Daily Archives

May 30, 2024

ଦିନକରେ ସୁନ୍ଦରଗଡ଼ରେ ୧୪ ଅସ୍ୱାଭାବିକ ମୃତ୍ୟୁ: ଆରଜିଏଚରେ ୧୦ ଏବଂ ସଦର ହସ୍ପିଟାଲରେ ୪ ଜଣଙ୍କ ମୃତ୍ୟୁ ନେଇ ହସ୍ପିଟାଲ…

କନକ ବ୍ୟୁରୋ: ଦିନକରେ ସୁନ୍ଦରଗଡରେ ୧୪ ଜଣଙ୍କ ଅସ୍ୱାଭାବିକ ମୃତ୍ୟୁ ସୂଚନା । ରାଉରକେଲା ଜେନେରାଲ ହସ୍ପିଟାଲରେ ୧୦ ଜଣଙ୍କ ମୃତ୍ୟୁ । ସୁନ୍ଦରଗଡ ହସ୍ପିଟାଲରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ୪ ଜଣଙ୍କ ମୃତ୍ୟୁ ନେଇ ଏଡିଏମଓ ସୂଚନା ଦେଇଥିବା ବେଳେ ୧୦ ଜଣଙ୍କ ମୃତ୍ୟୁ ନେଇ ଆରଜିଏଚ…

ନିର୍ବାଚନ ପୂର୍ବରୁ କେନ୍ଦ୍ରାପଡାରେ ବଡ ଧରଣର ଚଢାଉ: ରାଜନଗର ଓ ପଟ୍ଟାମୁଣ୍ଡାଇ ୩ଟି ସ୍ଥାନରେ ରେଡ୍

କନକ ବ୍ୟୁରୋ: ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଆୟକର ବିଭାଗ ଓ ନିର୍ବାଚନ ପର୍ୟ୍ୟବକ୍ଷକଙ୍କ ଚଢାଉ । ରାଜନଗର ଓ ପଟ୍ଟାମୁଣ୍ଡାଇରେ ୩ଟି ସ୍ଥାନରେ ଏକା ସଙ୍ଗେ ଚଢାଉ । ପଟ୍ଟାମୁଣ୍ଡାଇର ପୂର୍ବତନ ଅଧ୍ୟକ୍ଷାଙ୍କ ଘରେ ଦିନ ୪ଟାରୁ ଅଧିକାରୀମାନେ ପହଞ୍ଚି ଚଢ଼ାଉ କରିଛନ୍ତି। ଘର ମାଲିକ…

କଂଗ୍ରେସକୁ ନେଇ ସାଙ୍ଘାତିକ ଅଭିଯୋଗ ଆଣିଲେ କେନ୍ଦ୍ରମନ୍ତ୍ରୀ । କହିଲେ, ନବୀନ ବାବୁ ବାଣ୍ଟିଛନ୍ତି କଂଗ୍ରେସର ସବୁ…

କନକ ବ୍ୟୁରୋ: ଓଡିଶାରେ କଂଗ୍ରେସକୁ ନେଇ ସାଙ୍ଘାତିକ ଅଭିଯୋଗ ଆଣିଲେ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ବିଜେପି ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ଓଡିଶାରେ କଂଗ୍ରେସ ଦଳ ନବୀନ ବାବୁଙ୍କ ପକେଟରେ ଅଛି । ମୁଁ ୧୪୭ ବିଧାନସଭା ଆସନ ଓ ୨୧ ଲୋକସଭା ଆସନର ତାଲିକା କହିଦେବି କିଏ…

ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡାଙ୍କୁ ମରଣାନ୍ତକ ଆକ୍ରମଣ: ସହ ଯୋଗୀଙ୍କୁ ବି ବିରୋଧୀ ଗୋଷ୍ଠୀ…

କନକ ବ୍ୟୁରୋ: ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଅଭିଳାଷ ସହ ଅନ୍ୟ ୨୦ଜଣଙ୍କୁ ଚାନ୍ଦବାଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କରଞ୍ଜମାଳ ପଂଚାୟତର ଖପୁରିଆ ଛକ ନିକଟରେ ଏମାନଙ୍କ ଉପରକୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ…

ଓଡିଶାରେ ୨୧ରୁ ୨୧ ଲୋକସଭା ଆସନ ଜିତିବା ନେଇ ପୁଣି ଦମ୍ଭ ଦେଖାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କନକ ବ୍ୟୁରୋ: ANIକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ବିଭିନ୍ନ ପ୍ରସଙ୍ଗରେ ଉତ୍ତର ରଖିଲେ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ବିଜେପି ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । ଆପଣ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା କି ? ପ୍ରଶ୍ନରେ ଉତ୍ତର ରଖିଲେ ଧର୍ମେନ୍ଦ୍ର । କହିଲେ- ମୁଁ ଲୋକସଭା…

ଭାରତୀୟ ମହାକାଶ ଅଭିଯାନ ପାଇଁ ଐତିହାସିକ ମୁହୂର୍ତ୍ତ: ଶ୍ରୀହରିକୋଟାସ୍ଥିତ ଲଞ୍ଚପ୍ୟାଡରୁ ଘରୋଇ ଷ୍ଟ୍ରାଟଅପ୍’ କମ୍ପାନୀ…

କନକ ବ୍ୟୁରୋ: ଭାରତୀୟ ମହାକାଶ ଅଭିଯାନ ପାଇଁ ଗୁରୁବାର ଏକ ଐତିହାସିକ ଦିନ । ଚେନ୍ନାଇସ୍ଥିତ ମହାକାଶ ଷ୍ଟାର୍ଟଅପ୍ ଅଗ୍ନିକୁଳ କସ୍ମୋସ୍ ଶ୍ରୀହରିକୋଟାସ୍ଥିତ ଏହାର ଲଂଚପ୍ୟାଡରୁ ନିଜର ଥ୍ରୀଡି ପ୍ରିଂଟେଡ୍ ସେମି କ୍ରାୟୋଜେନିକ୍ ରକେଟ୍ 'ଅଗ୍ନିବାଣ'ର ସଫଳ ପରୀକ୍ଷଣ କରିଛି । ଏଭଳି କରିବାରେ ଏହା…