ଅବମାନନା ମାମଲା: ବିଜୟ ମାଲ୍ୟାଙ୍କୁ ୪ ମାସର ଜେଲ ଦଣ୍ଡ

କନକ ବ୍ୟୁରୋ: ନ୍ୟାୟାଳୟଙ୍କୁ ଅବମାନନା ମାମଲାରେ ସର୍ବୋଚ୍ଚ ନ୍ୟାୟଳୟ ବିଜୟ ମାଲ୍ୟାଙ୍କୁ ୪ ବର୍ଷ ଜେଲ ଦଣ୍ଡ ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ବିଜୟ ମାଲ୍ୟା ଅବମାନନା ପାଇଁ କୋର୍ଟରେ କ୍ଷମା ମାଗିନାହାଁନ୍ତି। ଶୀର୍ଷ ଅଦାଲତ ପଳାତକ ବ୍ୟବସାୟୀଙ୍କୁ ଚାରି ସପ୍ତାହ ମଧ୍ୟରେ ସୁଧ…

ଶ୍ରୀଲଙ୍କାରେ ପ୍ରଦର୍ଶନକାରୀଙ୍କୁ ସହଯୋଗ କଲା ସେନା । ଚିଫ୍ ଅଫ୍ ଡିଫେନ୍ସ କହିଲେ ଏଭଳି କଥା ।

କନକ ବୁରୋ: ଶ୍ରୀଲଙ୍କାରେ ପ୍ରଦର୍ଶନକାରୀଙ୍କୁ ସହଯୋଗ କଲା ସେନା । ଆର୍ଥିକ ଏବଂ ରାଜନୈତିକ ସଙ୍କଟକୁ ନେଇ ଶ୍ରୀଲଙ୍କାରେ ଚାଲିଥିବା ବିରୋଧ ପ୍ରଦର୍ଶନ ମଧ୍ୟରେ ଶ୍ରୀଲଙ୍କାର ଚିଫ୍ ଅପ୍ ଡିଫେନ୍ସର ଷ୍ଟାଫ୍ ଜେନେରାଲ ଶିବେନ୍ଦ୍ର ସିଲଭା ସୈନ୍ୟଙ୍କ ଦ୍ୱାରା ବିରୋଧ ପ୍ରଦର୍ଶନକୁ ପରୋକ୍ଷ ଭାବେ…

ଇପିଏଫ୍ ପେନସନଧାରୀଙ୍କ ପାଇଁ ଖୁସି ଖବର । ଗୋଟିଏ ଦିନରେ ସମସ୍ତଙ୍କୁ ମିଳିବ ପେନସନ୍ । ଖୁବଶୀଘ୍ର ପାରିତ ହେବ ପ୍ରସ୍ତାବ…

କନକ ବ୍ୟୁରୋ: ପେନସଧାରୀଙ୍କୁ ନିଜ ଜମାରାଶି ପାଇବାକୁ ଅପେକ୍ଷା କରିବାକୁ ପଡିବନି । ଆଗାମୀ ଦିନରେ କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠିି ସଙ୍ଗଠନ ତଥା ଇପିଏଫ୍ ର ପେନସନଧାରୀ ଗୋଟିଏ ଦିନରେ ହିଁ ଏକାଠି ପେନସନ୍ ପାଇବେ । ଏଥିପାଇଁ କେନ୍ଦ୍ର ସରକାର ଏକ କେନ୍ଦ୍ରୀୟ ବ୍ୟବସ୍ଥା ବା ସେଣ୍ଟ୍ରାଲ…

ଶ୍ରୀଲଙ୍କାରେ ପ୍ରଦର୍ଶନକାରୀଙ୍କ ସରକାର! ରାଷ୍ଟ୍ରପତି ଭବନରେ କଲେ କ୍ୟାବିନେଟ୍ ମିଟିଙ୍ଗ । ଅର୍ଥ ସଙ୍କଟ ଉପରେ କଲେ…

କନକ ବ୍ୟୁରୋ: ଶନିବାର ଶ୍ରୀଲଙ୍କାରେ ରାଷ୍ଟ୍ରପତି ଭବନ ଓ ସଚିବାଳୟକୁ କବଜା କରିନେଇଛନ୍ତି ପ୍ରଦର୍ଶନକାରୀ । ସେଠାରେ ସେମାନେ ଏକ ନକଲି କ୍ୟାବିନେଟ୍ ବୈଠକ କରିଥିଲେ । ଯେଉଁଥିରେ ଦେଶର ଆର୍ଥିକ ସଙ୍କଟ ଉପରେ ଚର୍ଚ୍ଚା କରିଥିବା ଜଣାପଡିଛି । ଏହାପରେ ପ୍ରଦର୍ଶନକାରୀ ରବିବାର…

ସାନ ଭାଇର ଶବକୁ କୋଳରେ ଧରି ଦୀର୍ଘ ଘଣ୍ଟା ବସି ରହିଲା ନାବାଳକ ଭାଇ । ଗୁହାରୀ ପରେ ବି ଆସିଲାନି ଆମ୍ବୁଲାନ୍ସ ।

କନକ ବ୍ୟୁରୋ: ମଧ୍ୟପ୍ରଦେଶର ମୁରୈନାରେ ଶନିବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ହସ୍ପିଟାଲ ବାହାରେ ରାସ୍ତା କଡରେ ୮ ବର୍ଷର ପୁଅ ନିଜର ୨ ବର୍ଷର ସାନ ଭାଇର ମୃତଦେହକୁ କୋଳରେ ଧରି ବସିଥିବାର ଦୃଶ୍ୟ ସାରା ଇଲାକାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପ୍ରକୃତ କଥା ହେଉଛି । ମୁରୈନା ଜିଲ୍ଲାର…

ଶ୍ରୀଲଙ୍କାରେ ପ୍ରଦର୍ଶନକାରୀଙ୍କ ଉନ୍ମତ୍ତ କାଣ୍ଡ । ରାଷ୍ଟ୍ରପତି ଭବନ ଲାଇବ୍ରେରୀରୁ ବହି ବୋହିନେଲେ

କନକ ବ୍ୟୁରୋ: ସେପଟେ ଶ୍ରୀଲଙ୍କା ରାଷ୍ଟ୍ରପତି ଭବନର ଆଉ ଏକ ଦୃଶ୍ୟ ସାମ୍ନାକୁ ଆସିଛି । ରାଷ୍ଟ୍ରପତି ଭବନରେ ଥିବା ଲାଇବ୍ରେରୀରୁ ବହି ବୋହି ନେଉଛନ୍ତି ପ୍ରଦର୍ଶନକାରୀ । ଲାଇବ୍ରେରୀରୁ ବହି ନେବା ପାଇଁ ଲୋକଙ୍କ ଲମ୍ବା ଲାଇନ୍ ଲାଗିଛି । ରାଷ୍ଟ୍ରପତି ଭବନ ଲାଇବ୍ରେରୀରୁ ଲୋକଙ୍କ ଲମ୍ବା…