କରୋନାକୁ ନେଇ ହାତ ଟେକିଦେଲା ନେପାଳ । ବନ୍ଦ କଲା କରୋନା ଟେଷ୍ଟ ଓ ଚିକିତ୍ସା । ସରକାର ବନ୍ଦ କରୁଛନ୍ତି କ୍ୱାରେଣ୍ଟିନ…

କନକ ବ୍ୟୁରୋ : ନେପାଳ କରୋନା ଟେଷ୍ଟ, ଚିକିତ୍ସା ଓ କ୍ୱାରେଣ୍ଟିନ ସେବାକୁ ବନ୍ଦ କରିଦେଇଛି । wsj.com ର ରିପୋର୍ଟ ମୁତାବକ ନେପାଳ ସରକାର କହିଛନ୍ତି କି ସରକାର ଯଦି କରୋନାକୁ ନେଇ ଏଭଳି ଭାବେ ଅର୍ଥ ଖର୍ଚ୍ଚ କରି ଚାଲିବ ତେବେ ରାଜକୋଷ ଶୂନ୍ୟ ହୋଇଯିବ। ଅନ୍ୟ ଦେଶ ମାନଙ୍କ ଭଳି ନେପାଳରେ ବି…

ଭାଙ୍ଗିବ ଦିଦିଙ୍କ ଗଡ । ବିଜେପି ନେତା ଅର୍ଜୁନ ସିଂଙ୍କ ଦାବି । ବିଜେପିରେ ଯୋଗଦେବେ ୫ ଟିଏମ୍‌ସି ସାଂସଦ !

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ଆହୁରି କିଛି ମାସ ବାକି ରହିଛି । ହେଲେ ରାଜ୍ୟରେ ରାଜନୈିତିକ ଛକା ପଞ୍ଝା ଏବେଠାରୁ ଆରମ୍ଭ ହୋଇ ସାରିଛି । ଏହା ଭିତରେ ବିଜେପି ସାଂସଦ ଅର୍ଜୁନ ସିଂ ଯାହା ଦାବି କରିଛନ୍ତି ତାହା ଯଦି ସତରେ ପରିଣତ ହୁଏ ତାହେଲେ ମମତାଙ୍କୁ ଗଡ ବଞ୍ଚାଇବା…

ବିହାର ପରେ ବିଜେପିର ମିଶନ ତାମିଲନାଡୁ । ଦୁଇ ଦିନିଆ ଗସ୍ତରେ ବିଜେପି ଚାଣକ୍ୟ ଅମିତ ଶାହା । ଆଲାଗିରିଙ୍କ ସହ ରହିଛି…

କନକ ବ୍ୟୁରୋ : ବିହାର ନିର୍ବାଚନରେ ଏନଡିଏ ମେଣ୍ଟର ସଫଳତା ପରେ ଏବେ ବିଜେପି ଫୋକସରେ ପଶ୍ଚିମବଙ୍ଗ ଓ ତାମିଲନାଡୁ । ବିହାର ନିର୍ବାଚନ ବେଳେ ବିଜେପିର ଚାଣକ୍ୟ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା କରୋନାରେ ପିଡୀତ ଥିବାରୁ ନିର୍ବାଚନ ରାଲିରେ ସାମିଲ ହୋଇପାରି ନଥିଲେ । ମାତ୍ର ସେ ସୁସ୍ଥ…

ଏନସିବି ନଜରରେ ପ୍ରସିଦ୍ଧ କମେଡିଆନ ଭାରତୀ ସିଂ । ମୁମ୍ବାଇ ସ୍ଥିତ ବାସଭବନରେ ଏନସିବିର ଚଢାଉ

କନକ ବ୍ୟୁରୋ : ନାର୍କୋଟିକ୍ କଣ୍ଟ୍ରୋଲ ବୋର୍ଡ ବା ଏନସିବି ପ୍ରସିଦ୍ଧ ମହିଳା କମେଡିଆନଙ୍କ ଭାରତୀ ସିଂ ଓ ହର୍ଷ ଲିମ୍ବାଚିୟାଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଶନିବାର ସକାଳ ଚଢାଉ କରିଥିବା ଜଣାପଡିଛି । ଭାରତୀ ଓ ତାଙ୍କ ସ୍ୱାମୀଙ୍କ ଉପରେ ନିଷିଦ୍ଧ ଡ୍ରଗ୍ସ ନେଉଥିବା ଅଭିଯୋଗ ହୋଇଥିଲା । ଏହି…

ଧନୀ ଘରର ଦୃଷ୍ଟିହୀନ ଯୁବକଙ୍କୁ ପ୍ରେମ ଜାଲରେ ଫସାଇ କରୁଥିଲା ଲୁଟ୍ । ଏମିତି ଧରାପଡିଲା ଯୁବତୀର କଳା କାରନାମା ।

କନକ ବ୍ୟୁରୋ : ଓଡିଆ ଚଳଚିତ୍ର ‘ଅଦୃଶ୍ୟମ’ର ପ୍ରିମିୟର ମଞ୍ଜରୀ ଚ୍ୟାନେଲରେ ହେବ । ପ୍ରେମ ଓ ସସ୍‌ପେନ୍ସ କୁ ଆଧାର କରି ନିର୍ମାଣ ହୋଇଥିବା ଏହି ସିନେମା ଅଦୃଶ୍ୟମ୍ ର ପ୍ରିମିୟର ସୋ ଦର୍ଶକ ମାନେ ଆସନ୍ତା ୨୨ ତାରିଖ ରବିବାର ସଂନ୍ଧ୍ୟା ୬.୩୦ ମିନିଟ୍ ରେ ମଞ୍ଜରୀ ଚ୍ୟାନେଲରେ ଦେଖିପାରିବେ ।…

ହେଡ୍ କନେଷ୍ଟବଳରୁ ଏଏସଆଇ ହେଲେ ସୀମା ଢାକା, କମିଶନର ଲଗାଇଦେଲେ ବର୍ଦ୍ଦିରେ ଷ୍ଟାର । ଦିଲ୍ଲୀରେ ପ୍ରଥମଥର ଜଣେ ମହିଳା…

କନକ ବ୍ୟୁରୋ : ଉତ୍ତର ଦିଲ୍ଲୀର ସମୟପୁର ବାଟଲି ଥାନାରେ ହେଡ୍ କନେଷ୍ଟବଳ ଭାବେ ନିଯୁକ୍ତି ପାଇଥିବା ସୀମା ଢାକା ଏବେ ଆଉଟ୍ ଅଫ୍ ଟର୍ନ ପ୍ରମୋସନ ପାଇ ଆସିଷ୍ଟାଣ୍ଡ ସବଇନ୍ସପେକ୍ଟର ହୋଇଛନ୍ତି । ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ମଧ୍ୟରେ ସୀମା ଢାକା ହେଉଛନ୍ତି ପ୍ରଥମ ମହିଳା ପୋଲିସ କର୍ମଚାରୀ ଯେ…