ମେଡିକାଲ ଆଇସିୟୁ ଭିତରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୋଗ ଆଣିଲେ ପୀଡିତାଙ୍କ ପିତା, ଚିକିତ୍ସା ବେଳେ ହୋଇଥିଲା…

କନକ ବ୍ୟୁରୋ : ମହିଳା କେଉଁଠି ସୁରକ୍ଷିତ ତାହା ଆଜିର ପ୍ରଶ୍ନ । ନା ଘରେ , ନା ରାସ୍ତାରେ ନା କର୍ମସ୍ଥଳୀରେ । ଏସବୁ ସ୍ଥାନରେ ମହିଳା ମାନଙ୍କ ପ୍ରତି ଅସଦା ଚରଣ, ହିଂସା ଓ ଦୁଷ୍କର୍ମ ଭଳି ମାମଲା ଦୈନିକ ଗଣମାଧ୍ୟମର ଶିରୋମଣ୍ଡନ କରୁଥିବା ବେଳେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆଇସିୟୁ ଭିତରେ…

ଜମ୍ମୁ-କାଶ୍ମୀର କୁଲଗାମ୍ ଗ୍ରାମରେ ଆତଙ୍କବାଦୀ ଆକ୍ରମଣ, ୩ ଜଣ ବିଜେପି ନେତାଙ୍କୁ ନିର୍ମମ ହତ୍ୟା, ପୋଲିସ ଦେଲା ସୂଚନା

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀର କୁଲଗାମ୍ ଗ୍ରାମରେ ଆତଙ୍କବାଦୀ ଆକ୍ରମଣରେ ୩ ଜଣ ବିଜେପି ନେତାଙ୍କ ଜୀବନ ଯାଇଛି । ଏନେଇ ସ୍ଥାନୀୟ ପୋଲିସ ସୂଚନା ଦେଇଛି । ପୋଲିସ କହିବା ମୁତାବକ ସକାଳ ୮.୨୦ ମିନିଟ୍ରେ କୁଲଗାମ୍ ପୋଲିସକୁ ସୂଚନା ମିଳିଥିଲା କି ଗାଁରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ…

ଏବେ କଂଗ୍ରେସ ବିଧାୟକ ନୁହେଁ ପୁରା କଂଗ୍ରେସକୁ କିଣିବାକୁ ମୂଲ୍ୟ ସ୍ଥିର କଲେ ମୁଖ୍ୟମନ୍ତ୍ରୀ । କହିଲେ ୨୫ କୋଟି…

କନକ ବ୍ୟୁରୋ :  ଦେଶର ରାଜନୀତି ଏବେ କେତେ ନିଚ୍ଚ ସ୍ତରକୁ ଯାଇପାରେ ତାହା ଆପଣଙ୍କ ଆଶାର ବାହାରେ । ନିର୍ବାଚନ ପରେ ବା ସରକାର ଗଠନ ବେଳେ ଏବେ ବିଧାୟକ ଓ ସାଂସଦ କିଣା ବିକା ଗୋରୁ ହାଟରେ ଗୋରୁ କିଣା ବିକା ଠାରୁ ବି ଆହୁରି ଶସ୍ତା ହୋଇଛି । କେତେବେଳେ ବିଜେପି କଂଗ୍ରେସର ବିଧାୟକ କିଣି ସରକାର…

ଫ୍ରାନ୍ସରେ ଚର୍ଚ୍ଚ ଉପରେ ଆକ୍ରମଣ, ଆତତାୟୀର ଛୁରାମାଡରେ ୩ ମୃତ । ସ୍ଥାନୀୟ ମେୟର କହିଲେ ଆତଙ୍କବାଦୀ ଆକ୍ରମଣ

କନକ ବ୍ୟୁରୋ : ପେଗାମ୍ବର କାର୍ଟୁନ ବିବାଦରେ ଜଣେ ଶିକ୍ଷକଙ୍କ ଗଳାକାଟି ହାତ୍ୟା କରିବା ପରେ ଏବେ ଫ୍ରାନ୍ସରେ ସେହିଭଳି ଏକ ବର୍ବର ହତ୍ୟା ମାମଲା ସାମ୍ନାକୁ ଆସିଛି । ଫ୍ରାନ୍ସରେ ଏକ ଚର୍ଚ୍ଚରେ ଜଣେ ଆତତାୟୀ ଜଣେ ମହିଳାଙ୍କ ଗଳାକାଟି ହତ୍ୟା କରିବା ସହ ଅନ୍ୟ ୨ ଜଣଙ୍କୁ ଛୁରୀମାରି ହତ୍ୟା…

ମୋବାଇଲ ଠାରୁ ବ୍ୟାଙ୍କ କାରବାର, ଅଫିସ୍ ଠାରୁ ସୋସିଆଲ ମିଡିଆ ସବୁଠି ଛାଇ ରହିଥିବା ଇଣ୍ଟରନେଟ୍ ର ଆଜି ଜନ୍ମ ଦିବସ

କନକ ବ୍ୟୁରୋ : ପ୍ରତିବର୍ଷ ଭଳି ଚଳିତବର୍ଷ ବି ଅକ୍ଟୋବର ମାସ ୨୯ ତାରିଖକୁ ବିଶ୍ୱ ଇଣ୍ଟରନେଟ୍ ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ କୁହାଯାଇଛି କି କରୋନା କାଳରେ ସବୁଠାରୁ ଅଧିକ ଇଣ୍ଟରନେଟ୍ ଲୋକମାନେ ବ୍ୟବହାର କରିଛନ୍ତି । ଇଣ୍ଟରନେଟ ବ୍ୟବହାରରେ ଉଭୟ ସକାରାତ୍ମକ ଓ ନକରାତ୍ମକ ଦିଗ…

ଉତ୍ତରପ୍ରଦେଶ ମିରଠରେ ବଡ ଧରଣର ବସ୍ଫୋରଣ, ଉଡିଗଲା ଅନେକ ଘରର ଛାତ,୨ ଜଣ ମୃତ

କନକ ବ୍ୟୁରୋ : ଉତ୍ତରପ୍ରଦେଶର ମିରଠ ଠାରେ ବଡ ଧରଣର ବିସ୍ଫୋରଣ ଦେଖିବାକୁ ମଳିଛି । ମିରଠର ସରଧନା ଅଞ୍ଚଳର ଯାଦଗାନ ଅପାର୍ଟମେଣ୍ଟରେ ଏଭଳି ବିସ୍ଫୋରଣ ଦେଖିବାକୁ ମିଳିଛି । ଆଜି ସକାଳେ ଏହି ଆପର୍ଟମଣ୍ଟରେ ବିସ୍ଫୋରଣ ଘଟିଥିଲା । ଲୋକମାନେ ଜୀବନ ବିକଳରେ ଏଣେ ତେଣେ ଦୌଡୁଥିବାର ଦେଖିବାକୁ…