ଦାଢି ନିଶ ରଖିଲେ ବିବାହ ମନା । ସୁନା ଅଳଙ୍କାର ପିନ୍ଧିବା ଉପରେ ବି କଟକଣା । ସମାଜରେ ପରିବର୍ତ୍ତନ ପାଇଁ ଅଭିନବ ନିୟମ

କନକ ବ୍ୟୁରୋ: ରାଜସ୍ଥାନର ଏକ ସମ୍ପ୍ରଦାୟର ନୂଆ ବିବାହ ନିୟମ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଗଣମାଧ୍ୟମର ରିପୋର୍ଟ ଅନୁସାରେ , ଦାଢି ନିଶ ରଖିଥିବା ଯୁବକଙ୍କୁ ବିବାହ ଅନୁମତି ଦିଆଯିବ ନାହିଁ ବୋଲି ସମ୍ପ୍ରଦାୟର ପଞ୍ଚାୟତ ନିଷ୍ପତ୍ତି ନେଇଛି । ପାଲି ଜିଲ୍ଲାର ୧୯ଟି ଗାଁରେ ଏହି ନିୟମ…

ବିକ୍ରି ହେଲା ପ୍ରଖ୍ୟାତ ନିର୍ଦ୍ଦେଶକ ବଳଦେବ ରାଜ ଚୋପ୍ରାଙ୍କ ଜୁହୁ ବଙ୍ଗଳା । କିଏ ହେଲେ ମାଲିକ?

କନକ ବ୍ୟୁରୋ: ମୁମ୍ବାଇରେ ବଲିଉଡର ପ୍ରସିଦ୍ଧ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ବି.ଆର ଚୋପ୍ରାଙ୍କ ବଙ୍ଗଳା ବିକ୍ରି ହୋଇଯାଇଛି । ୨୫,୦୦୦ ବର୍ଗଫୁଟ ଜମିରେ ନିର୍ମିତ ଏହି ବଙ୍ଗଳା ମୁମ୍ବାଇ ଜୁହୁ ଅଞ୍ଚଳରେ ଏକର ଜମିରେ ବ୍ୟାପିଛି । ଏହା ୧୮୩ କୋଟି ଟଙ୍କାରେ ବିକ୍ରି ହୋଇଛି । ଜଣେ ରିଅଲ…

ଯୌତୁକ ଜୁୁଇରେ ଆଉ ଜଣେ ନବବଧୂ । ବାରମ୍ବାର ଶାଶୁଘର ଲୋକଙ୍କ ଦାବି ପୂରଣ ନକରିବାରୁ ବଳି ପଡିଲା କବିତା

କନକ ବ୍ୟୁରୋ: କାନ୍ଥରୁ ଲିଭିନି ବିବାହ ପତ୍ରିକା । ପାଦରୁ ଲିଭିନି ଅଳତା । ହେଲେ ଲିଭିଗଲା ନବବଧୂର ଜୀବନ ଶିଖା । ବାହାଘରକୁ ଦିନ କେଇଟା ନପୁରୁଣୁ ଯୌତୁକ ଜୁଇରେ ବଳିପଡିଛି ଆଉ ଜଣେ ନବବଧୂ । ଏଭଳି ଦୁଃଖଦ ଘଟଣା ଘଟିଛି ଗଂଜାମ ସେରଗଡ ଥାନା ଅନ୍ତର୍ଗତ ପଟ୍ଟାପାବୁଲି ଗାଁରେ । ଲାଞ୍ଚିଆପଲ୍ଲୀ…

ଦିନେ କ୍ୟାମେରା ଆଗରେ ବସି ତାଜା ଖବର ଦେଉଥିଲେ । ଏବେ ପେଟପାଇଁ ପାଲଟିଛନ୍ତି ଉଠା ବେପାରୀ

କନକ ବ୍ୟୁରୋ: ଭାଗ୍ୟ କାହାକୁ କେଉଁଠୁ କେଉଁଠିକି ନେଇଯିବ କିଏ କହିବ? ଏମିତି ଏକ ପ୍ରମାଣ ଦେଖିବାକୁ ମିଳିଛି କାବୁଲ ସହରରେ । ଦିନ ଥିଲା ସେ କ୍ୟାମେରା ସାମ୍ନାରେ ବସି ଦେଶବାସୀଙ୍କୁ ତାଜା ଖବର ଅପଡେଟ୍ କରୁଥିଲେ । ସମୟ ହେବା ପରେ ମେକଅପ୍ ନେଇ ଆଙ୍କର ସିଟରେ ବସି ଖବର ପଢୁଥିଲେ । ପୁରା ଦେଶ…

ଯୋଗୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଚେତାବନୀ । ବୁଲଡୋଜର ଚଢାଇବା ଆଗରୁ ନୋଟିସ୍ ଦେବାକୁ ବାଧ୍ୟ ।

କନକ ବ୍ୟୁରୋ: ଉତ୍ତରପ୍ରଦେଶ ସରକାର ଉପଯୁକ୍ତ ଆଇନଗତ ପ୍ରକ୍ରିିୟା ବିନା ବୁଲ ଡୋଜର ଚଳାଇଥିବାରୁ ଏହାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବାକୁ ଜମାଏତ୍-ଉଲେମା-ଇ-ହିନ୍ଦ ଓ ଅନ୍ୟ ଗୋଷ୍ଠୀ ସୁପ୍ରମିକୋର୍ଟରେ ଆବେଦନ କରିଥିଲେ । ଏନେଇ ସର୍ବୋଚ୍ଚ ନ୍ୟାୟାଳୟ ଯୋଗୀ ସରକାରଙ୍କୁ ଜବାବ ମାଗିଛନ୍ତି ।…

ଭୀମ ସେନା ମୁଖ୍ୟ ଗିରଫ । ନୁପୂର ଶର୍ମାଙ୍କ ଜିଭ କାଟିବାକୁ ଘୋଷଣା କରିଥିଲେ ୧କୋଟି ଟଙ୍କାର ପୁରସ୍କାର

କନକ ବ୍ୟୁରୋ: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ବିଜେପିର ପୂର୍ବତନ ପ୍ରବକ୍ତା ନୁପୂର ଶର୍ମାଙ୍କୁ ଜୀବନରୁ ମାରି ଦେବାକୁ ତଥା ତାଙ୍କ ଜିଭ କାଟିଦେବାକୁ ଧମକ ଦେଇଥିବା ଭୀମସେନା ମୁଖ୍ୟଙ୍କ ବିରୋଧରେ ଦିଲ୍ଲୀ ପୋଲିସକୁ ମିଳିଛି ବଡ ସଫଳତା । କହିରଖୁଁ ଭୀମସେନା ମୁଖ୍ୟ…