳାଫଳାକୁ ବଦଳାଇବାକୁ ଷଡଯନ୍ତ୍ର କରିଥିବା ଅଭିଯୋଗ…

ଲୋକପ୍ରିୟ କଳା ନିର୍ଦ୍ଦେଶକଙ୍କ ଆତ୍ମହତ୍ୟା ! ନୀରବି ଗଲେ ନୀତୀନ ଦେଶାଇ ଋଣ ବୋଝ ସାଜିଲା କାଳ ! ଷ୍ଟୁଡିଓରୁ ମୃତଦେହ…

କନକ ବ୍ୟୁରୋ : ବୁଧବାର ସକାଳୁ ମୁମ୍ବାଇସ୍ଥିତ ଏନଡିଏ ଷ୍ଟୁଡିଓରୁ ଆସିଥିଲା କଳା ନିର୍ଦ୍ଦେଶକ ନୀତୀନ ଦେଶାଇଙ୍କ ମୃତ୍ୟୁ ଖବର । ନିଆଁ ବେଗରେ ପ୍ରଘଟ ହୋଇଥିଲା ଖବର । ପରିବାର, ସମ୍ପର୍କୀୟଙ୍କ ସମେତ ପୂରା ବଲିଉଡ ସ୍ତବ୍ଦ ହୋଇଯାଇଛି । ଷ୍ଟୁଡିଓରୁମରୁ ତାଙ୍କର ଝୁଲନ୍ତାବସ୍ଥାରେ ତାଙ୍କର ମୃତଦେହ…

ଚକିତ କଲା ଏଡିଆର ରିପୋର୍ଟ । ୪୦୦୧ ବିଧାୟଙ୍କ ସମ୍ପତ୍ତ୫୪.୫୪୫ କୋଟି ଟଙ୍କା, ୩ରାଜ୍ୟର ମୋଟ ବଜେଟଠାରୁ ଅଧିକ

କନକ ବ୍ୟୁରୋ : ଦେଶର ବିଧାୟକଙ୍କ ପାଖରେ କେତେ ସମ୍ପତି ରହିଛି । ବର୍ତମାନ ଦେଶର ବିଧାୟକଙ୍କ ସମ୍ପତିକୁ ନେଇ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ ବା ଏଡିଆର୍ ଏକ ରିପୋର୍ଟ ଜାରି କରିଛି । ରିପୋର୍ଟ ଅନୁସାରେ, ମୋଟ ୪ହଜାର ୧ଜଣ ବିଧାୟକଙ୍କ ମୋଟ ସମ୍ପତି ୫୪ହଜାର ୫୪୫ କୋଟି ଟଙ୍କା । ଯାହା…