Daily Archives

March 3, 2020

କରୋନାକୁ ମୁକାବିଲା କରିବ ଭାରତର ପ୍ରାକୃତିକ ସୁରକ୍ଷା କବଚ! ଜାଣନ୍ତୁ କାହିଁକି ସହଜରେ ଭାରତରେ ବ୍ୟାପିବ ନାହିଁ କରୋନା…

କନକ ବ୍ୟୁରୋ : ଭାରତ ପାଇଁ କେତେ ବିପଦ ସୃଷ୍ଟି କରିପାରେ କରୋନା ଭୂତାଣୁ । ବିଶେଷଜ୍ଞଙ୍କ କହିବା ହେଲା ଭାରତୀୟ ପାଣିପାଗ ଅପେକ୍ଷାକୃତ ଉଷ୍ମ ଓ ବାୟୁମଣ୍ଡଳରେ ଅଧିକ ଆର୍ଦ୍ରତା ରହୁଥିବାରୁ ଏହା କରୋନା ଭାଇରସକୁ ବ୍ୟାପିବାରେ ସହାୟକ ହେବନାହିଁ । ଭୟାବହ କରୋନା ଭୂତାଣୁ ସାରା ବିଶ୍ୱରେ ୩…

ସାରା ରାଜ୍ୟକୁ ସତର୍କ କଲା ପାରାଦୀପ ବନ୍ଦରରୁ ବାହାରିଥିବା ଆମ୍ବୁଲାନ୍ସ୍ । ଦୁଇ କରୋନା ସନ୍ଦିଗ୍ଧଙ୍କୁ ଅଣାଗଲା କଟକ ।…

କନକ ବ୍ୟୁରୋ : କବାଟ ବାଡଉଛି କରୋନା । ଗତକାଲି ଦିଲ୍ଲୀରେ ଦୁଇ ଜଣ ସନ୍ଦିଗ୍ଧଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ଆଜି ଓଡିଶାରେ ଦୁଇ ଜଣଙ୍କ ଠାରେ କରୋନା ସନ୍ଦେହ କରି କଟକର ଆଇସୋଲେସନ ୱାର୍ଡରେ ଭର୍ତି କରାଯାଇଛି । ଏହି ଦୁଇ ଜଣ ସ୍ୱାମୀ-ସ୍ତ୍ରୀ ସିଙ୍ଗାପୁରରୁ ଆସିଥିଲେ । ସେପଟେ…

ଆଖିରେ ଧାରଧାର ଲୁହ ଓ ହାତରେ ୩ ବର୍ଷର ରୋଗୀଣା ପୁଅ । ମୁଖ୍ୟମନ୍ତ୍ରୀଙ୍କୁ ଦୁଃଖ ଜଣାଇବା ପୂର୍ବରୁ ମଞ୍ଚରୁ ତଳକୁ ବିଦା…

କନକ ବ୍ୟୁରୋ :  ଆଖିରେ ଧାରଧାର ଲୁହ ଓ ହାତରେ ୩ ବର୍ଷର ରୋଗୀଣା ପୁଅ । ଦିନ ୧୦ ଟାରୁ ସୁନ୍ଦରଗଡ ଭବାନୀ ଭବନ ପଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅପେକ୍ଷା କରିଥିଲେ ଭାଲୁଲତା ଗାଁ ର କୁମୁଦ କିସାନ । ମୁଖ୍ୟମନ୍ତ୍ରୀ କିମ୍ବା ତାଙ୍କ ହେଲିକେପ୍ଟରକୁ ଦେଖିବାକୁ ଆସିନଥିଲେ ବରଂ ନିଜ ୩ ବର୍ଷିୟ କଅଁଳ…

ସଂସଦରେ ବଲାଙ୍ଗୀର ସାଂସଦଙ୍କୁ କଂଗ୍ରେସ ମହିଳା ସାଂସଦଙ୍କ ଆକ୍ରମଣ! ଟଣାଓଟରା ସହ ମାଡ ମାରିଥିବା ଅଭିଯୋଗ ଆଣିଲେ…

କନକ ବ୍ୟୁରୋ : ସଂସଦରେ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓଙ୍କ ଉପରେ ଆକ୍ରମଣ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କଂଗ୍ରେସର ଦୁଇ ମହିଳା ସାଂସଦ ରମ୍ୟା ଓ ଜ୍ୟୋତି ମଣି ତାଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ଆଣିଛନ୍ତି ସଙ୍ଗୀତା । ସଙ୍ଗୀତାଙ୍କ ଅଭିଯୋଗ ଅନୁଯାୟୀ, ସଂସଦରେ ଦ୍ୱିତୀୟ…

ଚର୍ଚ୍ଚାରେ ବାମନ ବିବାହ : କେନ୍ଦ୍ରାପଡା ପତ୍ରକଣା ଗାଁର ସୁଚିତ୍ରାଙ୍କ ହାତ ଧରିଲେ କଣ୍ଟାପଡାର ସୁଜିତ ମଲ୍ଲିକ,…

କନକ ବ୍ୟୁରୋ : ଭଗବାନଙ୍କ ସୃଷ୍ଟିରେ କେହି ବି ମଣିଷ ବଡ ସାନ, ଧନୀ, ଗରିବ, ଶାରୀରିକ ଭାବେ ସକ୍ଷମ ବା ଅକ୍ଷମ ନଥାନ୍ତି ।  ଏହି ପାର୍ଥକ୍ୟ ତ ଆମ ସମାଜ ଓ ଏଥିରେ ବସବାସ କରୁଥିବା ଲୋକଙ୍କ ସୃଷ୍ଟି । ଆଉ ଏହି ପାର୍ଥକ୍ୟ କାରଣରୁ ବାମନ ହୋଇ ଜନ୍ମ ଲାଭ କରିଥିବା କଣ୍ଟାପଡା ବ୍ଲକର ସୁଜିତ…

କୋମାରେ ସୁବର୍ଣ୍ଣଗିରିର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର : ନା ଅଛନ୍ତି ଡାକ୍ତର ନା ଅଛନ୍ତି ଫାର୍ମାସିଷ୍ଟ, ହନ୍ତସନ୍ତ…

କନକ ବ୍ୟୁରୋ : ସ୍ୱାସ୍ଥ୍ୟ ସେବାକୁ ସୁଧାରିବା ପାଇଁ ଆକ୍ସନ ମୋଡରେ ସରକାର । ଫାଇଭ୍ ଟି ସଚିବ ଘନଘନ ଡାକ୍ତରଖାନା ଗସ୍ତ କରି ସ୍ଥିତି ପରଖିଲେ, ରୋଗୀଙ୍କୁ ଭେଟି ଆଲୋଚନା କରିବା ସହ ଡାକ୍ତରଖାନାର ସ୍ଥିତି ସୁଧାରିବା ପାଇଁ ନିର୍ଦେଶ ଦେଲେ ରାଜ୍ୟ ସରକାର । ହେଲେ କନ୍ଧମାଳର ଜିଲ୍ଲାର ଏମିତି ଏକ…