Daily Archives

March 3, 2020

ଅମାନିଆ ଚାଳକଙ୍କୁ ମୋଟା ଅଙ୍କର ତଣ୍ଡ। ସମ୍ବଲପୁରରେ ଅଟୋକୁ ୩୦ ହଜାର ୫ ଶହ ଟଙ୍କାର ଫାଇନ। ବିଏମସି ଗାଡିକୁ ୩୨ ହଜାର…

କନକ ବ୍ୟୁରୋ: ବିଏମସି ଗାଡିକୁ ଟ୍ରାଫିକ୍ ଛାଟ୍ । ଆଇନର ଫାଶରେ ବି ବର୍ତ୍ତିପାରିନି ସରକାରୀ ଗାଡି । ଗତ ୧ତାରିଖରୁ ସାରା ରାଜ୍ୟରେ ପୁଣି ଆରମ୍ଭ ହୋଇଯାଇଛି ଟ୍ରାଫିକ୍ ଧରପଗଡ । ଆଉ ବେପରୁଆ ଗାଡି ଚାଳକଙ୍କ ଉପରେ ପଡୁଛି ମୋଟା ଅଙ୍କର ଫାଇନ । ତେବେ ଟ୍ରାଫିକ୍ ନିୟମକୁ ବର୍ତ୍ତି ପାରି ନାହିଁ…

ପୁରୀ ବଡଦାଣ୍ଡରେ ଆଉ ଜଣେ ଉଚ୍ଚଶିକ୍ଷିତା ଭିକାରୁଣୀ : କମ୍ୟୁଟରରେ ପି.ଜି, ମୁହଁରେ ଅନର୍ଗଳ ଇଂରାଜୀ . . . .ଓଡିଶାର…

କନକ ବ୍ୟୁରୋ : ପୁରୀ ବଡଦାଣ୍ଡରୁ ଭିକାରୀଙ୍କୁ ଥଇଥାନ କରିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା । ଆଉ ସ୍ଥାନାନ୍ତର ବେଳେ ପୁଣି ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ଜଣଙ୍କ ପରେ ଜଣେ ଉଚ୍ଚଶିକ୍ଷିତ ଭିକାରୀ ସାମ୍ନାକୁ ଆସୁଛନ୍ତି । ପଶ୍ଚିମବଙ୍ଗରୁ ଜଣେ ଉଚ୍ଚଶିକ୍ଷିତା ମହିଳା ବଡଦାଣ୍ଡରେ…

ମାଲକାନଗିରିରେ ତରଭୁଜର ଅଭାବୀ ବିକ୍ରି : ବଜାର ନଥିବାରୁ ଗାଈଗୋରୁ ଖାଉଛନ୍ତି ସୁଆଦିଆ ତରଭୁଜ,ବିଲରେ ପଚି ସଢି ନଷ୍ଟ…

କନକ ବ୍ୟୁରୋ : ମାଲକାନଗିରିରେ ତରଭୁଜର ଅଭାବୀ ବିକ୍ରି । ଉଚିତ ବଜାର ନଥିବାରୁ ଗାଈଗୋରୁ ଖାଉଛନ୍ତି ସୁଆଦିଆ ତରଭୁଜ । ଫଳରେ ବିଲରେ ପଚି ସଢି ନଷ୍ଟ ହେଉଛି ଶହ ଶହ ତରଭୁଜ । ଓଡିଶା ଠାରୁ ଆରମ୍ଭ କରି ପଡୋଶୀ ଛତିଶଗଡ ଓ ଆନ୍ଧ୍ର ତେଲେଙ୍ଗାନା ଯାଏଁ ସବୁଠି ମାଲକାନଗିରି ତରଭୁଜର ବେଶ ଚାହିଦା…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଆରଏନବି ବିଭାଗର ଅଧୀକ୍ଷଣ ଯନ୍ତ୍ରୀ : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବିନୋଦ…

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଆରଏନବି ବିଭାଗର ଅଧିକ୍ଷଣ ଯନ୍ତ୍ରୀ । ରୋଡ ଆଣ୍ଡ ବିଲଡିଂ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ବିନୋଦ ପାଢୀଙ୍କ ବାସଭବନରେ ଚଢାଉ ଚାଲିଛି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନର ୧୨ଟି ସ୍ଥାନରେ ଭିଜିଲାନ୍ସର ୧୨ଟି ଟିମ ଚଢାଉ କରୁଛନ୍ତି ।…

ବାଲେଶ୍ୱରରେ ବେଧଡକ ଭାବେ ଚାଲିଛି ବ୍ରାଉନସୁଗାର କାରବାର । ୬ମାସ ମଧ୍ୟରେ ୨ କିଲୋ ୩୩୫ ଗ୍ରାମର ବ୍ରାଉନ ସୁଗାର ଜବତ ସହ…

କନକ ବ୍ୟୁରୋ: ବାଲେଶ୍ୱର ଜଳେଶ୍ୱରରେ ବେଧଡକ ଭାବେ ଚାଲିଛି ବ୍ରାଉନସୁଗାର କାରବାର । ଗତ ୬ମାସ ମଧ୍ୟରେ ୨ କିଲୋ ୩୩୫ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଥିବାବେଳେ ୨୬ଜଣ ଗିରଫ ହୋଇସାରିଲେଣି । ପ୍ରତ୍ୟେକ ଦିନ ଏଠାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ କୋଟି କୋଟି ଟଙ୍କାର ବ୍ରାଉନ ସୁଗାର କାରବାର ହେଉଛି…

ଆଜି ବି ଚାଳିଛି ଜୋରଦାର ଚେକିଂ। ରାଜ୍ୟର ପ୍ରତିଟି କଳିକନ୍ଦିରେ ରହିଛି ପୁଲିସର ନଜର । ସମ୍ବଲପୁରରେ ଅଟୋକୁ ୩୦ ହଜାର ୫…

କନକ ବ୍ୟୁରୋ: ତୃତୀୟ ଦିନରେ ଟ୍ରାଫିକ ପୁଲିସର ଧରପଗଡ ଜାରି ରହିଛି । ସମ୍ବଲପୁରରେ ଗାଡି ମୋଟର ଯାଂଚ କଡାକଡି ଚାଲିଛି । ଆଜି ସମ୍ବଲପୁରରେ ଗୋଟିଏ ଅଟୋକୁ ୩୦ ହଜାର ୫ଶହ ଟଙ୍କାର ଫାଇନ ହୋଇଛି । ଯାତ୍ରୀବାହୀ ଅଟୋରେ ମାଲ ପରିବହନ କରୁଥିବାରୁ ମୋଟ ଅଙ୍କର ଜରିମାନା କଷିଛି ଟ୍ରାଫିକ ପୁଲିସ ।…