ନିର୍ବାଚନ ପ୍ରଚାରରେ ଗଲେନି ବୋଲି ସ୍ତ୍ରୀକୁ ମାରି ଆତ୍ମହତ୍ୟା କଲେ ବିଜେପି ନେତା ।

କନକ ବ୍ୟୁରୋ: ବିହାର ମୁଙ୍ଗେରରେ ଏବେ ଚାଲିଛି ମେୟର ପଦବୀ ପାଇଁ ଜୋରଦାର ପ୍ରଚାର । ହେଲେ ଏପରି ସମୟରେ ଏଠାରୁ ଆସିଛି ଏକ ଦୁଃଖଦ ଘଟଣା । ପ୍ରଚାରରେ ନଯିବାରୁ ରାଗରେ ନିଜ ପତ୍ନୀଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି ବିଜେପି ନେତା । ମେୟର ପଦ ପାଇଁ ପ୍ରାର୍ଥୀ ହୋଇଥିଲେ…

ଜମ୍ମୁ-କାଶ୍ମୀରର ପମ୍ପୋରରେ ପୋଲିସ ଏସଆଇଙ୍କୁ ହତ୍ୟା । ଅପହରଣ କରିନେବା ପରେ ନିର୍ମମ ଭାବେ ହତ୍ୟା କଲେ ଆତଙ୍କବାଦୀ । 

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀରରେ ସବଇନ୍ସପେକ୍ଟରଙ୍କୁ ନିର୍ମମ ହତ୍ୟା କଲେ ଆତଙ୍କବାଦୀ । ପୋଲିସର ପ୍ରାଥମିକ ରିପୋର୍ଟ ମୁତାବକ, କିଛି ଦିନ ହେବ ନିଖୋଜ ଥିଲେ । ଗତ କାଲି ରାତିରେ ଏକ ବିଲ ମଝିରୁ ତାଙ୍କର ମୃତଦେହ ରକ୍ତରଞ୍ଜିତ ହୋଇ ପଡିଥିବା ଦେଖିବାକୁ ମିଳିଥିଲା ।  ମୃତଦେହକୁ ଦେଖିବା ପରେ…

ଦାଢି ନିଶ ରଖିଲେ ବିବାହ ମନା । ସୁନା ଅଳଙ୍କାର ପିନ୍ଧିବା ଉପରେ ବି କଟକଣା । ସମାଜରେ ପରିବର୍ତ୍ତନ ପାଇଁ ଅଭିନବ ନିୟମ

କନକ ବ୍ୟୁରୋ: ରାଜସ୍ଥାନର ଏକ ସମ୍ପ୍ରଦାୟର ନୂଆ ବିବାହ ନିୟମ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଗଣମାଧ୍ୟମର ରିପୋର୍ଟ ଅନୁସାରେ , ଦାଢି ନିଶ ରଖିଥିବା ଯୁବକଙ୍କୁ ବିବାହ ଅନୁମତି ଦିଆଯିବ ନାହିଁ ବୋଲି ସମ୍ପ୍ରଦାୟର ପଞ୍ଚାୟତ ନିଷ୍ପତ୍ତି ନେଇଛି । ପାଲି ଜିଲ୍ଲାର ୧୯ଟି ଗାଁରେ ଏହି ନିୟମ…

ବିକ୍ରି ହେଲା ପ୍ରଖ୍ୟାତ ନିର୍ଦ୍ଦେଶକ ବଳଦେବ ରାଜ ଚୋପ୍ରାଙ୍କ ଜୁହୁ ବଙ୍ଗଳା । କିଏ ହେଲେ ମାଲିକ?

କନକ ବ୍ୟୁରୋ: ମୁମ୍ବାଇରେ ବଲିଉଡର ପ୍ରସିଦ୍ଧ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ବି.ଆର ଚୋପ୍ରାଙ୍କ ବଙ୍ଗଳା ବିକ୍ରି ହୋଇଯାଇଛି । ୨୫,୦୦୦ ବର୍ଗଫୁଟ ଜମିରେ ନିର୍ମିତ ଏହି ବଙ୍ଗଳା ମୁମ୍ବାଇ ଜୁହୁ ଅଞ୍ଚଳରେ ଏକର ଜମିରେ ବ୍ୟାପିଛି । ଏହା ୧୮୩ କୋଟି ଟଙ୍କାରେ ବିକ୍ରି ହୋଇଛି । ଜଣେ ରିଅଲ…

ଯୌତୁକ ଜୁୁଇରେ ଆଉ ଜଣେ ନବବଧୂ । ବାରମ୍ବାର ଶାଶୁଘର ଲୋକଙ୍କ ଦାବି ପୂରଣ ନକରିବାରୁ ବଳି ପଡିଲା କବିତା

କନକ ବ୍ୟୁରୋ: କାନ୍ଥରୁ ଲିଭିନି ବିବାହ ପତ୍ରିକା । ପାଦରୁ ଲିଭିନି ଅଳତା । ହେଲେ ଲିଭିଗଲା ନବବଧୂର ଜୀବନ ଶିଖା । ବାହାଘରକୁ ଦିନ କେଇଟା ନପୁରୁଣୁ ଯୌତୁକ ଜୁଇରେ ବଳିପଡିଛି ଆଉ ଜଣେ ନବବଧୂ । ଏଭଳି ଦୁଃଖଦ ଘଟଣା ଘଟିଛି ଗଂଜାମ ସେରଗଡ ଥାନା ଅନ୍ତର୍ଗତ ପଟ୍ଟାପାବୁଲି ଗାଁରେ । ଲାଞ୍ଚିଆପଲ୍ଲୀ…

ଦିନେ କ୍ୟାମେରା ଆଗରେ ବସି ତାଜା ଖବର ଦେଉଥିଲେ । ଏବେ ପେଟପାଇଁ ପାଲଟିଛନ୍ତି ଉଠା ବେପାରୀ

କନକ ବ୍ୟୁରୋ: ଭାଗ୍ୟ କାହାକୁ କେଉଁଠୁ କେଉଁଠିକି ନେଇଯିବ କିଏ କହିବ? ଏମିତି ଏକ ପ୍ରମାଣ ଦେଖିବାକୁ ମିଳିଛି କାବୁଲ ସହରରେ । ଦିନ ଥିଲା ସେ କ୍ୟାମେରା ସାମ୍ନାରେ ବସି ଦେଶବାସୀଙ୍କୁ ତାଜା ଖବର ଅପଡେଟ୍ କରୁଥିଲେ । ସମୟ ହେବା ପରେ ମେକଅପ୍ ନେଇ ଆଙ୍କର ସିଟରେ ବସି ଖବର ପଢୁଥିଲେ । ପୁରା ଦେଶ…