ବୈଦେଶିକ ମନ୍ତ୍ରୀ ଜୟଶଂକର ଓ ସଂଯୁକ୍ତ ଆରବ ଏମିରେଟ୍ ବୈଦେଶିକ ମନ୍ତ୍ରୀ ଶେଖ୍ ଅବଦୁଲ୍ଲା ବିନ୍ ଜୟେଦ ଅଲ୍ ନାହିଁୟାଙ୍କ…

କନକ ବ୍ୟୁରୋ : ବୈଦେଶିକ ମନ୍ତ୍ରୀ ଜୟଶଂକର ଓ ସଂଯୁକ୍ତ ଆରବ ଏମିରେଟ୍ ବୈଦେଶିକ ମନ୍ତ୍ରୀ ଶେଖ୍ ଅବଦୁଲ୍ଲା ବିନ୍ ଜୟେଦ ଅଲ୍ ନାହିଁୟାଙ୍କ ମଧ୍ୟରେ ସମସ୍ତ ଦ୍ୱିପାକ୍ଷୀୟ ସଂପର୍କ ଉପରେ ବିସ୍ତ୍ରୁତ ଆଲୋଚନା ହୋଇଛି । ଜୟଶଂକରଙ୍କ ଦୁଇ ଦିନିଆ ଆରବ ଏମିରେଟ୍ ଗସ୍ତ ସମୟରେ ସେଠିକାର ବୈଦେଶିକ…

ଦୁମକା କୋଷାଗାର ମାମଲାରେ ଆଜି ବି ଲାଲୁଙ୍କୁ ମିଳିଲାନି କ୍ଲିନଚିଟ୍ । ୧୧ ଡିସେମ୍ବରକୁ ଶୁଣାଣି ରଖିଲେ କୋର୍ଟ

କନକ ବ୍ୟୁରୋ : ଚାରା ଘୋଟାଲାରେ ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କୁ ଆହୁରି କିଛିଦିନ ଜେଲରେ ରହିବାକୁ ପଡିବ । ଦୁମକା କୋଷାଗାର ହେରଫେର ମାମଲାରେ ଆଜି କୋର୍ଟରେ ତାଙ୍କର ଜାମିନ ଆବେଦନର ଶୁଣାଣିକୁ କୋର୍ଟ ବିଳମ୍ବ କରିଛନ୍ତି । ଏହି ମାମଲାର ଶୁଣାଣି ୧୧ ଡିସେମ୍ବରକୁ  ହେବ ବୋଲି କୋର୍ଟ କହିଛନ୍ତି…

ଜଳିଗଲା ଗୁଜୁରାଟର କୋଭିଡ୍ ହସ୍ପିଟାଲ, ୫ କରୋନା ରୋଗୀଙ୍କ ମୃତ୍ୟୁ , ଘଟଣାକୁ ନେଇ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ଗୁଜୁରାଟର ରାଜକୋଟରେ ଥିବା ଏକ କୋଭିଡ ହସ୍ପିଟାଲରେ ଶୁକ୍ରବାର ଭୋର ସମୟରେ ଭୟାନକ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡ ଫଳରେ ଚିକିତ୍ସିତ ହେଉଥିବା କରୋନା ରୋଗୀଙ୍କ ମଧ୍ୟରୁ ୫ ଜଣ ନିଆଁରେ ଜଳି ଜୀବନ୍ତ ଦଗ୍ଧ ହୋିଛନ୍ତି । ଅନ୍ୟ କିଛି ରୋଗୀ ଗୁରୁତର ହୋଇଥିବାରୁ ସେମାନଙ୍କୁ…

କୃଷକ ଆନ୍ଦୋଳନକୁ ସୋନୁ ସୁଦ୍ ଙ୍କ ସମର୍ଥନ । ଟ୍ୱିଟ୍ ଯୋଗେ ସମର୍ଥନ ଜଣାଇ କହିଲେ କୃଷକ ମୋ ପାଇଁ ଭଗବାନ

କନକ ବ୍ୟୁରୋ : ନୂତନ କୃଷି ଆଇନକୁ ବିରୋଧ କରି ଦୁଇଦିନ ହେବ କୃଷକ ମାନେ ଆନ୍ଦୋଳନ ଚଳାଇଛନ୍ତି । ପଂଜାବ, ହରିଆଣା ଓ ଦେଶର ଅନ୍ୟ ଭାଗରୁ ଚାଷୀ ମାନେ ରାଲି କରି ଦିଲ୍ଲୀରେ ପହଂଚିବାକୁ ଚାହୁଁଥିବା ବେଳେ ରାସ୍ତାରେ ପୋଲିସ ସେମାନଙ୍କ ଉପରେ ଦମନଲୀଳା ଚଳାଇଛି । ଏନେଇ କିଛି ରାଜ୍ୟର ସୀମାକୁ ମଧ୍ୟ…

ବମ୍ବେ ହାଇକୋର୍ଟରେ କଙ୍ଗନାଙ୍କ ଜିତ୍ । କୋର୍ଟ କହିଲେ ମନ୍ଦ ଉଦ୍ଦେଶ୍ୟ ରଖି ଭଙ୍ଗାଯାଇଛି କଙ୍ଗନାଙ୍କ ବଙ୍ଗଳା

କନକ ବ୍ୟୁରୋ : ଅଭିନେତ୍ରୀ କଙ୍ଗନା ରାଣାୱତ ଓ ବିଏମସି ମଧ୍ୟରେ ଚାଲିଥିବା ବିବାଦର ଶୁଣାଣି କରିଛନ୍ତି ବମ୍ବେ ହାଇକୋର୍ଟ । କୋର୍ଟ ଏହି ମାମଲାରେ କଙ୍ଗନାଙ୍କ ସପକ୍ଷରେ ରାୟ ଦେଇଛନ୍ତି । କୋର୍ଟ କହିଛନ୍ତି କି, କଙ୍ଗନା ଘର ନିର୍ମାଣ କରିବା ପୂର୍ବରୁ ବିଏମସିର ଅନୁମତି ନେଇଥିଲେ । ସେତେବେଳେ…

କର୍ମଚାରୀଙ୍କୁ କରିଦେଲେ କମ୍ପାନୀର ମାଲିକ । ଅଂଶଧନର ଲାଭାଂଶ ବାଣ୍ଟିଦେଲେ କର୍ମଚାରୀଙ୍କ ମଧ୍ୟରେ । ଏବେ ପ୍ରତି…

କନକ ବ୍ୟୁରୋ : କରୋନା ମହାମାରୀ ସମୟରେ କିଛି କମ୍ପାନୀ ସେମାନଙ୍କର କର୍ମଚାରୀଙ୍କୁ ବାହାର କରିଦେଲେଣି ତ କେହି ଦରମା ଦେଇ ନପାରି ଲୁଚିଲେଣି । କେହି କେହି କର୍ମଚାରୀଙ୍କୁ ଦରମା ନଦେଇ ଜୋର ଜବରଦସ୍ତ କମ୍ପାନୀରୁ ବାହାର କରିଦେଲେଣି । ଏଭଳି ସ୍ଥିିତିରେ ଏମିତି ଏକ ଖବର ଆସିଛି କି ଜଣେ କମ୍ପାନୀର…