Daily Archives

March 14, 2020

ବିଧାନସଭା ଆଗୁଆ ବନ୍ଦ ନେଇ ପୁଣି ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ । କହିଲା, କରୋନା ଆଳରେ ଜଗନ୍ନାଥଙ୍କ ଟଙ୍କା…

କନକ ବ୍ୟୁରୋ: ଆଗୁଆ ବିଧାନସଭା ସ୍ଥଗିତ ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ । କରୋନା ଆଳରେ ଗୃହ ବନ୍ଦ କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ମୁଖ୍ୟମନ୍ତ୍ରୀ ଯେଭଳି ଗୃହ ବନ୍ଦ କଲେ, ତା ପଛରେ ୟେସ ବ୍ୟାଙ୍କରେ ଜଗନ୍ନାଥ ଟଙ୍କା…

‘କରୋନା’ ମୁକାବିଲା ପାଇଁ ସତର୍କତା । ମାର୍ଚ୍ଚ ୩୧ ତାରିଖ ଯାଏଁ ବନ୍ଦ ରହିବ ‘ନନ୍ଦନକାନନ’

କନକ ବ୍ୟୁରୋ: କରୋନାଭାଇରସ୍‌ ସଂକ୍ରମଣ ଆଶଙ୍କା ଯୋଗୁଁ ସ୍ଥାନୀୟ ପ୍ରାଣୀ ଉଦ୍ୟାନ ନନ୍ଦନକାନକୁ ୧୫ ଦିନ ପାଇଁ ବନ୍ଦ ରଖାଯାଇଛି। ପର୍ଯ୍ୟଟକମାନଙ୍କ ପାଇଁ ମାର୍ଚ୍ଚ ୩୧  ତାରିଖ ପର୍ଯ୍ୟନ୍ତ ନନ୍ଦନକାନନ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି ନନ୍ଦନକାନନର ଉପନିର୍ଦ୍ଦେଶକ ଜୟନ୍ତ ଦାସ।କିନ୍ତୁ,…

କରୋନା ସଂକ୍ରମଣରେ ଷ୍ଟେଜ ଟୁରେ ଭାରତର ସ୍ଥିତି : ଆଇସିଏମଆର ନିର୍ଦ୍ଦେଶକଙ୍କ ସୂଚନା , ପରବର୍ତ୍ତୀ ଷ୍ଟେଜରେ ପହଚିଂବାକୁ…

ସାରା ବିଶ୍ୱରେ କରୋନାର ପ୍ରଭାବକୁ ବିଚାରକୁ ନେଲେ ଏହି ଭୟାବହ ଭୂତାଣୁର ସଂକ୍ରମଣରେ ଭାରତ ଏବେ ଦ୍ୱିତୀୟ ଶ୍ରେଣୀରେ ଅର୍ଥାତ ଷ୍ଟେଜ ଟୁ ରେ ରହିଛି । ଏହାର ସୂଚନା ଦେଇଛି ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ । ଭାରତରେ ଏବେ କେବଳ କରୋନା ପ୍ରଭାବିତ ଦେଶକୁ ଗସ୍ତ କରିଥିବା ଲୋକଙ୍କ ଠାରୁ…

‘କରୋନା’କୁ ନେଇ ଆସିଲା ନୂଆ ଗୁଜବ: ଅପପ୍ରଚାର ପରେ କେନ୍ଦୁଝର ଶନି ମନ୍ଦିରରେ ଲାଗିଲା ଭିଡ; ୨ଟି ପୁଅ ଥିବା…

କନକ ବ୍ୟୁରୋ: ୭ଟି ତୁଳସୀ ପତ୍ର ଖାଇଲେ କରୋନା ହେବ ନାହିଁ, ପୁରୀ ବଡପଣ୍ଡାଙ୍କ ନାଁରେ ଏମିତି ଗୁଜବ ସୃଷ୍ଟି ହୋଇଥିଲା । ଆଉ ସେଇ ଗୁଜବ ପଛରେ ମାତିଥିଲା ସାରା ଓଡିଶା । ଠିକ୍ ସେମିତି ଏକ ଗୁଜବ ପଛରେ ମାତିଛି କେନ୍ଦୁଝର । କେନ୍ଦୁଝର ଶନି ମନ୍ଦିର ସାମ୍ନାରେ ମହିଳାଙ୍କ ଭିଡ ଲାଗିଛି ।…

କରୋନା ଭୟର ଆସିଲା ସାଂଘାତିକ ଚିତ୍ର । ନବରଙ୍ଗପୁରରେ ନବବଧୂକୁ ସଂକ୍ରମଣ ଆଶଙ୍କାରେ ନିର୍ଯାତନା ଅଭିଯୋଗ । ଭୂତାଣୁ ଭୟରେ…

କନକ ବ୍ୟୁରୋ: କରୋନା ସନ୍ଦେହରେ ନବବଧୁକୁ ନିର୍ଯାତନା ଅଭିଯୋଗ । ନବବଧୁକୁ ଶୋଇବାକୁ ଦେଲେନି ଖଟରେ । ଚଟାଣରେ ଶୋଇବାକୁ ବାଧ୍ୟ କଲେ ଶାଶୁଘର ଲୋକ । ବିବାହର ୧୦ ଦିନ ଭିତରେ ଏପରି ନିର୍ଯାତନା ସହିବାକୁ ପଡିଛି ଜଣେ ନବବଧୂକୁ । ବଧୂ ନିର୍ଯାତନାର ଏଭଳି ଖବର ଆସିଛି ନବରଙ୍ଗପୁର ଜିଲ୍ଲାରୁ । ଉଚ୍ଚ…

ୟୁନିସେଫ୍ ନାଁରେ ‘କରୋନା’ ଗୁଜବ । ଭାଇରାଲ ମେସେଜକୁ ଭୁଲ୍ କହି ବିଶେଷଜ୍ଞଙ୍କ ସହ ଆଲୋଚନା ପାଇଁ ପରାମର୍ଶ ଦେଲା…

କନକ ବ୍ୟୁରୋ: କରୋନା ଭାଇରସକୁ ନେଇ ସୋସିଆଲ ମିଡିଆରେ ଅନେକ ମିଛ ଖବର ଲଗାତର ଭାବରେ ସାମ୍ନାକୁ ଆସୁଛି । କିଛି ଦିନ ତଳେ ୟୁନିସେଫ୍ ନାଁରେ ଏକ ମିଛ ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ କୁହାଯାଇଥିଲା କରୋନା କିଭଳି ବ୍ୟାପିବ ନାହିଁ ବା କିଭଳି ଏଥିରୁ ରକ୍ଷା ପାଇପାରିବେ ।…