ଶ୍ରୀଲଙ୍କାରେ ସ୍ଥିତି ଗମ୍ଭୀର । ରାଷ୍ଟ୍ରପତି ଭବନରେ ଟଙ୍କା ପାଇଲେ ପ୍ରଦର୍ଶନକାରୀ ପଶି । ମିଳିଥିବା ୨କୋଟି ଟଙ୍କା…

କନକ ବ୍ୟୁରୋ: ଶ୍ରୀଲଙ୍କାରେ ଭୟଙ୍କର ଆର୍ଥିକ ସଂକଟ ଜାରି ରହିଥିବାବେଳେ, ରାଷ୍ଟ୍ରପତି ଭବନରେ ପ୍ରଦର୍ଶନକାରୀଙ୍କ ହାତରେ ଲାଗିଛି କୋଟି କୋଟି ନଗଦ ଟଙ୍କା । ପାଖାପାଖି ୨ କୋଟି ଟଙ୍କା ପ୍ରଦର୍ଶନକାରୀଙ୍କୁ ମିଳିଥିବା କୁହାଯାଉଛି । ରାଷ୍ଟ୍ରପତି ଭବନ ଭିତରେ ପ୍ରଦର୍ଶନକାରୀ ଟଙ୍କା ଗଣୁଥିବାର…

‘୬ ମାସ ମଧ୍ୟରେ ଜନସାଧାରଣଙ୍କୁ ଦରବୃଦ୍ଧିରୁ ମିଳିବ ଆଶ୍ୱସ୍ତି’: ଏପରି କହିଲେ ଆରବିଆଇ ଗଭର୍ଣ୍ଣର

କନକ ବ୍ୟୁରୋ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ଆସନ୍ତା ୬ ମାସ ମଧ୍ୟରେ ଲୋକଙ୍କୁ ଦରବୃଦ୍ଧି ସମସ୍ୟାରୁ ମିଳିବ ଆଶ୍ୱସ୍ତି । କେନ୍ଦ୍ରୀୟ ବ୍ୟାଙ୍କ ଦରବୃଦ୍ଧି ଉପରେ ନିୟନ୍ତ୍ରଣ କରିବା ପଇଁ ସବୁ ପ୍ରୟାସ ଜାରି ରଖିବ । ଏହାଦ୍ୱାରା ଦେଶରେ ମଜବୁତ ଓ…

ବାଦଲଫଟା ବର୍ଷା ଯୋଗୁଁ ଉତ୍ତରାଖଣ୍ଡରେ ଗମ୍ଭୀର ସ୍ଥିତି । ୨ ଦିନ ପାଇଁ ଅମରନାଥ ଯାତ୍ରା ସ୍ଥଗିତ

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀରରେ ବାଦଲ ଫଟା ବର୍ଷା ବିତ୍ପାତ ଯୋଗୁଁ ଅମରନାଥ ଯାତ୍ରାକୁ ସ୍ଥଗିତ ରଖିଛନ୍ତି ଉତ୍ତରାଖଣ୍ଡ ସରକାର । ଶନିବାର ଯାତ୍ରା ବନ୍ଦ ରହିଥିବାବେଳେ ରବିବାର ମଧ୍ୟ ଦ୍ୱିତୀୟ ଦିନରେ ଯାତ୍ରାକୁ ବନ୍ଦ କରିବାକୁ ଘୋଷଣା କରାଯାଇଛି । ବାଦଲଫଟା ବର୍ଷା ଯୋଗୁଁ ଉତ୍ତରାଖଣ୍ଡ…

୮୨ ଜେଲ ଅଧିକାରୀଙ୍କ ବିରୋଧରେ FIR । ମହାଠକ ସୁକେଶଠାରୁ ମାସକୁ ନେଉଥିଲେ ଦେଢ କୋଟି ଟଙ୍କା ଲାଞ୍ଚ ।

କନକ ବ୍ୟୁରୋ: ମହାଠକ ସୁକେଶ ଚନ୍ଦ୍ରଶେଖରକୁ ନେଇ ଆଉ ଏକ ଚାଞ୍ଚଲ୍ୟକର ଖବର । ଜେଲ ଭିତରେ ଘର ଭଳି ସବୁ ସୁବିଧା ସୁଯୋଗ ଯୋଗାଇଦେବାକୁ ସୁକେଶ ଠାରୁ ଲାଞ୍ଚ ନେଉଥିଲେ ଜେଲର ୮୨ ଅଧିକାରୀ । ତାହା ପୁଣି ହଜାରେ ଲକ୍ଷେରେ ନୁହେଁ ପୁରା କୋଟିଏରେ । ସୁବିଧା ଯୋଗାଇଦେବାକୁ ସୁକେଶ ଠାରୁ ଅଧିକାରୀମାନେ…

ସିଞ୍ଜୋଙ୍କୁ ହତ୍ୟା କରିବାକୁ ନିଜେ ବନ୍ଧୁକ ତିଆରି କରିଥିଲା ହତ୍ୟାକାରୀ । ମା’ଙ୍କ ଦେବାଳିଆ କାରଣରୁ ଥିଲା ଅସନ୍ତୁଷ୍ଟ…

କନକ ବ୍ୟୁରୋ: ଏକ ଅଜବ କାରଣ ଯୋଗୁଁ ଗଲା ଜାପାନ ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଜୀବନ । ଦୀର୍ଘ ଦିନ ଧରି ଘରେ ଚୁପଚାପ ରହୁଥିଲେ ସିଞ୍ଜୋଙ୍କ ହତ୍ୟାକାରୀ ତେତସୁୟା ୟାମାଗାମୀ । ମା’ ନିଜର ସବୁ ସମ୍ପତ୍ତି ଦାନ କରିଦେଇ ଦେବାଳିଆ ହୋଇଯାଇଥିବାରୁ ଏହାର ରାଗ ସିଞ୍ଜୋଙ୍କ ଉପରେ…

ନିଯୁକ୍ତି କ୍ଷେତ୍ରରେ ବିରଳ ଘଟଣା । ୧୦ ମାସର ଶିଶୁକୁ ମିଳିଲା ରେଲୱେ ଚାକିରି

କନକ ବ୍ୟୁରୋ: କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ରାୟପୁର ରେଳବାଇ ବିଭାଗ ପକ୍ଷରୁ ଏମିତି ନିଯୁକ୍ତି ଦିଆଯିବା ଖବର ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ୧୦ ମାସର ଶିଶୁ କନ୍ୟା ରାଧିକାକୁ ନିଯୁକ୍ତି ଦେଇଛନ୍ତି ରାୟପୁର ରେଳ ବିଭାଗ । ଏଥିପାଇଁ ରାଧିକାର ଆଙ୍ଗୁଠି ଚିହ୍ନ…