Daily Archives

April 8, 2020

କରୋନା ପାଇଁ ଚିନ୍ତାରେ କ୍ୟାପ୍ସିକମ ଚାଷୀ : ବିଲରେ ପଚୁଛି କ୍ୱିଣ୍ଟାଲ୍ କ୍ୱିଣ୍ଟାଲ୍ କ୍ୟାପ୍ସିକମ୍

କନକ ବ୍ୟୁରୋ : କରୋନା ପାଇଁ ରାଇରଙ୍ଗପୁର ଅଞ୍ଚଳର କ୍ୟାପ୍ସିକମ୍‌ ଚାଷୀମାନେ କାନ୍ଦିଲେଣି । ରାଜ୍ୟ ବାହାର ବଜାର ଉପରେ ନିର୍ଭରଶୀଳ ଏହି ଚାଷୀମାନେ ଏବେ ହାତଗୋଡ଼ ବାନ୍ଧି ବସିଛନ୍ତି । ଏମିତି ଜଣେ ଚାଷୀ ହେଉଛନ୍ତି ରାଇରଙ୍ଗପୁର ବିଶୋଇ ବ୍ଲକ ମଣଦା ଅଞ୍ଚଳର ସର୍ବେଶ୍ବର ବେହେରା । ପ୍ରାୟ ଅଢେଇ…

କରୋନା ଲଢ଼େଇର ସତର୍କ ଯୋଦ୍ଧା । ସାମାଜିକ ଦୂରତ୍ୱକୁ ଭଲ ଭାବେ ବୁଝି ପାରିଛନ୍ତି ଲୋଧା ସମ୍ପ୍ରଦାୟ । ଜୀବନ ଥିଲେ ହିଁ…

କନକ ବ୍ୟୁରୋ : ସାମାଜିକ ଦାୟିତ୍ବକୁ ବେଶ୍ ଭଲ ଭାବେ ବୁଝି ପାରିଛନ୍ତି ଲୋଧା ସମ୍ପ୍ରଦାୟ । ବିଶେଷକରି କରୋନା ପରି ମହାମାରୀ ଯେତେବେଳେ ବିଶ୍ବରେ ଆତଙ୍କ ସୃଷ୍ଟି କରିଛି, ଠିକ୍‌ ସେତିକିବେଳେ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକର ଲୋଧା ଜନଜାତିର ଲୋକମାନେ ସାମାଜିକ ଦୂରତା କଟକଣାକୁ ଅକ୍ଷରେ…

ଭାରତରେ ୫ ହଜାର ୧୯୪କୁ ବୃଦ୍ଧି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସୂଚନା; ୧୪୯ରେ…

କନକ ବ୍ୟୁରୋ: ଭାରତରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୫ ହଜାର ୧୯୪କୁ ବୃଦ୍ଧି ହୋଇଛି । ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୪୯ କୁ ବୃଦ୍ଧି ପାଇଛି । ଏବଂ ୪୦୨ ଜଣ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୧୦୧୮ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୬୪ଜଣଙ୍କର ମୃତ୍ୟୁ ହୋଇଛି ।…

ଭୁବନେଶ୍ୱର ସତ୍ୟନଗରକୁ କଂଟେନମେଂଟ ଅଂଚଳ ଘୋଷଣା କଲା ବିଏମସି: ଯିବା ଆସିବା ଉପରେ ଲାଗିଲା କଟକଣା; ଅତ୍ୟାବଶ୍ୟକ…

କନକ ବ୍ୟୁରୋ: ସତ୍ୟନଗର ଅଚଂଳକୁ କଂଟେନମେଂଟ ଜୋନ ଭାବେ ଘୋଷଣା କରାଯାଇଛି । ଫଳରେ ସତ୍ୟନଗର ଓ ଏହାର ଆଖାପାଖ ଅଂଚଳକୁ ସିଲ କରାଯାଇଛିା ଏହି ଅଚଂଳରେ ଲୋକଙ୍କୁ ଘର ବାହାରିବା ଉପରେ କଟକଣା ଜାରି କରାଯାଇଛି । ସତ୍ୟନଗର ଛକରୁ ବିଗବଜାର ଛକ, କାଳି ମନ୍ଦିର ଛକ, କାଳି ମନ୍ଦିର ଛକରୁ ପତଞ୍ଜଳି…

ଅମାନିଆ ଗାଡି ଚାଳକ ହୁସିଆର! ପ୍ରଥମଥର ଧରାପଡିଲେ ୨ ହଜାର…ଦ୍ୱିତୀୟ ଥର ଜବତ ହେଲେ ୧୦ ହଜାର ଟଙ୍କା ତଣ୍ଡ:…

କନକ ବ୍ୟୁରୋ: ଲକଡାଉନ କଟକଣା ନିୟମକୁ ବାରମ୍ବାର ଉଲ୍ଲଂଘନ କରୁଥିବା ଅମାନିଆ ଗାଡି ଚାଳକଙ୍କୁ ଆଉ ବରଦାସ୍ତ କରାଯିବ ନାହିଁ । ପ୍ରଥମଥର ଧରାପଡିଲେ ବାଇକ ଚାଳକ ୨ ହଜାର ଓ ଚାରି ଚକିଳା ଗାଡି ଚାଳକ ୫ ହଜାର ଟଙ୍କା ଜରିମାନା ଦେବେ । ଜରିମାନା ଦେବା ପରେ ବି ଥାନାରେ ଗୋଟିଏ ଦିନ ଗାଡି ରହିବ ।…

ବନ୍ୟପ୍ରାଣୀଙ୍କୁ କରୋନା ଭୟ…ଅଭୟାରଣ୍ୟ ଉପରେ ଦୃଷ୍ଟି ରଖିବାକୁ ପରାମର୍ଶ: ସିସି କ୍ୟାମେରା ଦ୍ୱାରା ଜୀବଜନ୍ତୁଙ୍କ…

କନକ ବ୍ୟୁରୋ: ଜୀବଜନ୍ତୁଙ୍କୁ କରୋନା ଭୁତାଣୁ ସଂକ୍ରମଣ ହେଉଥିବା ଜଣାପଡିବା ପରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୀ ପରିବର୍ତ୍ତନ ମନ୍ତ୍ରାଳୟ ନିଜ ହଜି ଯାଇଛି । ଭାରତେରେ ଯେମିତି ସେଭଳି ସ୍ଥିତି ନହୁଏ ସେଥିପ୍ରତି ଅଧିକ ଗୁରୁତ୍ୱ ଦିଆଯାଇଛି । ଦେଶରେ ଥିବା ଚିଡିଆଖାନା ଉପରେ ଦୃଷ୍ଟି…