Daily Archives

March 15, 2020

ସରଳ ଭାଷାରେ ସଚେତନ କଲେ ଶିକ୍ଷୟିତ୍ରୀ : କୁନି କୁନି ପିଲାଙ୍କୁ ହାତ ଧୋଇବାର ଉପକାରିତା ବିଷୟରେ କିଛି ଏଭଳି ବୁଝାଇଲେ…

ସାରା ଦୁନିଆରେ କରୋନା ଭୁତାଣୁର ଭୟ ଲାଗିରହିଥିବା ବେଳେ ଲୋକଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ଦିଆଯାଉଛି । କେଉଁ ପ୍ରକ୍ରିୟାରେ ହାତକୁ ଧୋଇଲେ ସୁସ୍ଥ ରହିବେ ଏହାକୁ ନେଇ ସୋସିଆଲ୍ ମିଡିଆରେ ବିଭିନ୍ନ ନେତା ଓ ଅଭିନେତା ଭିଡିଓ ସେୟାର୍ କରୁଛନ୍ତି । କିନ୍ତୁ କୁନି କୁନି ପିଲାଙ୍କ କ୍ଷେତ୍ରରେ…

କରୋନା ମୁକାବିଲା: ପର୍ଯ୍ୟଟକଙ୍କ ପାଇଁ କୋଣାର୍କ କଟକଣା । କରୋନା ପାଇଁ ୭ ଦିନ ପର୍ଯ୍ୟନ୍ତ କୋଣାର୍କ ପରିଦର୍ଶନ ଉପରେ…

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ରାଜ୍ୟବ୍ୟାପୀ ବ୍ୟାପକ ପ୍ରସ୍ତୁତି । ପୁରୀ ଓ କୋଣାର୍କ ପାଇଁ ପର୍ଯ୍ୟଟକଙ୍କ ଉପରେ ଲାଗିଲା କଟକଣା । ଆଗାମୀ ୭ ଦିନ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ କୋଣାର୍କ ପରିଦର୍ଶନ ଉପରେ କଟକଣା ଲଗାଇଲା ଜିଲ୍ଲା ପ୍ରଶାସନ । ଏପରିକି ବାହାର ରାଜ୍ୟରୁ ପୁରୀକୁ…

ଘରୋଇ କଳିରୁ ପରିବାରର ୩ଜଣ ବିଷ ପିଇଦେଲେ : ସ୍ତ୍ରୀ ମୃତ, ବାପ-ପୁଅ ବୁର୍ଲା ମେଡିକାଲରେ ଭର୍ତ୍ତି

କନକ ବ୍ୟୁରୋ : ଘରୋଇ କଳିରୁ ପରିବାରର ୩ଜଣ ବିଷ ପିଇଦେଲେ  । ଘରେ କଳିକଜିଆ ଲାଗି ବିଷ ଖାଇ ଦେବାରୁ କତରବଗା ଥାନା ଅଧୀନ ଲଏଡ଼ା ଗ୍ରାମର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ଦୁଇ ଜଣ ଅସୁସ୍ଥ ହୋଇ ଚିକିତ୍ସାଧୀନ ଅଛନ୍ତି । ମୃତ ହେଉଛନ୍ତି ସୁବେର ମହାନ୍ଦିଆଙ୍କ ପତ୍ନୀ ୫୦ ବର୍ଷିୟ…

କରୋନା ମୁକାବିଲା: ସଂକ୍ରମଣ ରୋକିବାକୁ ସତର୍କତା । ପର୍ଯ୍ୟଟକଙ୍କ ପାଇଁ ଧଉଳି, ଖଣ୍ଡଗିରି ଭଳି ପର୍ଯ୍ୟଟନସ୍ଥଳୀରେ ଉପରେ…

କନକ ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ କରୋନାର ମୁକାବିଲା ପାଇଁ ଅଂଟା ଭିଡିଛି ଜିଲ୍ଲା ପ୍ରଶାସନ । ବିଶେଷ କରି ସଚେତନତା ଓ ସତର୍କତା ଉପରେ ଜୋର ଦେଇଛି ପ୍ରଶାସନ । ମହାପ୍ରଭୁ ଲିଙ୍ଗରାଜ ମନ୍ଦିରରେ ଠାକୁରଙ୍କ ଆରାଧନା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି । ତେଣୁ ସେବାୟତ ଓ…

‘କରୋନା’ ମୁକାବିଲା ନେଇ ଶ୍ରୀମନ୍ଦିରରେ କଡା ସତର୍କତା: ଭିତର କାଠ ଦର୍ଶନ ବନ୍ଦ, ଭକ୍ତଙ୍କୁ ଅରୁଣ ଓ ଗରୁଡସ୍ତମ୍ଭ…

କନକ ବ୍ୟୁରୋ: ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ବଡ ନିଷ୍ପତି । କରୋନା ସଂକ୍ରମଣ ରୋକିବା ପାଇଁ ବୈଠକରେ ବଡନିଷ୍ପତି ନିଆଯାଇଛି । ତେବେ ନିଷ୍ପତି ଅନୁସାରେ ମନ୍ଦିରରେ ପୂଜା ବେଳେ ମାସ୍କ ପିନ୍ଧିବେ ଶ୍ରୀମନ୍ଦିର ସେବାୟତ । ଏଥିସହିତ ବାରମ୍ବାର ହାତ ଧୋଇବାକୁ ସେବାୟତମାନଙ୍କୁ ପରାମର୍ଶ…

ତାରାତାରିଣୀ ଯାତ୍ରାକୁ ନେଇ ପ୍ରଶାସନର ବଡ ନିଷ୍ପତି: ପ୍ରସିଦ୍ଧ ଦଣ୍ଡ ଯାତ୍ରା ଉପରେ ଜାରି ହେଲା କଟକଣା, ମୁଣ୍ଡନ ବନ୍ଦ;…

କନକ ବ୍ୟୁରୋ: ଗଂଜାମର ପ୍ରସିଦ୍ଧ ତାରାତାରିଣୀ ଯାତ୍ରା ଉପରେ ମଧ୍ୟ କରୋନାର ବଡ ଧରଣର ପ୍ରଭାବ ଦେଖିବାକୁ ମିଳିଛି । ତାରାତାରିଣୀ ଯାତ୍ରାକୁ ନେଇ ପ୍ରଶାସନର ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଜିଲ୍ଲାର ପ୍ରସିଦ୍ଧ ଦଣ୍ଡନାଚକୁ ନେଇ କଟକଣା ଜାରି କରିଛି ପ୍ରଶାସନ । ସେହିପରି…