Daily Archives

June 26, 2023

୨୦୨୪ ପାଇଁ ଜୋରଦାର ହେଲା କସରତ । ରାଜ୍ୟସଭା ସାଂସଦ ସୁଜିତ କୁମାର କହିଲେ, ବିଜେଡି ଜିତିବ ୧୨୦ରୁ ଅଧିକ ସିଟ୍ । ୨୦୧୯ରେ…

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ସବୁ ଦଳ । ବିଜେଡିରେ ଚାଲିଛି ମାରାଥନ ବୈଠକ । ନବୀନ ନିବାସରେ ଟିକେଟ କସରତ ହେଉଛି । ଆଉ ଆଜି ବିଜେଡିର ରାଜ୍ୟସଭା ସାଂସଦ ସୁଜିତ୍ କୁମାର ବଡ଼ ବୟାନ ରାଜନୀତିକୁ ସରଗରମ କରିଛି । ସେ କହିଛନ୍ତି, ଆଗାମୀ ବିଧାନସଭା…

ଓଡ଼ିଶା ମିଲେଟ୍ସ ମିଶନ ଯୋଗୁଁ ସ୍ୱାବଲମ୍ବୀ ହେଉଛନ୍ତି ସ୍ଵୟଂ ସହାୟକ ଗୋଷ୍ଠୀ: ୧୪ଟି ‘ମିଲେଟ୍ ଶକ୍ତି ବିକ୍ରୟ…

କନକ ବ୍ୟୁରୋ: ୫୦ଟଙ୍କା ଜମାରାଶିରୁ ଆରମ୍ଭ କରିଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନେ ଆଜି ମାସକୁ ୪ଲକ୍ଷ ଟଙ୍କା ରୋଜଗାର କରିପାରୁଛନ୍ତି । ଦିନ ଥିଲା ସେମାନେ ବଡ଼ି, ପାମ୍ପଡ଼, ଆରିଷା ଆଦି ଭଳି ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ବ୍ୟାଗ୍‌ରେ ଧରି ଘର ଘର ବୁଲି ବିକ୍ରି କରୁଥିଲେ…

ଶ୍ରୀମନ୍ଦିର ଭିତରର ଭିଡିଓ ଭାଇରାଲ । ସୋସିଆଲ ମିଡିଆରେ ଘୁରି ବୁଲୁଛି ଭିତର ବେଢ଼ା ଓ ଆଡ଼ପ ମଣ୍ଡପର ଦୃଶ୍ୟ । ସିଂହଦ୍ୱାର…

କନକ ବ୍ୟୁରୋ: ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ଧାମ । ଆଉ ଏତିକିବେଳେ ସାମନାକୁ ଆସିଛି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥ୍ାରେ ସାଂଘାତିକ ତ୍ରୁଟି । ସୋସିଆଲ ମିଡିଆରେ ଘୁରି ବୁଲୁଛି ଶ୍ରୀମନ୍ଦିର ଭିତର ବେଢ଼ା ଓ ଆଡପ ମଣ୍ଡପର ଦୃଶ୍ୟ  । ରୋହିତ ଜୟସ୍ୱାଲ ନାମକ ଜଣେ…

ବରଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ଅଡିଓ ଶୁଣାଇଲେ ୫-ଟି ସଚିବ । ନବୀନ କହିଲେ, ଲୋକଙ୍କ କଥା ବୁଝିବା ପାଇଁ ସଚିବଙ୍କୁ ସେ…

କନକ ବ୍ୟରୋ: ୫ଟି ସଚିବଙ୍କ ଗସ୍ତକୁ ନେଇ ବିରୋଧୀ ଦଳ ପ୍ରଶ୍ନ ଉଠାଉଛନ୍ତି । ବିଭିନ୍ନ ଜିଲ୍ଲାରେ ସଚିବ ଉନ୍ନୟନ ପ୍ରକଳ୍ପ ସମୀକ୍ଷା କରୁଥିବା ବେଳେ ମୁଖ୍ୟମନ୍ତ୍ରୀ କିଏ ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଏପଟେ ଆଜି ବରଗଡ଼ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଅଡିଓ ଶୁଣାଇଛନ୍ତି ୫ଟି ସଚିବ…

ଦିଗପହଣ୍ଡି ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ । ମୃତଦେହ ଦେଖି ଫାଟିପଡିିଲା ଗାଁ ଦାଣ୍ଡ । ଶ୍ମଶାନରେ ପାଉଁଶ ହେଲା ସୁନାର…

କନକ ବ୍ୟୁରୋ: କିଛି ଘଣ୍ଟା ପୂର୍ବରୁ ଯେଉଁ ଗାଁରେ ହସଖୁସି ଥିଲା , କିଛି ଘଣ୍ଟା ପରେ ସେହି ଗାଁରେ ଖେଳିଗଲା ଶୋକର ଛାୟା । ଜଣକ ପରେ ଜଣକ ମୃତଦେହ ଗାଁ ଦାଣ୍ଡରେ ପହଞ୍ଚୁଥିଲା । ଆଉ ମୃତଦେହ ଦେଖି ଫାଟିପଡୁଥିଲା ଗାଁ ଦାଣ୍ଡ । ଗଞ୍ଜାମ ଜିଲ୍ଲା ଖଣ୍ଡଦେଉଳି, ମୁଜାଗଡ ଓ ସିନ୍ଦୁପୁର ଗାଁରୁ ଆସିଛି…

ଦିଗପହଣ୍ଡି ଦୁର୍ଘଟଣା: ହସଖୁସିରେ ହାତଗଣ୍ଠି ଫିଟାଇଥିଲେ ସାନ ଭଉଣୀ ରୁପାଲି । କିଛି ଘଣ୍ଟା ପରେ ଦୁର୍ଘଟଣାରେ ଚାଲିଗଲା…

କନକ ବ୍ୟୁରୋ: ବସ ଦୁର୍ଘଟଣାରେ  ପ୍ରାଣ ହରାଇଛନ୍ତି  କନ୍ୟାଙ୍କ ଉଭଣୀ ରୁପାଲି ପ୍ରଧାନ । ଭିଣୋଇ-ବଡ ଭଉଣୀଙ୍କ ହାତଗଣ୍ଠି ଖୋଲି ଖୁସିରେ ଘରକୁ ଫେରୁଥିଲେ ରୁପାଲି  । କିନ୍ତୁ ଦୁର୍ଘଟଣାରେ ଯାଇଛି ତାଙ୍କ ଜୀବନ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ରୁପାଲିଙ୍କ ମୁଣ୍ଡକୁ ଝୁଲନ୍ତା ଅବସ୍ଥାରେ…