ବେଦାନ୍ତ ଆଲୁମିନିୟମ ଓଡ଼ିଶାକୁ ବିଶ୍ୱରେ ଆଲୁମିନିୟମ କ୍ୟାପିଟାଲରେ ପରିଣତ କରିବା ପାଇଁ ପ୍ରତିଶୃତିବଦ୍ଧ

କନକ ବ୍ୟୁରୋ : ବେଦାନ୍ତ ଆଲୁମିନିୟମ ଓଡ଼ିଶାର ଔଦ୍ୟୋଗିକ କ୍ଷେତ୍ରରେ ଏକ ଅଗ୍ରଣୀ ସଂସ୍ଥା । ଏହା ଭାରତ ତଥା ବିଶ୍ୱରେ ଓଡ଼ିଶାକୁ ଆଲୁମିନିୟମ କ୍ୟାପିଟାଲରେ ପରିଣତ କରିବା ପାଇଁ ସଂକଳ୍ପବଦ୍ଧ । ଏହାର ବ୍ୟାପକ କାର୍ୟ୍ୟକଳାପ ଏବଂ ରାଜ୍ୟର ଅପାର ସମ୍ଭାବନାକୁ ସୂଚୀତ କରିଛି । ୧,୦୦,୦୦୦ କୋଟି…

ସୋସିଆଲ ମିଡିଆ ପୋଷ୍ଟ ପରେ ବଢୁଛି ଚର୍ଚ୍ଚା । ଶିଳ୍ପା ସେଟ୍ଟୀଙ୍କୁ ଛାଡପତ୍ର ଦେଇପାରନ୍ତି ରାଜକୁନ୍ଦ୍ରା !

କନକ ବ୍ୟୁରୋ : ରାଜ କୁନ୍ଦ୍ରାଙ୍କର ସୋସିଆଲ ମିଡିଆରେ ଟୁଇଟ୍ ଦେଖି ଆର୍ଶଯ୍ୟ ହୋଯାଇଛନ୍ତି ଲୋକ । ମାଇକ୍ରୋ ବ୍ଲଗିଙ୍ଗ ସାଇଟ ମାଧ୍ୟମରେ କୁନ୍ଦ୍ରା କହିଛନ୍ତି ଆମେ ଦୁହେଁ ଅଲଗା ହେବାକୁ ଯାଉଛୁ, ଦୟା କରି ଆମ ଦୁଇଜଣଙ୍କୁ କିଛି ସମୟ ଦିଅନ୍ତୁ । ଏହିଭଳି ଟୁଇଟ୍ ଦେଖି ଲୋକମାନେ ଭାବୁଛନ୍ତି…

ମତାନ୍ତର ସାଜୁଛି ମୃତ୍ୟୁ କାରଣ । କେବେ ସରିବ ଏ ଯୁଦ୍ଧର ବିଭୀଷିକା ? କୁଢ କୁଢ ଶବ ଦେଖି ସ୍ତବ୍ଦ ସାରା ପୃଥିବୀ

କନକ ବ୍ୟୁରୋ : ଯେତେବେଳେ ଦେଶ ମାନଙ୍କ ସମ୍ପର୍କରେ ଆସେ ତିକ୍ତତା ଏହା କେତେ ଭୟଙ୍କର ହୋଇପାରେ ଏହାର ଜ୍ୱଳନ୍ତ ଉଦାହରଣ ହେଇଛି ଇସ୍ରାଏଲ ଓ ପାଲେଷ୍ଟାଇନ । ଐତିହାସିକ ଶତୃତା, ମେଳ ଖାଉନଥିବା ଚିନ୍ତାଧାରା ଓ ରାଜନୈତିକା ସ୍ୱାର୍ଥର ଜାଲରେ ଫସିଛି ଲକ୍ଷ ଲକ୍ଷ ଲୋକଙ୍କ ଜୀବନ । ଲଗାତାର ୧୬ ଦିନ…

୪ବର୍ଷ ପରେ ଇସଲାମାବାଦ ବିମାନ ବନ୍ଦରରେ ପହଂଚିଲେ ନୱାଜ ସରିଫ୍ । ଲାହୋରରେ କହିବେ ପାକିସ୍ତାନକୁ ରକ୍ଷା କରିବାର ଯୋଜନା

କନକ ବ୍ୟୁରୋ : ଦୀର୍ଘ ୪ ବର୍ଷ ପରେ ପାକିସ୍ତାନରେ ପହଂଚିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍ । ସେ ଆଜି ମଧ୍ୟାହ୍ନ ୨.୦୫ ମନିଟରେ ଲାହୋର ବିମାନ ବନ୍ଦରରେ ପହଂଚିଛନ୍ତି । ଏହି କ୍ରମରେ ନୱାଜଙ୍କ ସହ ପୂର୍ବତନ ଅର୍ଥମନ୍ତ୍ରୀ ଇଶାକ ଡାର ଓ ଲିଗାଲ ଟିମ୍ ଉପସ୍ଥିତ ଥିଲେ । ଏବେ ନୱାଜ…

ରାଜସ୍ଥାନ ପାଇଁ କଂଗ୍ରେସର ପ୍ରଥମ ଓ ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା । ଜାଣନ୍ତୁ କାହାକୁ…

କନକ ବ୍ୟୁରୋ : ହାଇଭୋଲଟେଜ ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ବିଜେପି ଓ କଂଗ୍ରେସ କାହାକୁ ଟିକେଟ ଦେବ ତାହାକୁ ନେଇ ଆଲୋଚନା ଜୋର ଧରିଥିଲା । ଏସବୁ ଭିତରେ ବିଜେପି ଆଜି ତାର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ କଂଗ୍ରେସ ସିଇସି କମିଟିର…

ମହମ୍ମଦ ଆଝାରୁଦ୍ଧିନଙ୍କ ନାଁରେ ମାମଲା । ପାଣ୍ଠି ହେରଫେର ଅଭିଯୋଗରେ ଆଣି ପୁଲିସର ଦ୍ୱାରସ୍ଥ ହେଲେ ହାଇଦ୍ରାବାଦ…

କନକ ବ୍ୟୁରୋ : ପୁଣି ବିବାଦରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଜାରୁଦ୍ଦିନ । ସଭାପତି ଥିବା ସମୟରେ ଆଝାରୁଦ୍ଦିନ ହାଇଦ୍ରାବାଦ କ୍ରିକେଟ ଆସୋସିଏସନର ପାଣ୍ଠିର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏନେଇ ଏଚସିଏର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପକ୍ଷରୁ…