Daily Archives

June 16, 2023

ଛୋଟ ଝିଅର ପ୍ରୟାସକୁ ଲୋକଙ୍କ ପ୍ରଶଂସା : ଟାଣଖରାରେ ଲୋକଙ୍କୁ ଦେଉଛନ୍ତି ଦହିପାଣି

କନକ ବ୍ୟୁରୋ : ୪୦ ଡିଗ୍ରୀ ତାପମାତ୍ରାରେ ରାଜ୍ୟର ଅନେକ ସ୍ଥାନ । ଏହାରି ଭିତରେ ଆନନ୍ଦପୁରର ଜଣେ କୁନି ଝିଅ ଦହି ପାଣି ଦେଇ ଲୋକଙ୍କ ଶୋଷ ମେଣ୍ଟାଉଛନ୍ତି । ପାଠ ପଢି ଘରକୁ ଫେରୁଥିବା ସମୟରେ ପାଣି ଟିକିଏ ପିଇବାକୁ ନପାଇ ଡହଳବିକଳ ହେଉଥିବା ଦୁଇଜଣ ଲୋକଙ୍କ ଅବସ୍ଥା ଏହି ଝିଅର ମନକୁ ଆନ୍ଦୋଳିତ…

ବୌଦ୍ଧର ଘୂର୍ଣ୍ଣାୟମାନ ରଥ : ରଥର ନିର୍ମାଣ ଶୈଳୀ ସମ୍ପୂର୍ଣ୍ଣ ଭିନ୍ନ; ରହିଛି ବିଶେଷ ସ୍ୱତନ୍ତ୍ରତା

କନକ ବ୍ୟୁରୋ : ପୁରୀ, ବାରିପଦା ଆଉ ତାପରେ ପଶ୍ଚିମ ଓଡିଶାର ସବୁଠୁ ବଡ ବୌଦ୍ଧର ରଥ କୁହାଯାଏ । ଯାହାର ନିର୍ମାଣ ଶୈଳୀ ସମ୍ପୂର୍ଣ୍ଣ ଭିନ୍ନ । ଅଭଙ୍ଗା ଏହି ରଥ ଉପରେ ରହିଛି ଆଉ ଏକ ଘୁର୍ଣ୍ଣାୟମାନ ରଥ । ଯାହାକି ସମଗ୍ର ଦେଶରେ ଅଦ୍ୱିତୀୟ । କାହିଁ କୋଉ ଆବାହନ କାଳରୁ ନିର୍ମାଣ ହୋଇଥିବା ବୌଦ୍ଧ…

ରାଜ୍ୟରେ ଅସହ୍ୟ ଖରା ସାଙ୍ଗକୁ ଗୁଳୁଗୁଳି : ଦିନ ସାଢେ ୧୧ ସୁଦ୍ଧା ୪୦ ଡିଗ୍ରୀ ଉପରେ ୪ ସହର

କନକ ବ୍ୟୁରୋ : ଖରା ସାଙ୍ଗକୁ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଇଲାଣି । ଦିନ ୧୧ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ଝାରସୁଗୁଡ଼ାରେ ୪୩.୪ ଡିଗ୍ରୀ ପାରଦ ରେକର୍ଡ ହୋଇଥିବା ବେଳେ ସମ୍ବଲପୁରର ତାପମାତ୍ରା ରହିଛି ୪୨.୪ ଡିଗ୍ରୀ । ସେହିପରି…

ପୂର୍ବତନ ଯୋଗାଣ ଅଧିକାରୀଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଜଳକା : ଏକକାଳୀନ ୫ଟି ସ୍ଥାନରେ ଚାଲିଛି ଚଢାଉ 

କନକ ବ୍ୟୁରୋ : ପୂର୍ବତନ ଯୋଗାଣ ଅଧିକାରୀଙ୍କ ଅମାପ ସମ୍ପତି ।  ଯେତେ ଖୋଜିଲେ ସେତେ ମିଳୁଛି । ନୟାଗଡର ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ନାୟକଙ୍କ ସମ୍ପତି ଦେଖି ତାଜୁବ ହୋଇଯାଛନ୍ତି ଭିଜିଲାନ୍ସ ଅଧିକାରୀ ।  ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଆଜି ବାହୁବଳୀ ବ୍ରଜେନ୍ଦ୍ର…

ଅଘୋଷିତ ବିଜୁଳିକାଟ ନେଇ ଜନଅସନ୍ତୋଷ : ଶକ୍ତିମନ୍ତ୍ରୀଙ୍କ ଇସ୍ତଫା ଦାବି କରି କୁଶପୁତଳିକା ଦାହ କଲେ ବିଜେପି କର୍ମୀ

କନକ ବ୍ୟୁରୋ : ପ୍ରଚଣ୍ଡ ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଲୋକେ । ତା ସାଙ୍ଗକୁ ଅଘୋଷିତ ବିଜୁଳିକାଟ ନେଇ ତେଜୁଛି ଜନଅସନ୍ତୋଷ । ସାରା ରାଜ୍ୟରେ ଦେଖିବାକୁ ମିଳୁଛି ବିଦ୍ୟୁତକାଟର ପ୍ରତିବାଦ । ଟାଙ୍ଗୀ ଏବଂ ଚାନ୍ଦପୁରରେ ମଧ୍ୟ ବାରମ୍ବାର ବିଦ୍ୟୁତକାଟକୁ ନେଇ ଜନଅସନ୍ତୋଷ…

ଉପଚାର ପରେ ସମ୍ପୂର୍ଣ୍ଣ ସୁସ୍ଥ ହେଲେ ଶ୍ରୀଜୀଉ : ଆଜି ମହାପ୍ରଭୁଙ୍କ ଘଣା ଏବଂ ଖଳି ପ୍ରସାଦ ଲାଗି ନୀତି

କନକ ବ୍ୟୁରୋ : ଆଜି ମହାପ୍ରଭୁଙ୍କ ଅଣସରର ତ୍ରୟୋଦଶୀ ତିଥି । ଏହି ଅବସରରେ ମହାପ୍ରଭୁଙ୍କୁ ଘଣା ଏବଂ ଖଳି ପ୍ରସାଦ ଲାଗି ନୀତି କରାଯିବ । ଏଥିପାଇଁ ପାଟଡୋର, ଖଳି ପ୍ରସାଦ ଓ ଖଡି ପ୍ରସାଦ ଲାଗି ହେବ । ଅଣସର ଘରେ ସମ୍ପୂର୍ଣ୍ଣ ଗୋପନୀୟ ଭାବେ ଶ୍ରୀଜିଉଙ୍କୁ ଘଣାଲାଗି ପରେ ଖଳି ଲାଗି ଓ ପରେ ଖଡି…