Daily Archives

March 3, 2020

ଦିଲ୍ଲୀ ପୁଲିସ୍ ର ବଡ଼ ନିଷ୍ପତ୍ତି : ବିଜେପି ନେତା କପିଲ୍ ମିଶ୍ରାଙ୍କୁ ଦିଆଯିବ Y+ ସୁରକ୍ଷା 

ନାଗରିକତା ସଂଶୋଧନ କାନୁନ୍ (ସିଏଏ) ସପକ୍ଷରେ ସମର୍ଥନ ଦେଇଥିବା ଉତ୍ତର ମଡଲ୍ ଟାଉନ୍ ର ବିଜେପି ନେତା କପିଲ୍ ମିଶ୍ରାଙ୍କୁ ଦିଲ୍ଲୀ ପୁଲିସ ପକ୍ଷରୁ Y+ ସୁରକ୍ଷା ଦିଆଯାଇଛି । କପିଲ୍ ମିଶ୍ରା ନିଜର ବିବାଦ ଭରା ବୟାନକୁ ନେଇ ଖୁବ୍ ଚର୍ଚ୍ଚାରେ ଥିବା ବେଳେ ଦିଲ୍ଲୀ ହିଂସାରେ ଲୋକଙ୍କୁ ଉସକାଇବା…

ଛତିଶଗଡରେ ଆତ୍ମସମର୍ପଣ କଲା ନୟାଗଡ ଅସ୍ତ୍ରାଗାର ଲୁଟର ମାଷ୍ଟରମାଇଣ୍ଡ । ଗରିଲା ଯୁଦ୍ଧ ପାଇଁ ମାଓବାଦୀଙ୍କୁ ଦେଉଥିଲେ…

କନକ ବ୍ୟୁରୋ: ଛତିଶଗଡ ପୁଲିସ ନିକଟରେ ଆତ୍ମସମର୍ପଣ କଲେ ନୟାଗଡ ଅସ୍ତ୍ରାଗାର ଲୁଟର ମାଷ୍ଟରମାଇଣ୍ଡ ସୋନୁ ଓରଫ ଡାକ୍ତର ପ୍ରଶାନ୍ତ । ୨୦୦୯ ନୟାଗଡ ଅସ୍ତ୍ରାଗାର ଲୁଟ ଘଟଣାରେ ସୋନୁ ସକ୍ରିୟ ଥିଲେ । ଉଭୟ ଛତିଶଗଡ ଓ ଓଡିଶାରେ ତାଙ୍କ ନାଁରେ ଲକ୍ଷାଧିକ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା ।…

ଘର ପଛପଟେ ପଡ଼ିରହିଛି ବର୍ଷକର ପରିଶ୍ରମ : ଟୋକନ୍ ନମିଳିବାରୁ ବିକ୍ରି ହେଇ ପାରୁନି ଧାରକରଜ କରି ଅମଳ କରିଥିବା ଧାନ,…

କନକ ବ୍ୟୁରୋ : ଚାଷୀଙ୍କ ଉପରେ ଦାଉ ସାଧୁଛି ଟୋକନ୍ ବ୍ୟବସ୍ଥା । ଚାଷୀଙ୍କୁ ଦାଉ ସରକାର ଚାଷୀମାନଙ୍କ ହିତ ଉଦ୍ଧେଷ୍ୟରେ କରିଥିଲେ ଟୋକନ୍ ବ୍ୟବସ୍ଥା । ହେଲେ ଏହି ବ୍ୟବସ୍ଥା ଯୋଗୁଁ ପ୍ରକୃତ ଚାଷୀମାନେ ବଳି ପଡ଼ିଯାଉଥିବା ନଜରକୁ ଆସିଛି । ଫଳରେ ଆତ୍ମହତ୍ୟା ଭଳି ଚରମ ଚେତାବନୀ ଦେଇଛନ୍ତି ଚାଷୀ ।…

ଗଂଜାମ ସୋମପୁର ଗାଁରେ ଅଘଟଣ । ଖେଳୁଥିବା ସମୟରେ ଫାଟିଲା ଡିଟୋନେଟର । ୩ ପିଲାଙ୍କ ଛିଣ୍ଡିଲା ଆଙ୍ଗୁଳି, ମୁହଁରେ ବି…

କନକ ବ୍ୟୁରୋ: ଡିଟୋନେଟର ବିସ୍ଫୋରଣରେ ତିନି ଛାତ୍ର ଗୁରୁତର । ଗଂଜାମ ଜିଲ୍ଲା ହିଞ୍ଜଳି କାଟୁ ଥାନା ସୋମପୁର ଗାଁରେ ଘଟିଛି ଏହି ଅଘଟଣ । ପିଲାମାନେ ଖେଳୁଥିବା ବେଳେ ଡିଟୋନେଟର ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ତିନି ଜଣ ଛାତ୍ର ଆହତ ହୋଇଛନ୍ତି । ତିନି ଛାତ୍ରଙ୍କ ଆଙ୍ଗୁଳି ଛିଣ୍ଡିବା…

ମିରିଗି ରୋଗର ଜୋତା ଶୁଙ୍ଘା ଉପଚାର : ସାମୂହିକ ବିବାହ ବେଳେ ଅଚେତ ହୋଇଥିବା ବରକୁ ଜୋତା ଶୁଙ୍ଘାଇ ଚେତା ଫେରାଇ ଆଣିବାକୁ…

କନକ ବ୍ୟୁରୋ : ମିରିଗି ରୋଗର ଉପଶମ ପାଇଁ ଜୋତା ଶୁଙ୍ଘା ଉପଚାର । ଏପରି ଅଭାନୀୟ ଚିତ୍ର ଆସିଛି ମାନକାନଗିରି ସୀମାନ୍ତ ଛତିଶଗଡ ଦାନ୍ତେବାଡା ଜିଲ୍ଲାରୁୁ । ରାଜ୍ୟ ସରକାରଙ୍କ ପକ୍ଷରୁ ସେଠାରେ ଏକ ସାମୁହିକ ବିବାହର ଆୟୋଜନ କରାଯାଇଥିଲା । ତେବେ ବିବାହ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଜଣେ ବର…

୫ରୁ ୨୦ ଯାଏ ପାଳନ ହେବ ବିଜୁ ଜୟନ୍ତୀ ! ମାର୍ଚ୍ଚ ୫ରୁ ୨୦ ତାରିଖ ଯାଏ ବିଭିନ୍ନ ନିର୍ବାଚନମଣ୍ଡଳୀ ସ୍ତରରେ ବିଜୁ ଜୟନ୍ତୀ…

କନକ ବ୍ୟୁରୋ: ଆସନ୍ତା ମାର୍ଚ୍ଚ ୫ ତାରିଖରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜୟନ୍ତୀ। ଏହାକୁ ପ୍ରଭାବୀ ଢଙ୍ଗରେ ପାଳନ କରିବା ପାଇଁ ବିଜେଡି ନିଷ୍ପତ୍ତି ନେଇଛି। ୫ରୁ ୨୦ ତାରିଖ ଯାଏ ବିଭିନ୍ନ ନିର୍ବାଚନମଣ୍ଡଳୀ ସ୍ତରରେ ଏହା ପାଳିତ ହେବ। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ…