Daily Archives

May 3, 2024

ବଢ଼ିଲା ପ୍ରଜ୍ୱଳ ରେଭାନ୍ନାଙ୍କ ଅଡୁଆ । ଦୁର୍ଷ୍କମର ସହ ଅପହରଣର ନୂଆ ଅଭିଯୋଗ ସହ ମାମଲା ରୁଜୁ ।

କନକ ବ୍ୟୁରୋ: ବଢ଼ୁଛି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ ମୁଖ୍ୟ ଏଚଡି ଦେବେଗୌଡାଙ୍କ ନାତି ପ୍ରଜ୍ୱଳ ରେଭାନ୍ନାଙ୍କ ସମସ୍ୟା । ଭିଡିଓ ସ୍କାଣ୍ଡାଲ ମାମଲାରେ ଦୁର୍ଷ୍କମ ଅଭିଯୋଗର ମାମଲା ରୁଜୁ କରିଛି ଏସଆଇଟି । ଏଥିସହ ପ୍ରଜ୍ୱଳ ଓ ପୂର୍ବତନ ମନ୍ତ୍ରୀ ଏଚଡି ରେଭାନ୍ନାଙ୍କ ନାଁରେ ଅପହରଣ…

ଟି-୨୦ ବିଶ୍ୱକପରୁ ବାଦ୍ ପଡ଼ିବା ପରେ ରିଙ୍କୁ ସିଂଙ୍କ ମନୋବଳ ବଢ଼ାଇଲେ ରୋହିତ ଶର୍ମା । ପଡିଆରେ କଥା ହେଇ ବୁଝାଇଲେ…

କନକ ବ୍ୟୁରୋ: ଚଳିତ ଟି-୨୦ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରିସାରିଛି ଦଳ । ହେଲେ ଦଳରୁ ବାଦ ପଡିଛନ୍ତି ଆଇପିଏଲ ରେ ଧମାଲ ମଚାଇଥିବା କେକେଆର ର ଷ୍ଟାର ଖେଳାଳି ରିଙ୍କୁ ସିଂହ । ବିଶେଷକରି ମଧ୍ୟକ୍ରମରେ ରିଙ୍କୁଙ୍କ ବ୍ୟାଟିଂ ରେ ରନ ର ବର୍ଷା ହୁଏ , ଚାପ ରେ କିପରି ଖେଳାଯାଏ ସେ ଦକ୍ଷତା…

ବିବାଦରେ ପଶ୍ଚିମବଙ୍ଗ ରାଜ୍ୟପାଳ! ମହିଳା ଅଧିକାରୀ ଆଣିଲେ ର୍ଦୁବ୍ୟବହାର ଅଭିଯୋଗ, ଜବାବ ରଖିଲେ ରାଜ୍ୟପାଳ ।

କନକ ବ୍ୟୁରୋ: ବିବାଦରେ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ । ମହିଳା ଅଧିକାରୀ ଆଣିଲେ ର୍ଦୁବ୍ୟବହାର ଅଭିଯୋଗ । ଜବାବ ରଖି ବୋଷ କହିଲେ ଅଭିଯୋଗ ମିଛ, ସତ୍ୟର ହେବ ଜୟ । ପଶ୍ଚିମବଂଗ ରାଜ୍ୟପାଳଙ୍କ ନାଁରେ ଯୌନ ନିର୍ଯ୍ୟାତନା ଅଭିଯୋଗ । ରାଜଭବନରେ କାର୍ଯ୍ୟରତ ଜଣେ ଅସ୍ଥାୟୀ ମହିଳା…

ରାୟବରେଲୀ ପାଇଁ ରାହୁଲଙ୍କ ନାମାଙ୍କନ ଦାଖଲ । ଆମେଥି ଛାଡ଼ିଲେ ରାୟବରେଲିକୁ ଆସିଲେ ।

କନକ ବ୍ୟୁରୋ: ଆଜି ରାୟବରେଲୀକୁ ନେଇ ଖୁବ ଚର୍ଚ୍ଚା । କାରଣ ନାମାଙ୍କନ ଦାଖଲର ଶେଷ ଦିନରେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ଆଶ୍ଚର୍ଯ୍ୟ କରିଛି । ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ରାୟବରେଲୀ ପାଇଁ ରାହୁଲ ଗାନ୍ଧୀଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ଆଜି ନାମାଙ୍କନ ଦାଖଲର ଶେଷ ଦିନରେ…

ଆଇଏଏସ ସୁଜାତା କାର୍ତ୍ତିକେୟନଙ୍କ ବଦଳି: କାଲି ବଦଳି ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନ

କନକ ବ୍ୟୁରୋ: ଆଇଏଏସ ସୁଜାତା କାର୍ତ୍ତିକେୟନଙ୍କ ବଦଳି । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗରୁ ମଧ୍ୟ ବଦଳି । ସୁଜାତାଙ୍କୁ ଦିଆଗଲା ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଦାୟିତ୍ୱ । କାଲି ବଦଳି ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନ । ବିଜେପିର ଅଭିଯୋଗ ପରେ ଦେଇଥିଲେ ବଦଳି ନିର୍ଦ୍ଦେଶ…

ଏଥରକ ଆମେଥି ନିର୍ବାଚନରେ ନାହିଁ ଗାନ୍ଧୀ ପରିବାର । ଆମେଥିରେ ସ୍ମୃତି ବନାମ କିଶୋରୀ ଲାଲ ଲଢ଼େଇ । ନୂଆ ଚେହେରା କଂଗ୍ରେସ…

କନକ ବ୍ୟୁରୋ: କଂଗ୍ରେସର ଗଡ଼ ତଥା ରାହୁଲ ଗାନ୍ଧୀଙ୍କ ଆସନ ଆମେଥିରୁ ଏଥର ଦଳ ଦଳ ନୂଆ ପ୍ରାର୍ଥୀ ଦେଇଛି । ସୋନିଆ ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀ ତଥା ଉତରପ୍ରଦେଶର ପୂର୍ବତନ କଂଗ୍ରେସ ସଭାପତି କିଶୋରୀ ଲାଲ ଶର୍ମାଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ଆମେଥିରୁ ଏଥର କେନ୍ଦ୍ରମନ୍ତ୍ରୀ ସ୍ମୃତି…