Daily Archives

May 26, 2020

ବିଶ୍ୱାସ ଡୋରୀରେ ବନ୍ଧା ସମ୍ପର୍କକୁ ଛିଣ୍ଡାଇ ପାରିଲାନି ଅଦୃଶ୍ୟ ଭାଇରସ୍ । କରୋନା ଲକ୍ଷଣ ଥିବାରୁ ଅମୃତକୁ ଟ୍ରକରୁ…

କନକ ବ୍ୟୁରୋ : ମହାମାରୀ ଭୟ ଠାରୁ ଅଧିକ ଶକ୍ତିଶାଳୀ ବନ୍ଧୁତାର ସମ୍ପର୍କ । ମୃତ୍ୟର ଶେଯରେ ଶୋଇଥିଲା ବନ୍ଧୁ । ସଂକ୍ରମଣ ଭୟ ଥିଲେ ସୁଦ୍ଧା ହାତ ଛାଡ଼ିଲାନି ପ୍ରିୟ ସାଙ୍ଗ । ଅଜଣା ଭାଇରସର ଅଦୃଶ୍ୟ ମାୟାଜାଳରେ ଭିତରେ ମଣିଷ ପେଷିହେଉଥିବା ବେଳେ ନିରୋଳା ବନ୍ଧୁତାରେ ବାଡ଼ ସାଜି ପାରିଲାନି କରୋନା…

ପୃଥିବୀ ପାଇଁ ଆଉ ଏକ ସଙ୍କଟ! ଦ୍ରୁତ ଗତିରେ ହ୍ରାସ ପାଉଛି ପୃଥିବୀର ଚୁମ୍ବକୀୟ ଶକ୍ତି…ପ୍ରଭାବିତ ହେଉଛି…

କନକ ବ୍ୟୁରୋ: କମୁଛି ପୃଥିବୀର ଚୁମ୍ବକୀୟ କ୍ଷମତା । ଆଫ୍ରିକା ଏବଂ ଦକ୍ଷିଣ ଆମେରିକା ମଧ୍ୟରେ ପୃଥିବୀର ଚୁମ୍ବକୀୟ କ୍ଷମତା ଧିରେ ଧିରେ ହ୍ରାସ ପାଉଥିବା ନେଇ ସ୍ପଷ୍ଟ କରିଛନ୍ତି ବୈଜ୍ଞାନିକ । ଯାହାର ପ୍ରଭାବ ବର୍ତ୍ତମାନ ଉଭୟ ସାଟେଲାଇଟ୍ ଏବଂ ସ୍ପେସ କ୍ରାଫ୍ଟ ଉପରେ ପଡୁଥିବାର ଦେଖିବାକୁ…

ରାଜନୀତିରେ ଲକଡାଉନ । ରାହୁଲ ଗାନ୍ଧୀଙ୍କ ଅଭିଯୋଗ । ଦେଶରେ ତାଲାବନ୍ଦ ପ୍ରଭାବଶୂନ୍ୟ । ୨୧ ଦିନରେ କରୋନା ହରାଇବାକୁ…

କନକ ବ୍ୟୁରୋ : ରାଜନୀତିରେ ଲକଡାଉନ । ଦେଶରେ ତାଲାବନ୍ଦ ପ୍ରଭାବଶୂନ୍ୟ ବୋଲି କହିଲେ ରାହୁଲ ଗାନ୍ଧୀ । ସାମ୍ବାଦିକ ସମ୍ମିଳନୀ କରି ମୋଦିିି ସରକାରଙ୍କୁ ଟାର୍ଗେଟ କରିବା ସହ କହିଛନ୍ତି ଲକଡାଉନ ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି । ୨୧ ଦିନରେ କରୋନା ହରାଇବାକୁ କହି ୬୦ ଦିନ ବିତିଗଲା ହେଲେ…

ମାଲକାନଗିରିରେ ମଦ ଦୋକାନରେ ଭିଡ । ଅନଲାଇନ ବିକ୍ରି ଆଇନକୁ ଉଲ୍ଲଙ୍ଘନ କରି ଖୁଲମଖୁଲା ଚାଲିଛି ମଦ ବିକ୍ରି । ଡେଲିଭରି…

କନକ ବ୍ୟୁରୋ : ଦ୍ୱିତୀୟ ଦିନରେ ବି ଲାଗିଛି ମଦ ଦୋକାନ ରେ ଭିଡ । ମାଲକାନଗିରି ଜିଲ୍ଲାରୁ ଆସିଛି ଏହି ଚିତ୍ର । ଦେଖନ୍ତୁ ସଦର ମହକୁମା ରେ କେମିତି ଖୁଲମଖୁଲା ଦୋକାନ ରେ ବିକ୍ରୀ ହୋଉଛି ମଦ । ନା ମାସ୍କ ଅଛି, ନା ସାମାଜିକ ଦୁରତା । ଲକ ଡାଉନ ର ସବୁ ନିତି ନିୟମ କୁ ଫୁ କରି ମଦ କିଣିବା ଲାଗି…

ରାଉରକେଲାରେ ବଫରଜୋନରୁ କଟକଣା କୋହଳ ପରେ ଉତ୍ତେଜନା : ପୋଲିସ ଓ କଂଟେନମେଂଟ ଜୋନ୍ ବାସିନ୍ଦା ମୁହାଁମୁହ, ପୋଲିସ ଉପରକୁ…

କନକ ବ୍ୟୁରୋ : ରାଉରକେଲାରେ ବଫରଜୋନ୍ କଟକଣା କୋହଳକୁ ନେଇ ତୁମୁଳକାଣ୍ଡ । କଣ୍ଟେନମେଣ୍ଟ ଜୋନ ବାସିନ୍ଦା ଓ ପୋଲିସ ମୁହାଁମୁହିଁ । ପୋଲିସ ଉପରକୁ ପଥରମାଡ ସହିତ ବ୍ୟାରିକେଡ୍ ଭାଙ୍ଗିଛନ୍ତି କଣ୍ଟେନମେଣ୍ଟ ଜୋନ୍ ବାସିନ୍ଦା । ଏହା ସହିତ ରାସ୍ତା ଉପରେ ଟାୟାର ଜାଳି ପ୍ରତିବାଦ କରିଛନ୍ତି ।  ଏସପି…

ସୋନପୁର ଛୁଇଁଲା କରୋନା । ରାଜ୍ୟରେ ଆଜି ଆଉ ୭୯ ପଜିଟିଭ୍ ଚିହ୍ନଟ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭କୁ ବୃଦ୍ଧି

କନକ ବ୍ୟୁରୋ : ସାରା ରାଜ୍ୟରେ କାୟା ବିସ୍ତାର କରୁଛି ଅଦୃଶ୍ୟ ଭାଇରସ୍ । ଜିଲ୍ଲା ପରେ ଜିଲ୍ଲା ଡେଇଁବାରେ ଲାଗିଛି କରୋନା । ଆଜି ରାଜ୍ୟରେ ନୂଆ ୭୯ କରୋନା ପଜିଟିଭ୍ ଚିହ୍ନଟ ସହ ସୋନପୁର ଜିଲ୍ଲାକୁ ଛୁଇଁଛି କରୋନା । ରାଜ୍ୟରେ ଏବେ ସୁଦ୍ଧା ମୋଟ୍ ୨୯ ଜିଲ୍ଲାକୁ ଛୁଇଁସାରିଛି କରୋନା ଭାଇରସ୍ ।…