ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ଠିକଣାରେ ପୁଣି ଇଡିର ଚଢ଼ାଉ । ୬କୋଟି ୨ଲକ୍ଷ ଟଙ୍କାର ସମ୍ପତି ବ୍ୟାଜାପ୍ତ କଲା…

କନକ ବ୍ୟୁରୋ : ଚାକିରି ପାଇଁ ଜମି ନେବା ଘଟଣାରେ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପରିବାରର ୬ କୋଟି ଟଙ୍କା ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି । ବିହାରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ତାଙ୍କ ସ୍ତ୍ରୀ, ରାବ୍ରୀ ଦେବି, ପୁଅ ତଥା ବିହାର ଉପ ମୁଖ୍ୟମନ୍ତ୍ରୀ…

ସଚିନଙ୍କ ପାଇଁ ଦୁଃଖ ଆଣିଲେ ସୀମା । ମିଳୁନି କାମ,ଭୋକ ଉପାସରେ କଟୁଛି ଦିନ, ପ୍ରଶାସନ ଓ ପୁଲିସକୁ ଗୁହାରୀ

କନକ ବ୍ୟୁରୋ : ଯେଉଁ ସୀମାପାରି ପ୍ରେମ ପାଇଁ ଆଜିକାଲି ବେଶ ଚର୍ଚ୍ଚାରେ ରହୁଛନ୍ତି ପାକିସ୍ତାନୀ ମହିଳା ସୀମା ହାଇଦର ଓ ଭାରତୀୟ ଯୁବକ ସଚିନ ମୀଣା ଏବେ ସେହି ପ୍ରେମ ଭୋକ, ଉପାସର କାରଣ ପାଲଟିଛି । ପ୍ରାୟ ମାସେ ହେବ ସଚିନ କି ତାଙ୍କ ବାପା ନା ଘରୁ ବାହାରିପାରୁଛନ୍ତି ନା କେଉଁଠି କାମ ମିଳିଛି…

ଚଳନ୍ତା ଟ୍ରେନରେ ଫୁଟିଲା ଗୁଳି, ଚାଲିଗଲା ୪ଜଣଙ୍କ ଜୀବନ । ଜୟପୁର-ମୁମ୍ବାଇ ଏକ୍ସପ୍ରେସରେ ଉନ୍ମତକାଣ୍ଡ କଲେ ଆରପିଏଫ…

କନକ ବ୍ୟୁରୋ : ସମୟ ସକାଳ ସାଢେ ୫ । ସ୍ଥାନ ମହାରାଷ୍ଟ୍ରର ପାଲଘର । ଜୟପୁରରୁ ମୁମ୍ବାଇ ଯାଉଥିଲା ଜୟପୁର ଏକ୍ସପ୍ରେସ୍ ଟ୍ରେନ । ଭୋର ସମୟରେ ଅଧିକାଂଶଯାତ୍ରୀ ଶୋଇଥିବା ସମୟରେ ହଠାତ ଚଳନ୍ତାଟ୍ରେନ ହୋଇଥିଲା ଗୁଳିମାଡ଼ । ଘଟଣାରେ ଥରି ଉଠିଲା ପୂରା ଟ୍ରେନ । କେହି କିଛି ବୁଝିବା ଆଗରୁ ଜଣେ…

ମଣିପୁରରୁ ଫେରି ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ । କହିଲେ କାନ୍ଦୁଛି ମଣିପୁର, ଶୋଇଛନ୍ତି ସରକାର

କନକ ବ୍ୟୁରୋ : ମଣିପୁର ଗସ୍ତ ସାରି ଦିଲ୍ଲୀ ଫେରି ଆସିଛନ୍ତି ବିରୋଧୀ ମେଂଟ ପ୍ରତିନିଧିଣ୍ଡଳୀ । ଦୁଇ ଦିନ ଧରି ମଣିପୁରର କିଛି ହିଂସା ପ୍ରଭାବିତ ଅଂଚଳରେ ପହଁଚି ସ୍ଥିତି ସମୀକ୍ଷା କରିବା ସହ ପୀଡିତଙ୍କୁ ସେମାନେ ଭେଟିଥିଲେ । ପରେ ଇମ୍ପାଲରେ ପହଁଚି ମଣିପୁର ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର…

ମଣିପୁର ମାମଲାରେ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭତ୍ସନା । ଆଇନଜୀବୀଙ୍କ ଉପରେ ବର୍ଷିଲେ ମୁଖ୍ୟ ବିଚାରପତି

କନକ ବ୍ୟୁରୋ : ମଣିପୁରରେ ଦୁଇ ମହିଳାଙ୍କୁ ଦୁଷ୍କର୍ମ ପରେ ରାସ୍ତାରେ ବୁଲାଇବା ଘଟଣାରେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ଭତ୍ସନା କରିଛନ୍ତି । ଆଇନଜୀବୀ ବାଂଶୁରୀ ସ୍ୱରାଜଙ୍କ ଉପରେ ବର୍ଷିଛନ୍ତି ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡ଼ । ମହିଳାଙ୍କ ଉପରେ ପଶ୍ଚିମବଙ୍ଗ,…

ଖେଳାଳିଙ୍କ ଉପରେ ବର୍ଷିଲେ ଭାରତୀୟ କ୍ରିକେଟ ଦଳ ପୂର୍ବ ଅଧିନାୟକ କପିଲ ଦେବ । କହିଲେ ଟଙ୍କା, ଗର୍ବ, ଅହଙ୍କାର ପାଇଁ…

କନକ ବ୍ୟୁରୋ : ପୂର୍ବତନ କ୍ରିକେଟର ସୁନିଲ ଗାଭାସ୍କରଙ୍କ ପରେ ଭାରତୀୟ ଖେଳାଳିଙ୍କୁ ସମାଲୋଚନା କରିଛନ୍ତି ପ୍ରଥମ ବିଶ୍ୱକପ ବିଜେତା ଟିମର କ୍ୟାପଟେନ୍ କପିଲ ଦେବ । ଭାରତୀୟ ଖେଳାଳିମାନେ ନିଜକୁ ବହୁତ ବଡ଼ ଓ ଆତ୍ମବିଶ୍ୱାସୀ ଭାବୁଛନ୍ତି । ଏହା ଭଲ କଥା । କିନ୍ତୁ ନକରାତ୍ମକ କଥା ହେଉଛି, ସେମାନେ…