Daily Archives

March 23, 2020

ପୁରୀରେ ତାଲାବନ୍ଦ : ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ବାହାର ଗାଡ଼ି ପ୍ରବେଶ ଉପରେ କଟକଣା

କନକ ବ୍ୟୁରୋ :  ପୁରୀରେ ତାଲାବନ୍ଦ ରହିଛି । ଲକ୍ ଡାଉନ୍ ପାଇଁ ପୁରୀ ସହରକୁ ୩ଟି ଜୋନ୍ ଏବଂ ଛଅଟି ସେକ୍ଟରରେ ବିଭକ୍ତ କରାଯାଇଛି । ଜଣେ ଡିଏସପି ପ୍ରତ୍ୟେକ ଜୋନ୍ ଦାୟିତ୍ବରେ ଅଛନ୍ତି । ଏହାଛଡ଼ା ପ୍ରତି ସେକ୍ଟର ଦାୟିତ୍ବରେ ଜଣେ ଇନ୍ସପେକ୍ଟର୍ ଥିବା ଜଣାଯାଇଛିa । ପୁରୀ ପୁଲିସ୍ ପକ୍ଷରୁ ୨୬ଟି…

ଜିଓ ଆଣିଲା ‘ୱାର୍କ ଫ୍ରମ ହୋମ୍’ ପ୍ଲାନ । ଏଣିକି କଂପାନୀର ଏସବୁ ଭାଉଚର ସହ ମିଳିବ ଡବଲ ଡାଟା

କନକ ବ୍ୟୁରୋ: କରୋନାଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶରେ ଲୋକମାନଙ୍କୁ ଘରେ ରହିବାକୁ ଅନୁରୋଧ କରାଯାଉଛି। ଅଧିକାଂଶ କର୍ପୋରେଟ କମ୍ପାନି ଓ ଅଫିସ ନିଜ କର୍ମଚାରୀଙ୍କୁ ‘ଓ୍ଵାର୍କ ଫର୍ମ ହୋମ୍‌’ର ଘୋଷଣା କରିଛନ୍ତି। ରିଲାଏନ୍ସ ଜିଓ ବି ଏହାକୁ ଦୃଷ୍ଟିରେ ରଖି ‘ଓ୍ଵାର୍କ ଫର୍ମ…

ତାଲାବନ୍ଦ ପରେ ରାଜଧାନୀରେ ବିଭିନ୍ନ ଛକରେ ଜଗିଛି ପୁଲିସ : ଲୋକଙ୍କୁ ଅଟକାଇ କରୁଛି ସଚେତନ, ଜରୁରୀ କାମ ନଥିଲେ ଘରୁ…

କନକ ବ୍ୟୁରୋ : ରାଜ୍ୟରେ ତାଲାବନ୍ଦର ଆଜି ଦ୍ୱିତୀୟ ଦିନ । ତାଲାବନ୍ଦ ଘୋଷଣା ପରେ ରାଜଧାନୀର ବିଭିନ୍ନ ଛକରେ ଜଗିଛି ପୋଲିସ୍ । ସମସ୍ତେ ନିମୟ ପାଳନ କରି ନିଜକୁ ବଞ୍ଚାନ୍ତୁ ଲକ୍ଷ୍ୟ ନେଇ ଲୋକଙ୍କୁ ଅଟକାଇ ସଚେତନ କରୁଛି ପୋଲିସ୍ । ଜରୁରୀ କାମ ନଥିଲେ ଘରୁ ନବାରିବାକୁ ମନା କରୁଛନ୍ତି ପୋଲିସ୍ ।…

ସୁପ୍ରିମକୋର୍ଟରେ ‘କରୋନା’ କଟକଣା: ଉଚ୍ଚତମ ନ୍ୟାୟଳୟ ପରିସରକୁ ପ୍ରବେଶ ମନା; ପ୍ରଥମ ଥର ପାଇଁ ଭିଡିଓ…

କନକ ବ୍ୟୁରୋ: କରୋନା ଭୂତାଣୁକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟରେ ମଧ୍ୟ କଟକଣା କରାଯାଇଛି । ସୁପ୍ରିମକୋର୍ଟ ପରିସରକୁ ପ୍ରବେଶ ଉପରେ ଲାଗିଛି କଟକଣା । ଫଳରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହେବ ଜରୁରୀ ଶୁଣାଣୀ । ତେବେ କରୋନା ଭୂତାଣୁ ସଂକ୍ରମଣକୁ ବ୍ୟାପିବାରୁ ରୋକିବା ପାଇଁ ଏଭଳି ସାମାଜିକ…

ଭାରତରେ ୪୧୫ରେ ପହଞ୍ଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ମହାରାଷ୍ଟ୍ରରେ ସର୍ବାଧିକ ୮୯ ଜଣ ଆକ୍ରାନ୍ତ

କନକ ବ୍ୟୁରୋ : ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ି ବଢ଼ି ଯାଉଛି । ଏହା ମଧ୍ୟରେ ଦେଶରେ କରୋନା ଭୂତାଣୁ ସଂକ୍ରମଣ ସଂଖ୍ୟା ୪ଶହ ୧୫ରେ ପହଞ୍ଚି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୭ ରହିଛି । ମହାରାଷ୍ଟ୍ରରେ ସର୍ବାଧିକ ୮୯ଜଣ କରୋନା ଭୂତାଣୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନା…

ଲକ୍ ଡାଉନକୁ ନେଇ କେନ୍ଦ୍ର ସରକାରଙ୍କ କଡ଼ା ନିର୍ଦ୍ଦେଶ । ତାଲାବନ୍ଦକୁ କଡ଼ାକଡ଼ି ପାଳନ ନେଇ ସବୁ ରାଜ୍ୟକୁ ନିର୍ଦ୍ଦେଶ।…

କନକ ବ୍ୟୁରୋ: ଲକଡାଉନ ବା ତାଲାବନ୍ଦକୁ ନେଇ କେନ୍ଦ୍ର ସରକାରଙ୍କ କଡା ନିର୍ଦ୍ଦେଶ । ଏଣିକି ଲକ୍ ଡାଉନ ନମାନିଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ । ଲକଡାଉନକୁ କଡାକଡି ଭାବେ ପାଳନ ନେଇ ସମସ୍ତ ରାଜ୍ୟମାନଙ୍କୁ ନିର୍ଦ୍ଦେଶାନାମା ଜାରି କଲେ କେନ୍ଦ୍ର ସରକାର । ତେବେ କରୋନା ମୁକାବିଲା ପାଇଁ ଲକ୍…