ଦୈନିକ ୧୮ କିଲୋମିଟର ଡଙ୍ଗା ଚଳାଉଛନ୍ତି ଏହି ମହିଳା । ଛୋଟ ପିଲା ଓ ଗର୍ଭବତୀ ମହିଳାଙ୍କୁ କରୁଛନ୍ତି ସାହାଯ୍ୟ

କନକ ବ୍ୟୁରୋ : ଯଦି କିଛି ମହତ୍ତ୍ୱ କାର୍ଯ୍ୟ କରିବାର ଇଚ୍ଛା ଆପଣଙ୍କ ମନରେ ଥରେ ଜାଗ୍ରତ ହୋଇଗଲା ତେବେ କଥା ସରିଲା । ଆପଣଙ୍କ ପାଇଁ ଦୁନିଆର କୌଣସି କାର୍ଯ୍ୟ ଅସମ୍ଭବ ହେବ ନାହିଁ । ଏହା ସହ କୌଣସି ବି ବାଧା ବିଘ୍ନ ଆପଣଙ୍କୁ ସେହି ମହତ୍ତ୍ୱ କାର୍ଯ୍ୟ କରିବାରେ ପ୍ରତିବନ୍ଧକ ସାଜିବ ନାହିଁ ।…

କରୋନା ସଂକ୍ରମଣରେ ସବୁଠାରୁ ଆଗରେ ଥିବା ୮ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ପ୍ରଧାନମନ୍ତ୍ରୀ କରିବେ ଆଲୋଚନା

କନକ ବ୍ୟୁରୋ : ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୧ ଲକ୍ଷ ପାର ହୋଇସାରିଲାଣି । କିଛି ରାଜ୍ୟରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଚାଲିଛି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଦେଶରେ ସବୁଠାରୁ ଅଧିକ କରୋନା ସଂକ୍ରମଣରେ ଶିକାର ହୋଇଥିବା ୮ ଟି ରାଜ୍ୟର…

ଡେରାଡୂୁନ ଠାରେ ଥିବା ଆଇଏଏସ୍ ଟ୍ରେନିଂ ସେଣ୍ଟରରେ ୫୭ ଟ୍ରେନି ଆଇଏଏସ୍ କରୋନା ପଜିଟିଭ୍ । ୩ ଡିସେମ୍ବର ଯାଏ ସଂସ୍ଥାନ…

କନକ ବ୍ୟୁରୋ : କରୋନା ମାହାମରୀ ଏବେ ସାରା ବିଶ୍ୱକୁ କବଳିତ କରିଛି । ଏହି କ୍ରମରେ ଡେରାଡୁନ ସ୍ଥିତ ଲାଲ୍ ବାହାଦୁର ଶାସ୍ତ୍ରୀ ପ୍ରଶାସନିକ ଏକାଡେମୀ ରେ ଟ୍ରେନିଂ ନେଉଥିବା ଆଇଏଏସ୍ ମାନଙ୍କ ମଧ୍ୟରୁ ୫୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏତେ ମାତ୍ରାରେ ସଂକ୍ରମଣକୁ ଦେଖି ଏକାଡେମୀକୁ…

୨ ମାସ ଯାଏଁ ଏହି ସହର ଅନ୍ଧାରରେ ରହିବ । ୨୦୨୧ ରେ ଦେଖାଦେବେ ସୂର୍ଯ୍ୟ । ଅନ୍ଧାର ମାଡି ଆସୁଥିବା ନେଇ ସରକାର କଲେ…

କନକ ବ୍ୟୁରୋ : ପୃଥିବୀର ସଂରଚନା ଅନ୍ୟ ଗ୍ରହ ତୁଳନାରେ ସମ୍ପୁର୍ଣ୍ଣ ଅଲଗା । ସେଥିପାଇଁ ତ ପୃଥିବୀରେ ଜୀବନ ଜଗତ ତିଷ୍ଟି ରହିଛି । ହେଲେ ଏହି ଜୀବ ଜଗତ ପୃଥିବୀର ସବୁ ସ୍ଥାନରେ ସମାନ ନୁହେଁ । କେଉଁଠାରେ ଦିନ ଲମ୍ବା ତ ରାତି ଛୋଟ, କେଉଁଠାରେ କେବଳ ବର୍ଷା ହିଁ ବର୍ଷା ତ ଅନ୍ୟ କେଉଁଠି ଭୋକ ହିଁ…

ଜେଲ ଗଲେ କମେଡି କୁଇନ ଭାରତୀ ସିଂଙ୍କ ଓ ତାଙ୍କ ସ୍ୱାମୀ ହର୍ଷ: ଡିସେମ୍ବର ୪ ଯାଏଁ ରହିବେ ବିଚାର ବିଭାଗ ହାଜତରେ; କାଲି…

କନକ ବ୍ୟୁରୋ : ଡ୍ରଗ୍ସ ନିଶାରେ ବାୟା ମାୟାନଗରୀ । ରିୟା ଚକ୍ରବର୍ତ୍ତିଙ୍କ ଠାରୁ ଆରମ୍ଭ ହୋଇଥିବା ଡ୍ରଗ୍ସ ମାମଲା ଏବେ କମେଡିଆନ ଭାରତୀଙ୍କ ପାଖରେ ପହଂଚିଲାଣି । କେବେ ଦୀପିକା ତ କେବେ ଅର୍ଜୁନ ରାମପାଲ ପୁଣି କେବେ ରକୁଲପ୍ରୀତ ସିଂଙ୍କୁ ଜେରା କରୁଛି  ଏନସିବି । ହେଲେ ଏସବୁ ମାମଲାର ବହୁ…

ପାର୍ଟି ଚାଲିଥିବା ବେଳେ ସରିଗଲା ମଦ । ନିଶାରେ ସାନିଟାଇଜର ପିଇ ୭ ମୃତ, କୋମାରେ ଅଛନ୍ତି ୨ ଜଣ

କନକ ବ୍ୟୁରୋ : ନିଶା ଭଳି ଏକ ଖରାପ ଅଭ୍ୟାସର ପରିଣାମ କେତେ ଯେ ଭୟଙ୍କର ହୋଇପାରେ ତାହାର ଉଦାହରଣ ଋଷର ତାତିସ୍ତିକ ଜିଲ୍ଲାର ତୋମତେର ଗ୍ରାମ ପାର୍ଟିରୁ ଅନୁମାନ କରାଯାଇପାରେ । ପାର୍ଟି ଚାଲିଥିବା ବେଳେ ମଦ ସରିଯିବାରୁ ନିଶାରେ ଥିବା କିଛି ଲୋକ ପାଖରେ ଥିବା ସାନିଟାଇଜର ପିଇଦେଇଥିଲେ । ଏହା…