Daily Archives

March 14, 2020

କରୋନା ମୁକାବିଲା ପାଇଁ ବିଜେଡ଼ିର ଆହ୍ୱାନ : ରାଜନୈତିକ ବୟାନବାଜି ନକରି ଦଳମତ ନିର୍ବିଶେଷରେ ଏକାଠି ହେବା, ବିଶ୍ୱ…

କନକ ବ୍ୟୁରୋ : କରୋନାକୁ ନେଇ ରାଜନୀତି କରିବାର ବେଳ ନାହିଁ । କରୋନା ଏବେ ଏକ ଅନ୍ତର୍ଜାତୀୟ ବିପଦ ଭାବେ ଉଭା ହୋଇଛି । ବିଜେପି ରାଜ୍ୟ ନେତୃବୃନ୍ଦ ଅଯଥା ବୟାନବାଜି କରୁଛନ୍ତି । ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ବିଜେଡ଼ିର ରାଜ୍ୟ ନେତୃତ୍ୱ ରାଜ୍ୟ ସରକାରଙ୍କ ଉପରେ ଅଯଥାରେ ଦୋଷାରପ କରୁଛନ୍ତି ।…

କରୋନା ସଂକ୍ରମଣରେ ମୃତ୍ୟୁ ହେଲେ ମିଳିବ ସହାୟତା । ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ନେଇ କେନ୍ଦ୍ରର ଘୋଷଣା ।…

କନକ ବ୍ୟୁରୋ: କରୋନା ଭାଇରସ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଥିବା ବେଳେ ଦେଶରେ ଏଯାବତ ୨ଟି ମୁଣ୍ଡ ନେଇଛି । ଭୟଙ୍କର ଭୂତାଣୁ ସାରା ଦେଶର ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ କରୋନାକୁ ବିପତ୍ତତ୍ତି ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏଥିସହ ଭାଇରସରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ…

କରୋନା ପାଇଁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ପଶ୍ଚିମବଙ୍ଗର ସମସ୍ତ ସ୍କୁଲ ଓ  କଲେଜ : ନିର୍ଦ୍ଧାରିତ ସମୟରେ ହେବ…

କନକ ବ୍ୟୁରୋ :  କରୋନା ଭାଇରସର ବଢ଼ୁଥିବା ପ୍ରକୋପକୁ ଆଖି ଆଗରେ ରଖି ପଶ୍ଚିମବଙ୍ଗ ସରକାର ସମସ୍ତ ସ୍କୁଲ, କଲେଜ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୧୬ ମାର୍ଚ୍ଚ ଠାରୁ ଆରମ୍ଭ କରି ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ବନ୍ଦ ରଖିବା ପାଇଁ ଆଦେଶ ଜାରି କରିଛନ୍ତି…

କରୋନା ମୁକାବିଲା ପାଇଁ ବିଏମସି ଓ ବିଡ଼ିଏର ପଦକ୍ଷେପ : ଗଠନ ହେଲା ୩ଟି ଟିମ, ମାସ୍କ ଓ ସାନିଟାଇଜର କଳାବଜାରକୁ ତଦାରଖ…

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ବିଏମସି ଓ ବିଡ଼ିଏ ପକ୍ଷରୁ ୩ଟି ଟିମ୍ ଗଠନ ହୋଇଛି । ମହାମାରୀ ରୂପ ନେଇଥିବା କରୋନାର ମୁବାକିଲା ପାଇଁ ଏପରି ପଦକ୍ଷେପ ନିଆଯାଇଛି । ଆଉ ଏଥିପାଇଁ ୨ ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି ବିଏମସି କମିସନର୍ । ସିନେମା ହଲ,…

ଏଣିକି ମାସ୍କ ଓ ସାନିଟାଇଜରର ଲିଖିତ ଦାମଠୁ ଅଧିକ ଟଙ୍କାରେ ବିକ୍ରି କଲେ ଦଣ୍ଡିତ ହେବେ ବ୍ୟବସାୟୀ । ୭ବର୍ଷ ଜେଲ୍ ସହ…

କନକ ବ୍ୟୁରୋ: କରୋନା କବଳରେ ସାରା ବିଶ୍ୱ । ବିଶ୍ୱରେ ହଜାର ହଜାର ଲୋକଙ୍କ ମୁଣ୍ଡ ନେଇଥିବା ଏହି ଭୟଙ୍କର ଭୁତାଣୁ ତାର କାୟା ବଢାଇ ଚାଲିଛି । ଦିନ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ଅନୁରୂପ ଭାବେ ବଢିଚାଲିଛି । ତେବେ ଚୀନ, ଇଟାଲି ଓ…

ମାଇକ୍ରୋସଫ୍ଟ ବୋର୍ଡ ଅଫ୍ ଡାଇରେକ୍ଟର୍ସ ପଦ ଛାଡିଲେ ବିଲ୍ ଗେଟସ୍ : ସାମାଜିକ କାମରେ ଏବେ ସମୟ ଦେବେ ଦୁନିଆର ସବୁଠାରୁ…

ଟେକ୍ କମ୍ପାନୀ ମାଇକ୍ରୋସଫ୍ଟ ଘୋଷଣା କରିଛି ଯେ କମ୍ପାନୀର ସହ-ନିର୍ଦ୍ଦେଶକ ବିଲ୍ ଗେଟସ୍ ବୋର୍ଡ ଅଫ୍ ଡାଇରେକ୍ଟର୍ସ ପଦରୁ ଇସ୍ତଫା ଦେଇଛନ୍ତି । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ , ବିଲ୍ ଗେଟସ୍ ଏବେ ସାମାଜିକ କାମରେ ସମୟ ଦେବାକୁ ଚାହୁଁଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ଏବଂ ଶିକ୍ଷା ପାଇଁ ବିଲ୍…