Daily Archives

June 26, 2023

ଓଡ଼ିଶା ମିଲେଟ୍ସ ମିଶନ ଦେଇଛି ମହିଳାମାନଙ୍କୁ ସ୍ୱତନ୍ତ୍ର ପରିଚୟ

କନକ ବ୍ୟୁରୋ: ଦିନ ଥିଲା ମହିଳାମାନେ ଘରର ଚାରିକାନ୍ଥ ମଧ୍ୟରେ ରହି କେବଳ ଘର କାମରେ ନିୟୋଜିତ ଥିଲେ । ଧୀରେ ଧୀରେ ସମୟର ପରିବର୍ତ୍ତନ ସହ ସେମାନେ ଘରର ଚାରିକାନ୍ଥ ମଧ୍ୟରୁ ବାହାରି ପୁରୁଷଙ୍କ ସହ କାନ୍ଧରେ କାନ୍ଧ ମିଳାଇ ପ୍ରତ୍ୟେକ କାର୍ଯ୍ୟରେ ଯୋଗ ଦେବା ସହ ପ୍ରତିଟି କ୍ଷେତ୍ରରେ ନିଜ…

ବାହାଘର ପାଲଟିଲା ଶେଷଯାତ୍ରା। ଶୋକରେ ବୁଡିଲା ଖଣ୍ଡଦେଉଳି ଗାଁ

କନକ ବ୍ୟୁରୋ: ଦିଗପହଣ୍ଡି ଦୁର୍ଘଟଣାରେ ଦୋହଲି ଯାଇଛି ଗାଁ । କାନ୍ଦ ବୋବାଳିରେ ଫାଟିପଡୁଛି ଝିଅ ବାହାଘରକୁ ନେଇ ହସଖୁସିରେ ଥିବା ପରିବାର । ଭଉଣୀ-ଭିଣୋଇଙ୍କ ହାତଗଣ୍ଠି ଫିଟାଇ ଘରକୁ ଫେରୁଥିବା ଖଣ୍ଡଦେଉଳି ଗାଁର ଅଶୋକ ପ୍ରଧାନଙ୍କ ସାନ ଝିଅ ରୂପାଲି ଶବ ପାଲଟି ଯାଇଛି । କେବଳ ରୂପାଲି…

ଦିଗପହଣ୍ଡି ବସ୍ ଦୁର୍ଘଟଣା: ଓଏସଆରଟିସି ଡ୍ରାଇଭରଙ୍କୁ ଗିରଫ କଲା ପୁଲିସ

କନକ ବ୍ୟୁରୋ: ଦିଗପହଣ୍ଡି ବସ ଦୁର୍ଘଟଣାରେ ଡ୍ରାଇଭରକୁ ଗିରଫ କଲା ପୁଲିସ । ଭୁବନେଶ୍ୱରରୁ ପୁଲିସ ଡ୍ରାଇଭରକୁ ଉଠାଇନେଇଛି । ସରକାରୀ ବସର ଡ୍ରାଇଭରକୁ ଦିଗପହଣ୍ଡି ପୁଲିସ ଗିରଫ କରିଛି । ଖଣ୍ଡଗିରି ଓଏସଆରଟିସି ବସ ଡିପୋରୁ ପୁଲିସ ତାଙ୍କୁ ଗିରଫ କରିଛି । ଭରତପୁର ପୁଲିସ ସହାୟତାରେ ତାଙ୍କୁ…

ଅଫିସର ଛୋଟବଡ଼ କାମ ପାଇଁ ଏଚଆରଙ୍କ ପାଖକୁ ଯିବାକୁ ପଡ଼ିବନି। ଏଆଇ ଦ୍ୱାରା ସିଏସଏମ ଟେକ ପ୍ରସ୍ତୁତ କରିଛି ଏଚଆର ମେଧା

କନକ ବ୍ୟୁରୋ: ଅଫିସର ଛୋଟ ବଡ କାମ ତଥା ନିଜ କାର୍ଯ୍ୟ ବିଷୟରେ ଜାଣିବା ପାଇଁ ଏଣିକି ଏଚ.ଆରଙ୍କ ପାଖକୁ ଯିବାକୁ ପଡିବନି । ଉତ୍ତର ପାଇବା ପାଇଁ ଘଂଟା ଘଂଟା ସମୟ ଅପେକ୍ଷା କରିବାକୁ ପଡିବନି । କାରଣ ଆପଣଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେବ ଭର୍ଚୁଆଲ ଏଚ.ଆର । ସିଏସଏମ ଟେକର ଆର୍ଟିଫିସିଆଲ…

ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡିର ଟାର୍ଗେଟ। ବିଭିନ୍ନ ପ୍ରସଙ୍ଗ ଉଠାଇ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ବର୍ଷିଲେ ଢେଙ୍କାନାଳ…

କନକ ବ୍ୟୁରୋ: ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡିର ଟାର୍ଗେଟ । ବିଭିନ୍ନ ପ୍ରସଙ୍ଗ ଉଠାଇ ଧର୍ମେନ୍ଦ୍ରଙ୍କ ଉପରେ ବର୍ଷିଛନ୍ତି ଢେଙ୍କାନାଳ ସାଂସଦ ମହେଶ ସାହୁ । ବାହାଘର ବେଳେ ବାଇଗଣ ରୁଆ ଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ଅନୁଗୁଳ ଗସ୍ତ କରି କୋକୁଆ ଭୟ ସୃଷ୍ଟି କରୁଥିବା…

ମଣିପୁର ହିଂସାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ। ସ୍ଥିତି ନେଇ ଅବଗତ କରାଇଲେ ଗୃହମନ୍ତ୍ରୀ

କନକ ବ୍ୟୁରୋ: ମଣିପୁରରେ ଗତ ୫୩ ଦିନ ଧରି ହିଂସା ଲାଗିରହିଛି । ଏହାରି ମଧ୍ୟରେ ଆମେରିକା ଏବଂ ମିଶର ଗସ୍ତରୁ ଫେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଫେରୁ ଫେରୁ ଆକ୍ସନ ମୋଡରେ ଆସିଛନ୍ତି ମୋଦୀ । ସୋମବାର ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ବୈଠକରେ ଗୃହମନ୍ତ୍ରୀ…