Daily Archives

March 23, 2020

କରୋନା ପାଇଁ ଗାଡ଼ି ଚଳାଚଳ ଉପରେ କଟକଣା : ଆସନ୍ତାକାଲି ଦିନ ୧୧ଟାରୁ ସାରା ରାଜ୍ୟରେ ବସ୍ ସେବା ବନ୍ଦ, ଆଜି ରାତି ୧୨ଟାରୁ…

କନକ ବ୍ୟୁରୋ : କରୋନା ପାଇଁ ଗାଡ଼ି ଚଳାଚଳ ଉପରେ କଟକଣା । ଆସନ୍ତାକାଲି ଦିନ ୧୧ଟାରୁ ସାରା ରାଜ୍ୟରେ ଗାଡ଼ି ବନ୍ଦ । ରାଜ୍ୟ ତମାମ ସମସ୍ତ ବସ ଚଳାଚଳ ବନ୍ଦ ରହିବ । ଆସନ୍ତାକାଲି ଠାରୁ ରାଜ୍ୟରେ ଗଡ଼ିବନି ବସ୍ । ପ୍ରେସମିଟରେ ସୂଚନା ଦେଲେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।…

ଜଳ ଯୋଗାଣ ଓ ସଫେଇ କର୍ମଚାରୀଙ୍କ ଉପରେ ଏସମା ଲାଗୁ : ୬ ମାସ ଯାଏଁ ଆନ୍ଦୋଳନ ଉପରେ ପ୍ରତିବନ୍ଧକ

କନକ ବ୍ୟୁରୋ : କୋରୋନା ସ୍ଥିତି ଦୃଷ୍ଟିରୁ ରାଜ୍ୟ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଜଳ ଯୋଗାଣ ଓ ସଫେଇ କର୍ମଚାରୀଙ୍କ ଉପରେ ଲାଗିଲା ଏସମା କଟକଣା । ୬ ମାସ ଯାଏଁ କୌଣସି ଆନ୍ଦୋଳନ କରିପାରିବେ ନାହିଁ । ଓଡିଶା ଏସେନସିଆଲ ସର୍ଭିସେସ ମେଂଟେନାନ୍ସ ଆକ୍ଟ ଆଧାରରେ…

କରୋନା ଭୂତାଣୁ ପାଇଁ ପଞ୍ଜାବରେ ଲାଗିଲା କର୍ଫ୍ୟୁ : ନିୟମ ଉଲ୍ଲଙ୍ଘନ କଲେ ଭୋଗିବାକୁ ପଡିବ କଠିନ ଦଣ୍ଡ

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ପଞ୍ଜାବ ସରକାର ନେଲେ ବଡ ନିଷ୍ପତି । ପଞ୍ଜାବର କ୍ୟାପଟେନ ଅମରିନ୍ଦର ସରକାର ରାଜ୍ୟରେ କର୍ଫ୍ୟୁ ଘୋଷଣା କରିଛନ୍ତି । ଯେଉଁମାନେ ନିୟମ ଉଲ୍ଲଙ୍ଘନ କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡିବ ବୋଲି ପଞ୍ଜାବ ସରକାର କହିଛନ୍ତି…

ଘରୋଇ ଗାଡି ଚଳାଚଳ ଉପରେ କଟକଣା : ଗାଡି ଚଳାଇବା ପାଇଁ ଥାନାରୁ ଆଣିବାକୁ ପଡିବ ପାସ, ନିୟମ ନମାନିଲେ କାର୍ଯ୍ୟାନୁଷ୍ଠାନ…

କନକ ବ୍ୟୁରୋ : ଘରୋଇ ଗାଡି ଚଳାଚଳ ଉପରେ କଟକଣା । ଗାଡି ଚଳାଇବା ପାଇଁ ଥାନାରୁ ଆଣିବାକୁ ପଡିବ ପାସ । ଯେଉଁମାନଙ୍କୁ ଯିବାର ଅନୁମତି ସେମାନଙ୍କୁ ବି ପାସ ଆବଶ୍ୟକ ବୋଲି କହିଲେ ପୋଲିସ କମିଶନର୍ । ଆସନ୍ତା କାଲି ସନ୍ଧ୍ୟା ସୁଦ୍ଧା ପାସ ଆଣିବାକୁ ନିୟମ ଜାରି । ନିୟମ ନମାନିଲେ କାର୍ଯ୍ୟାନୁଷ୍ଠାନ…

କରୋନା ମୁକାବିଲା ନେଇ ଭାରତୀୟ ବ୍ୟାଙ୍କ ସଂଘର ଅପିଲ୍ : ଜରୁରୀ କାମ ନଥିଲେ ବ୍ୟାଙ୍କ ନଆସିବାକୁ ନିବେଦନ, ଅନଲାଇନରେ…

କନକ ବ୍ୟୁରୋ : କରୋନା ନେଇ ଭାରତୀୟ ବ୍ୟାଙ୍କ ସଂଘର ଅପିଲ । ଜରୁରୀ କାମ ନଥିଲେ ବ୍ୟାଙ୍କ ନଆସିବାକୁ ନିବେଦନ କରାଯାଇଛି । ଅନଲାଇନରେ କାରବାର ପାଇଁ ଅନୁରୋଧ କରିଛି ବ୍ୟାଙ୍କ ସଂଘ । ମୋବାଇଲରେ ଅନଲାଇନ ବ୍ୟାକିଂ ମାଧ୍ୟମରେ କାରବାର କରିବା ପାଇଁ କୁହାଯାଇଛି । ଆଜିଠାରୁ କେବଳ ବ୍ୟାଙ୍କରେ ଟଙ୍କା…

ନିୟମ ଭାଙ୍ଗି ବନ୍ଧା ହେଲେ ବ୍ୟବସାୟୀ: କରୋନା କଟକଣା ପରେ ବି ଦୋକାନ ଖୋଲିବାରୁ ଦୋକାନୀଙ୍କୁ ଗିରଫ କଲା ଭଦ୍ରକ ଟାଉନ…

କନକ ବ୍ୟୁରୋ: ନିୟମ ନମାନି ବନ୍ଧା ହେଲେ ଦୋକାନୀ । ଭଦ୍ରକ ସାହାପୁର ଛକ ସିମେଂଟ ଦୋକାନରେ ଚଢାଉ କରି ବ୍ୟବସାୟୀଙ୍କୁ ଗିରଫ କଲା ପୁଲିସ୍ । କରୋନା କଟକଣା ପରେ ବି ଦୋକାନ ଖୋଲିଥିବାରୁ ସିମେଂଟ ଦୋକାନୀଙ୍କୁ ବାନ୍ଧିଛି ପୁଲିସ୍ । ତେବେ ଗିରଫ ପରେ ସଂପୃକ୍ତ ଦୋକାନୀଙ୍କୁ କୋର୍ଟ ଚାଲାଣ କରିଛି…