୪ମାସ ଧରି ଦରମା ନ ପାଇଁ ଅସନ୍ତୁଷ୍ଟ ପାକିସ୍ତାନ କ୍ରିକେଟ ଖେଳାଳି । ପିସିବିକୁ ଦେଲେ ଧମକ । କହିଲେ, ପିନ୍ଧିବୁ ନାହିଁ…

କନକ ବ୍ୟୁରୋ : ଆଇସିସି ବିଶ୍ୱକପ ଆରମ୍ଭ ହେବାକୁ ମାତ୍ର କିଛିଦିନ ବାକି ରହିଛି । ଏହି ବିଶ୍ୱକପରେ ଭାଗ ନେବାକୁ ଥିବା ସମସ୍ତ ଟିମ୍ ଏବେ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ହେଲେ ୧୯୯୨ ମସିହାର ବିଶ୍ୱକପ୍ ଚାମ୍ପିଅନ ପାକିସ୍ତାନ ଟିମ୍ ଏବେ ଚର୍ଚ୍ଚାକୁ ଆସିଛି । ରିପୋର୍ଟ ମୁତାବକ ପାକିସ୍ତାନ…

ଦିଲ୍ଲୀରେ ସିନେମା ଷ୍ଟାଇଲରେ ଲୁଟ୍ । କାନ୍ଥ ଭାଙ୍ଗି ଲୁଟିନେଲେ ୨୫ କୋଟିର ସୁନା

କନକ ବ୍ୟୁରୋ : ଦିଲ୍ଲୀର ଏକ ଗହଣା ଦୋକାନରୁ ଚୋରମାନେ ୨୫ କୋଟି ଟଙ୍କାର ଗହଣା ଚୋରି କରିନେଇଛନ୍ତି । ଦିଲ୍ଲୀର ଭୋଗଲ ଅଞ୍ଚଳରେ ଥିବା ଓମରାଓ ଗହଣା ଦୋକାନରୁ ଏଭଳି ବଡଧରଣର ଚୋରି ହୋଇଛି । ଦିଲ୍ଲୀରେ ପୂର୍ବରୁ ହୋଇଥିବା ବଡ ବଡ ଚୋରି ମଧ୍ୟରୁ ଏହା ଅନ୍ୟତମ । ଦିଲ୍ଲୀର ଜଙ୍ଗପୁରାରେ ଥିବା ଓମରାଓ…

ଦେଶରେ ବଢିବାରେ ଲାଗିଛି କୋଟିପତିଙ୍କ ସଂଖ୍ୟା । ବାର୍ଷିକ ୧ କୋଟିରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି ୧.୭ ଲକ୍ଷ ଲୋକ

କନକ ବ୍ୟୁରୋ : ଦେଶରେ ବାର୍ଷିକ ୧ କୋଟିରୁ ଅଧିକ ଟଙ୍କା ରୋଜଗାର କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାର ପ୍ରମାମଣ ଚଳିତ ବର୍ଷ ଇନକମ୍ ଟ୍ୟାକ୍ସ ରିଟର୍ନ ଫାଇଲିଂରୁ ଜଣାପଡିଛି । ଇନକମ୍ ଟ୍ୟାକ୍ସ ରିଟର୍ନ ବିଭାଗ ପାଇଁ ଚଳିତ ବର୍ଷ ରେକର୍ଡ ଭାଙ୍ଗିଛି । ବିଭାଗର ଆକଳନ ମୁତାବକ…

ଲୋକସଭା ନିର୍ବାଚନ ପୂର୍ବରୁ ହରିଆଣା ବିଜେପିକୁ ବଡ ଝଟକା । ଦଳ ଛାଡିବାକୁ ଘୋଷଣା କଲେ ଏହି ପୂର୍ବତନ ମନ୍ତ୍ରୀ

କନକ ବ୍ୟୁରୋ : ହରିଆଣାରେ ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି । କାରଣ ଲୋକସଭା ନିର୍ବାଚନ ପୂର୍ବରୁ ହରିଆଣାରେ ସବୁଠାରୁ ଅଧିକ ନେତା ଦଳବଦଳ ଆରମ୍ଭ କରିଦେଇଛନ୍ତି । ଏହି କ୍ରମରେ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିକୁ ବଡ ଝଟକା ଲାଗିଛି । ପୂର୍ବତନ ମନ୍ତ୍ରୀ ଜଗଦୀଶ ଯାଦବ ବିଜେପି…

ଶିବରାଜ ସିଂଙ୍କ କାମ ଉପରେ ଭରସା କରିପାରୁନାହିଁ କି ବିଜେପି ? ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ୩…

କନକ ବ୍ୟୁରୋ : ଆଗାମୀ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ନୂଆ ରଣନୀତି ଆରମ୍ଭ କରିଦେଇଛନ୍ତି । ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ବେଳେ ବିଜେପି ଯେଉଁ ରଣନୀତି ଆପଣାଇଥିଲା ତାହା ମଧ୍ୟପ୍ରଦେଶରେ ଦୋହରାଇଛି । ଯେଉଁ ଯେଉଁ ଆସନରେ ବିଜେପି କଂଗ୍ରେସକୁ ଟକ୍କର ଦେବାରେ ବିଫଳ…

ଆତ୍ମନିର୍ଭର କରିଛି ଧୂପକାଠି ବ୍ୟବସାୟ । ବାର୍ଷିକ ମିଳୁଛି ଲକ୍ଷାଧିକ ଟଙ୍କାର ରୋଜଗାର

କନକ ବ୍ୟୁରୋ : ଧୂପକାଠି ବ୍ୟବସାୟ ଦେଇଛି ପରିଚୟ । ଏହି ବ୍ୟବସାୟ କରି ଆତ୍ମନିର୍ଭର ହୋଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ନଇନ୍ଦିପୁର ଗାଁର ଝୁଲଣା ସ୍ୱାଇଁ । ନିଜର ବଳକା ସମୟକୁ ସଦୁପଯୋଗ କରି ଧୂପକାଠି ତିଆରି ଜିଲ୍ଲା ତଥା ଜିଲ୍ଲା ବାହାରେ ବିକ୍ରି କରୁଛନ୍ତି । ଯାହା ତାଙ୍କୁ…