ଆଜି ମଣ୍ଡପରେ ସପ୍ତମୀ, ଶକ୍ତିପୀଠରେ ଅଷ୍ଟମୀ ପୂଜା । ଭକ୍ତିମୟ ପରିବେଶରେ ଚାଲିଛି ମାଆଙ୍କ ଆରାଧନା

କନକ ବ୍ୟୁରୋ : ସବୁଠି ପୂଜାର ଉତ୍ସାହ । ଗାଁରୁ ସହର ଚାରିଆଡେ ଚଳଚଂଚଳ । ପୀଠରେ ଯେମିତି ଭକ୍ତିର ପରିବେଶ, ମଣ୍ଡରେ ସେମିତି ଶ୍ରଦ୍ଧାଳୁଙ୍କ ଉତ୍ସାହ । ଶକ୍ତିପୀଠରେ ଅଷ୍ଟମୀ ପୂଜା କରାଯାଉଥିବା ବେଳେ ମଣ୍ଡପରେ ସପ୍ତମୀ ପୂଜା କରାଯାଉଛି । ମଣ୍ଡପରେ ନବପତ୍ରିକା ପ୍ରବେଶ ଓ ମାଆଙ୍କ ମହାସ୍ନାନ…

‘ରମାଦେବୀ’ରେ ରାଗିଂ ? ଛାତ୍ରୀ ଆଣିଲେ ସାଂଘାତିକ୍ ଅଭିଯୋଗ

କନକ ବ୍ୟୁରୋ : ରାଜଧାନୀର ଛାତି ଉପରେ ଥିବା ରମାଦେବୀ କଲେଜ୍ରୁ ଆସିଛି ରାଗଂ ଭଳି ସାଂଘାତିକ୍୍ ଅଭିଯୋଗ । ବଡ଼ କଥା ହେଉଛି, ରାଗିଂ ସ୍ଥିତିର ସାମ୍ନା କରିଥିବା ଏହି ଯୁକ୍ତ ଦୁଇ ଛାତ୍ରୀ, ଘଟଣା ସମ୍ପର୍କରେ କଲେଜ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ ମଧ୍ୟ ନ୍ୟାୟ ମିଳିନଥିବା ଅଭିଯୋଗ କରିଛନ୍ତି ।…

ମାଡ଼ରୁ ନୁହେଁ ରୋଗରୁ ହୋଇଛି ଏଏସଆଇ ଲୁଗୁନଙ୍କ ମୃତ୍ୟୁ । ଶବ ବ୍ୟବଛେଦ ରିପୋର୍ଟ ପରେ କହିଲେ ଏସପି, ପ୍ରଶ୍ନ ଉଠାଇଲେ…

କନକ ବ୍ୟୁରୋ : ରାଉରକେଲା ଉଦିତନଗର ଥାନା ଏଏସଆଇ ଆଲିଶା ଲୁଗୁନଙ୍କ ମୃତ୍ୟୁ ମାଡରୁ ନୁହଁ ବରଂ ରୋଗରୁ ହୋଇଛି । ଏହା କହିଛନ୍ତି ରାଉରକେଲା ଏସପି । ଶବବ୍ୟବଚ୍ଛେଦ ରିପୋର୍ଟକୁ ଭୁବନେଶ୍ୱର ଏମ୍ସ ପଠାଯାଇଥିଲା । ଆଉ ଏହି ରିପୋର୍ଟକୁ ମେଡିସିନ ଫରେନସିକ ଟିମ ଯାଂଚ କରିଥିଲେ । ଆଉ ରିପୋର୍ଟ ଯାଂଚ…

ରାଜନୀତିରେ ‘ସମ୍ପର୍କ ଅଭିଯାନ’ । ‘ଜନ ସମ୍ପର୍କ’ ପରେ, ‘ପରିବାର ସମ୍ପର୍କ’ ଅଭିଯାନ ଆରମ୍ଭ କରିବ ବିଜେଡି

କନକ ବ୍ୟୁରୋ : ନିର୍ବାଚନ ପାଖେଇ ଆସୁଥିବାବେଳେ ଲୋକଙ୍କ ସହ ଯୋଡି ରହିବାକୁ ଉଦ୍ୟମ ଜାରି ରଖିଛନ୍ତି ସମସ୍ତ ପ୍ରମୁଖ ରାଜନୈତିକ ଦଳ । ଶାସକ ଦଳ ବିଜେଡି ଜନ ସମ୍ପର୍କ ଅଭିଯାନ ଚଳାଇଛି । ପଂଚାୟତ ସ୍ତରରୁ ଜିଲ୍ଲା ପର୍ଯ୍ୟନ୍ତ ଦଳୀୟ ନେତା ଓ କର୍ମୀ ପଦଯାତ୍ରା କରୁଛନ୍ତି । ଆଉ ଏହି ସମ୍ପର୍କ…

ଗଗନଯାନର ପ୍ରଥମ ପରୀକ୍ଷଣ ସଫଳ । ଯୋଜନା ଅନୁଯାୟୀ ରକେଟରୁ ଅଲଗା ହେଲା ‘କ୍ରୁ ମଡ୍ୟୁଲ୍’, ବଙ୍ଗୋପସାଗରରେ କଲା ଅବତରଣ

କନକ ବ୍ୟୁରୋ : ଚନ୍ଦ୍ରର ଦକ୍ଷିଣ ମେରୁରେ ପହଁଚି ବିରଳ ସଫଳତା ପାଇବା ପରେ ଆଦିତ୍ୟ ଏଲ୍-ୱାନ ଏବଂ ଆଜି ଗଗନଯାନ ମିସନର ପ୍ରଥମ ସଫଳ ପରୀକ୍ଷଣ । ଏହା ସହ ମହାକାଶ ବିଜ୍ଞାନ ଗବେଷଣା କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ବଢ଼ିଛି ଭାରତ । ବୈଷୟିକ ତ୍ରୁଟି ଯୋଗୁଁ ଦୁଇ ଥର ସ୍ଥଗିତ ପରେ ଶ୍ରୀହରିକୋଟା ସତୀଶ…

କାନାଡା ରାଜଦୂତଙ୍କୁ ଭାରତରୁ ବିଦା କରିବା ପ୍ରସଙ୍ଗ । ଆମେରିକା ପରେ ଏବେ କାନାଡା ସମର୍ଥନରେ ମତ ରଖିଲା ବ୍ରିଟେନ

କନକ ବ୍ୟୁରୋ : ଭାରତ ସରକାରଙ୍କ ଦ୍ୱାରା କାନାଡାର ୪୧ଜଣ କୂଟନୀତିଜ୍ଞଙ୍କୁ କାନାଡା ଫେରାଇ ଦେବା ପ୍ରସଙ୍ଗରେ ଆମେରିକା ପରେ ଏବେ ବ୍ରିଟେନ ଅସନ୍ତୋଷ ପ୍ରକାଶ କରିଛି । ବ୍ରିଟନ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ବୟାନରେ କୁହାଯାଇଛି କି, ଭାରତ ସରକାରଙ୍କ ଏହି ପଦକ୍ଷେପ ଭିଏନା ଚୁକ୍ତିର…