କନକ ବ୍ୟୁରୋ : ଘରୋଇ କଳିରୁ ପରିବାରର ୩ଜଣ ବିଷ ପିଇଦେଲେ । ଘରେ କଳିକଜିଆ ଲାଗି ବିଷ ଖାଇ ଦେବାରୁ କତରବଗା ଥାନା ଅଧୀନ ଲଏଡ଼ା ଗ୍ରାମର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ଦୁଇ ଜଣ ଅସୁସ୍ଥ ହୋଇ ଚିକିତ୍ସାଧୀନ ଅଛନ୍ତି । ମୃତ ହେଉଛନ୍ତି ସୁବେର ମହାନ୍ଦିଆଙ୍କ ପତ୍ନୀ ୫୦ ବର୍ଷିୟ ବୈଦେହୀ ।
ଘରୋଇ କଳିରୁ ପରିବାରର ୩ଜଣ ବିଷ ପିଇଦେଲେ : ସ୍ତ୍ରୀ ମୃତ, ବାପ-ପୁଅ ବୁର୍ଲା ମେଡିକାଲରେ ଭର୍ତ୍ତି
/kanak/media/post_attachments/wp-content/uploads/2017/09/suicide.jpg)