ଚତୁର୍ଥ ଦିନରେ ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ । ୧୫ଶହରୁ ଅଧିକ ହମାସ ଆତଙ୍କବାଦୀ ନିହତ, ଆତଙ୍କୀଙ୍କୁ ଖୋଜିଖୋଜି ମାରୁଛି…

କନକ ବ୍ୟୁରୋ : ଇସ୍ରାଏଲରେ ଅନୁପ୍ରବେଶ କରିଥିବା ହମାସ ଆତଙ୍କବାଦୀଙ୍କୁ ନିପାତ କରୁଛନ୍ତି ଇସ୍ରାଏଲ ସେନା । ୧୫ଶହ ହମାସ ଆତଙ୍କବାଦୀଙ୍କ ମୃତ ଦେହ ଇସ୍ରାଏଲରୁ ଠାବ ହୋଇଛି । ସେପଟେ ଲେବାନନର ଆତଙ୍କୀ ସଂଗଠନ ହିଜବୁଲ୍ଲାହର ଆତଙ୍କବାଦୀ ସୀମାରେ ପଶି ଗୁଳିମାଡ କରିଥିବା ସୂଚନା ମିଳିଛି ।…

ସମ୍ପତ୍ତି ମାମଲାରେ ଗୌତମ ଆଦାନୀଙ୍କୁ ପଛରେ ପକାଇଲେ ମୁକେଶ ଅମ୍ବାନୀ । ଜାଣନ୍ତୁ ଧନୀ ତାଲିକାରେ କେଉଁ ସ୍ଥାନରେ ରହିଲେ…

କନକ ବ୍ୟୁରୋ : ଶିଳ୍ପପତି ମୁକେଶ ଅମ୍ବାନୀ ଏବେ ଗୌତମ ଆଦାନୀଙ୍କୁ ସମ୍ପତ୍ତି ମାମଲାରେ ପଛରେ ପକାଇଛନ୍ତି । ‘ହୁରୁନ ଇଣ୍ଡିଆ’ ଜାରି କରିଥିବା ତାଲିକା ମୁତାବକ ରିଲିଆନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀ ଆଦାନୀ ଗ୍ରୁପର ଚେୟାରମ୍ୟାନ ଗୌତମ ଆଦାନୀଙ୍କୁ ପଛରେ ପକାଇ ଦେଇ ଭାରତର ଧନୀ…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଫୋନ ଯୋଗେ କଥାହେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ । ଜାଣନ୍ତୁ କ’ଣ ହେଲା ଆଲୋଚନା ?

କନକ ବ୍ୟୁରୋ : ହମାସ ଆତଙ୍କବାଦୀ ସଂଗଠନ ଦ୍ୱାରା ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ଏବେ ବି ଜାରି ରହିଛି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତ୍ରାନ୍ୟାହୁ । ଏନେଇ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରାମର୍ଶକ୍ରମେ ଗୃହମନ୍ତ୍ରଣାଳୟର ବଡ ପଦକ୍ଷେପ । ଗଠନ ହେବ ‘ସାଇବର ସେନା’, ସମସ୍ତ ରାଜ୍ୟକୁ…

କନକ ବ୍ୟୁରୋ : ଦ୍ରୁତ ଗତିରେ ବଢୁଥିବା ସାଇବର ଅପରାଧକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶକ୍ରମେ ଗୃହମନ୍ତ୍ରଣାଳୟ ଏକ ବଡ ପଦକ୍ଷେପ ନେବାକୁ ଯାଉଛି । ଭାରତ ପରବର୍ତ୍ତୀ ସ୍ତରର ସାଇବର ବିପଦର ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି ଏବଂ ଏଥିପାଇଁ କେନ୍ଦ୍ର ସରକାର…

ଇସ୍ରାଏଲ ସେନାର ବଡ ଦାବି । କହିଲା, ଗାଜା ପଟ୍ଟୀ ନିକଟରୁ ମିଳିଛି ୧୫୦୦ ହମାସ ଆତଙ୍କବାଦୀଙ୍କ ମୃତଦେହ

କନକ ବ୍ୟୁରୋ : ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀଙ୍କ ଆକ୍ରମଣ ପରେ ଏବେ ଇସ୍ରାଏଲ ତରଫରୁ ଫିଲିସ୍ତିନ ଉପରେ ଜୋରଦାର ଆକ୍ରମଣ ଜାରି ରହିଛି । ଏସବୁ ଭିତରେ ଇସ୍ରାଏଲ ସେନା ଦାବି କରିଛି କି ଗାଜା ପଟ୍ଟୀ ନିକଟବର୍ତ୍ତୀ ଅଞ୍ଚଳରୁ ୧୫ଶହ ହମାସ ଆତଙ୍କବାଦୀଙ୍କ ଶବ ମିଳିଛି । ସେପଟେ ଇସ୍ରାଏଲ…

ନିର୍ବାଚନ ତାରିଖ ଘୋଷଣା ପରେ ରାଜସ୍ଥାନ କଂଗ୍ରେସର ପ୍ରାର୍ଥୀ ତାଲିକାକୁ ସମସ୍ତଙ୍କର ନଜର । ଜାଣନ୍ତୁ କେବେ ହେବ…

କନକ ବ୍ୟୁରୋ : ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଏପର୍ଯ୍ୟନ୍ତ ଜାତୀୟ କଂଗ୍ରେସ ତରଫରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇନାହିଁ । ଏହାକୁ ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବଡ ଦାବି କରିଛନ୍ତି । ସେ କହିଛନ୍ତି କି ଅକ୍ଟୋବର ୧୮ ତାରିଖରେ…