ଏହି ଗ୍ରାମରେ ରହିଲେ ମିଳୁଛି ୩୮.୬୦ ଲକ୍ଷ ଟଙ୍କା । ବିଜ୍ଞାପନ ଦେଖି ୧୫ ଶହ ଲୋକ କରିସାରିଲେଣି ଆବେଦନ ….

କନକ ବ୍ୟୁରୋ : ବଣ ଜଙ୍ଗଲ ଘେରା ପାହଡ ପ୍ରାୟ ଲୋକଙ୍କୁ ଆକର୍ଶିତ କରିଥାଏ । ଛୁଟି ଦିନ ମାନଙ୍କରେ ହିଲ ଷ୍ଟେସନ ଅଞ୍ଚଳରେ ପର୍ଯ୍ୟଟକଙ୍କ ଭିଡ ବି ଦେଖିବାକୁ ମିଳିଥାଏ । ହେଲେ ଥରେ ଭାବନ୍ତୁ ତ ଜଦି ଏଭଳି ପାହାଡ ତଳ ଗ୍ରାମରେ ଆପଣଙ୍କୁ ରହିବାକୁ ଜମି ମିଳେ ପୁଣି ତା ସହିତ ସ୍ଥାନୀୟ ପ୍ରଶାସନ…

ବିଜ୍ଞାପନ ବାବଦକୁ ସରକାର ଖର୍ଚ୍ଚ କରିଛନ୍ତି ୭ ଶହ କୋଟିରୁ ଉର୍ଦ୍ଧ । ସର୍ବାଧିକ ଭାଗ ପାଇଛି ଇଲେକ୍ଟ୍ରୋନିକ୍ସ ମିଡିଆ…

କନକ ବ୍ୟୁରୋ : ବିଜ୍ଞାପନରେ ସରକାର ଖର୍ଚ୍ଚ କରିଛନ୍ତି ୭୧୩.୨୦ କୋଟି ଟଙ୍କା । ଆପଣ ଭାବନ୍ତୁ ତ ଆପଣ ଟିଭି ଓ ଖବର କାଗଜରେ ଯେଉଁ ଚକ ଚକିଆ ବିଜ୍ଞାପନ ଦେଖୁଛନ୍ତି ସେଥି ପାଇଁ କେତେ ଅର୍ଥ ଖର୍ଚ୍ଚ ହେଉଛି । ଏ ଟଙ୍କା କାହାର ? ଏମିତି କିଛି ଖର୍ଚ୍ଚର ହିସାବ କରିବାକୂୁ ଯାଇ ଜଣା ପଡିଛି ଯେ…

ମିଠୁ କୁ ନେଇ ମୁକେଶ ଖାନାଙ୍କ ମନ୍ତବ୍ୟ, ମହିଳା ମାନେ ବାହାରକୁ ବାହାରିବା ହେଉଛି ମିଠୁ ର ମୁଖ୍ୟ କାରଣ …..

କନକ ବ୍ୟୁରୋ : ଅଭିନେତା ମୁକେଶ ଖାନା ବିବାଦ ସହିତ ବନ୍ଧୁ ବାନ୍ଧି ସାରିଲେଣି । ବିନା କାରଣରେ ବିବାଦିୟ ବୟାନ ଦେଇ ବାରମ୍ବାର ଲୋକଙ୍କ ସମାଲୋଚନାର ଶିକାର ହେଉଛନ୍ତି ଏହି ଚର୍ଚ୍ଚିତ ଅଭିନେତା । କିଛି ବିବାଦିୟ ବୟାନକୁ ନେଇ କପିଲ ଶର୍ମାଙ୍କ ସହ ତାଙ୍କର ବିବାଦ ଲାଗି ରହିଥିବା ବେଳେ ଏବେ…

ଜଣେ ସମର୍ଥକଙ୍କ ସହ ଖାଲି ପାଦ ଓ ସାଇକେଲ ଧରି ଦୈନିକ ୪୦ କି.ମି ପ୍ରଚାର କରୁଛନ୍ତି ପ୍ରାର୍ଥୀ । ଜିତିଲେ ଶିକ୍ଷାକୁ…

କନକ ବ୍ୟୁରୋ : ନେତା ହେବି , ନିର୍ବାଚନ ଲଢିବି , ସାଂସଦ କି ବିଧାୟକ ହୋଇ ଲୋକଙ୍କ ସେବା କରିବି । ଏ ନିଶା ଯାହାକୁ ଘାରିଲା ତା ପାଇଁ କିଛି ବି ସମ୍ଭବ । କିଏ ନେତା ହେବାକୁ ବିରୋଧୀଙ୍କୁ ହତ୍ୟା କରୁଛି ତ କିଏ କଳାଧନ ସଂଚୟ କରି ନିର୍ବାଚନ ମୈଦାନକୁ ଓହ୍ଲାଉଛି । ଅନ୍ୟପଟେ ଭୋଟରଙ୍କୁ ଆକର୍ଶିତ…

ସଦ୍ଦାର ପଟେଲ ଜୟନ୍ତୀ : କେୱାଡିଆରେ ପ୍ରଧାନମନ୍ତ୍ରୀ କହିଲେ ରାଜ୍ୟ ଓ ରାଜା ମାନଙ୍କୁ ଏକ କରି ପଟେଲ ବର୍ତମାନ…

କନକ ବ୍ୟୁରୋ : ସ୍ୱତନ୍ତ୍ର ଭାରତର ପ୍ରଥମ ଗୃହମନ୍ତ୍ରୀ ତଥା ଲୌହପୁରୁଷ ସଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ଆଜି (ଶନିବାର) ଜନ୍ମ ଜୟନ୍ତି । ଏହି ଲୌହପୁରୁଷଙ୍କ ଜୟନ୍ତିକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶ୍ରଦ୍ଧାଞ୍ଜଳି…

ରାଜ୍ୟରେ ଗତ ୨୪ ଘଂଟାରେ ୧୪୭୦ ସଂକ୍ରମିତ ଚିହ୍ନଟ, ୧୮ ଶହ ସୁସ୍ଥ, ୧୨ ମୃତ

କନକ ବ୍ୟୁରୋ : ରାଜ୍ୟରେ କ୍ରମାଗତ ଭାବେ କରୋନା ସଂକ୍ରମଣ କମିବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରୁ ୧୪୭୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୮୫୩ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ ୬୧୭ ରହିଛି । ଅନୁଗୁଳ,…