Daily Archives

March 15, 2020

ହରିରାଜପୁର ଦୋଳ ମେଳଣରେ ନିଆଁ । ଜଳିଗଲା ଶିବଙ୍କ ବିଶାଳ କାୟ ମୂର୍ତ୍ତି , ପବିତ୍ର ଦୋଳ ମେଳଣ ବେଳେ ଅଘଟଣକୁ ନେଇ ପୁରୀ…

କନକ ବ୍ୟୁରୋ: ପୁରୀ ଜିଲ୍ଲା ପିପିଲିର ପ୍ରସିଦ୍ଧ ହରିରାଜପୁର ମେଳଣରେ ଅଗିକାଣ୍ଡ । ଅଗ୍ନିକାଣ୍ଡରେ ଜଳିଗଲା ଶିବଙ୍କ ବିଶାଳ କାୟ ମୁର୍ତ୍ତି । ଦୋଳ ମେଳଣ ଉତ୍ସବ ବେଳେ ଘଟିଛି ଏଭଳି ଏକ ଅଘଟଣ । ତେବେ ପବିତ୍ର ଦୋଳ ମେଳଣରେ ଏଭଳି ଅଘଟଣ ପୁରୀ ଜିଲ୍ଳା ଡେଲାଙ୍ଗ ଅଂଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି ।…

ମହାଭାରତ ନାଟକ ପରିବେଷଣ ବେଳେ ଅଘଟଣ । ଆସିକାରେ ଆତସବାଜୀ ବେଳେ ୮ ଗୁରୁତର । ଚିକିତ୍ସା ପାଇଁ ଗୁରୁତରଙ୍କୁ ବ୍ରହ୍ମପୁର…

କନକ ବ୍ୟୁରୋ: ମହାଭାରତ ନାଟକ ପରିବେଷଣ ବେଳେ ବଡ଼ ଅଘଟଣ । ଆସିକାରେ ଆତସବାଜୀ ବେଳେ ୮ ଗୁରୁତର ହୋଇଥିବା ସୂଚନା ମିଳିଛି । ଗୁରୁତର ମାନଙ୍କ ମଧ୍ୟରେ ଅଧିକାଂଶ ନାବାଳକ ଥିବା ସୂଚନା ମିଳିଛି । ସେମାନଙ୍କୁ ବ୍ରହ୍ମପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ, ଆସିକା କଇଥଳା ଗାଁରେ…

କରୋନା ମୁକାବିଲା ନେଇ ନବୀନଙ୍କ ନିବେଦନ । ଏକାଠି ମିଳିମିଶି ମୁକାବିଲା ପାଇଁ ସହଯୋଗ ହାତ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ…

କନକ ବ୍ୟୁରୋ: ରାଜ୍ୟରେ କରୋନା ମୁକାବିଲା ନେଇ ନବୀନଙ୍କ ନିବେଦନ । ଏହି ମାରାତ୍ମକ ଭୂତାଣୁ ସଂକ୍ରମଣରୁ କିଭଳି ନିଜକୁ ରକ୍ଷା କରିବେ ସେ ନେଇ ଟୁଇଟ୍ କରି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ କରୋନାକୁ ରୋକିବାକୁ ହେଲେ ସମସ୍ତଙ୍କ ସହାୟତା ଆବଶ୍ୟକ ବୋଲି କହିଛନ୍ତି…

ରାଜ୍ୟରେ କରୋନାକୁ ନେଇ ସତର୍କତା ପରେ ସଚେତନତା ଉପରେ ଗୁରୁତ୍ୱ । କ୍ୟାପିଟାଲ ହସ୍ପିଟାଲରେ ୨ ଓ ଏସସିବିରେ ଭର୍ତ୍ତି…

କନକ ବ୍ୟୁରୋ: କରୋନାକୁ ରାଜ୍ୟ ସରକାର ରାଜ୍ୟ ବିପର୍ଯ୍ୟୟ ଘୋଷଣା ପରେ ଏବେ ଆରମ୍ଭ ହୋଇଛି ମୁକାବିଲା ପାଇଁ ପ୍ରସ୍ତୁତି । ଏଥିପାଇଁ ବିଭିନ୍ନ ସ୍ଥାନରେ ସଚେତନତାକୁ ଗୁରୁତ୍ୱ ଦିଆଯାଉଛି । ଏହା ମଧ୍ୟରେ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ୨ ଜଣ କରୋନା ସନ୍ଦିଗ୍ଧ ଭର୍ତି ହୋଇଥିବା ସୂଚନା ।…

ଦିଲ୍ଲୀ ହିଂସା : ଆଇବି କର୍ମୀ ଅଙ୍କିତ୍ ଶର୍ମାଙ୍କ ହତ୍ୟାକାଣ୍ଡରେ ଗିରଫ ହେଲେ ୫ ଅଭିଯୁକ୍ତ , ଅନ୍ୟ ୨ ଅଭିିଯୁକ୍ତଙ୍କୁ…

ଦିଲ୍ଲୀ ହିଂସା ସମୟରେ ଆଇବି କର୍ମୀ ଅଙ୍କିତ୍ ଶର୍ମାଙ୍କ ହତ୍ୟା ମାମଲାରେ ୫ ଜଣ ଲୋକଙ୍କୁ ଗିରଫ କରିଛି ପୋଲିସ୍ । ଅଭିଯୁକ୍ତଙ୍କ ନାଁ ଫିରୋଜ୍ , ଜାବେଦ୍ , ଗୁଲଫାମ୍ ଏବଂ ଶୋଏବ୍ ବୋଲି ଜଣାପଡିଛି । ଅଭିଯୁକ୍ତମାନେ ଚାନ୍ଦବାଗ୍ ଅଞ୍ଚଳର ବୋଲି ଜଣାପଡିଛି । ଏହାସହ ଅନସ୍ ନାମକ ଜଣେ ଅଭିଯୁକ୍ତଙ୍କୁ…

ସ୍ପେନ୍ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ‘କରୋନା’ ସଂକ୍ରମଣର ଶିକାର: ପଜିଟିଭ୍ ରିପୋର୍ଟ ଆସିବା ପରେ ଅଲଗା ଏକ କୋଠରୀରେ ରଖି…

କନକ ବ୍ୟୁରୋ: ବିଶ୍ୱରେ କରୋନାର ଶିକାର ହୋଇଛନ୍ତି ଆଉ ଜଣେ ହାଇ ପ୍ରୋଫାଇଲ୍ ବ୍ୟକ୍ତି । ସଦ୍ୟତମ ରିପୋର୍ଟ ଅନୁସାରେ କରୋନା ସଂକ୍ରମଣର ଶିକାର ହୋଇଛନ୍ତି ସ୍ପେନ୍ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ । ସ୍ପେନ୍ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ କରୋନା ସଂକ୍ରମଣ ହୋଇଛି । ଆଗରୁ କାନାଡା…