Daily Archives

March 3, 2020

ଖଣି ଅଞ୍ଚଳରୁ ସାମ୍ନାକୁ ଆସିଛି ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର : ୪୦ ବର୍ଷ ହେବ ରାସ୍ତା ଉପରେ ଚାଲିଛି ଅଙ୍ଗନୱାଡି…

କନକ ବ୍ୟୁରୋ : ମାସେ କି ବର୍ଷେ ନୁହେଁ ୪୦ ବର୍ଷ ହେବ ରାସ୍ତା ଉପରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର । ହେଲେ ଏଥିପ୍ରତି କାହାର କାହାର ନଜର ନାହିଁ । ସବୁଠାରୁ ବିଡମ୍ବନାର ବିଷୟ ଏମିତି ଖବର ଆସିଛି କେନ୍ଦୁଝର ଶୁଆକାଟୀ ସ୍ଥିତ ଗନ୍ଧମାର୍ଦ୍ଦନ ଓଏମସି ଖଣି ସଂଲଗ୍ନ ଅଂଚଳରୁ । ଖଣି ପାଇଁ ସର୍ବାଧିକ…

ଫାଇନ ଦେବାକୁ ନେଇ ଗଣ୍ଡଗୋଳ : ସମ୍ବଲପୁର ଲକ୍ଷ୍ମୀ ଟକିଜ ଛକରେ ଟ୍ରାଫିକ ଫୁଲିସ ଓ ଜନତା ମୁହାଁମୁହିଁ, ଗୋଟିଏ ବାଇକରେ ୩…

କନକ ବ୍ୟୁରୋ : ସମ୍ବଲପୁର ଲକ୍ଷ୍ମୀ ଟକିଜ ଛକରେ ଟ୍ରାଫିକ ଫୁଲିସ ଓ ଜନତା ମୁହାଁମୁହିଁ । ଟ୍ରାଫିକ ଯାଂଚ ବେଳେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି । ଲକ୍ଷ୍ମୀ ଟକିଜ ଛକରେ ଗୋଟିଏ ବାଇକରେ ୩ ଜଣ ବସିକି ଯାଉଥିବା ବେଳେ ଟ୍ରାଫିକ ପୁଲିସ ହାବୁଡରେ ପଡିଥିଲେ । ସଂପୃକ୍ତ ଯୁବକ ଫାଇନ ଦେବାକୁ…

କଟକ ବଡ ମେଡିକାଲରେ ଭର୍ତ୍ତି ହେଲେ କରୋନା ସନ୍ଦୀଗ୍ଧ ଦମ୍ପତି :  ସିଙ୍ଗାପୁରରୁ ଆସିଥିବା ଦମ୍ପତିଙ୍କୁ ଏସସିବି…

କନକ ବ୍ୟୁରୋ : ଏସସିବିରେ କରୋନା ଭୂତାଣୁ ଆକ୍ରାନ୍ତ ସନ୍ଦେହରେ ପାରାଦୀପ ବନ୍ଦରରେ ଅଟକ ଦମ୍ପତି କଟକ ସ୍ଥାନାନ୍ତର । ସନ୍ଦୀଗ୍ଧ ସ୍ୱାମୀ-ସ୍ତ୍ରୀ ଉଭୟ ସିଙ୍ଗାପୁରରୁ ଜାହାଜ ଯୋଗେ ଫେରିଥିଲେ । ପାରାଦୀପ ବନ୍ଦରରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ସେମାନଙ୍କ ସ୍ୱାସ୍ଥ୍ୟ ଯାଂଚ କରିବା ପରେ…

ପାରାଦୀପ ବନ୍ଦରରେ କରୋନା ସନ୍ଦିଗ୍ଧ ଦମ୍ପତ୍ତି : ସଂକ୍ରମଣ ସନ୍ଦେହରେ ଜାହାଜରେ ପହଞ୍ଚି ଯାଞ୍ଚ କରୁଛି ଡାକ୍ତରୀ ଦଳ

କନକ ବ୍ୟୁରୋ : କରୋନା ଭୂତାଣୁ ଆକ୍ରାନ୍ତ ସନ୍ଦେହରେ ୨ଜଣଙ୍କୁ ପାରାଦୀପ ବନ୍ଦରରେ ଅଟକ ରଖାଯାଇଛି । ୨ଜଣ ସନ୍ଦିଗ୍ଧ ସ୍ୱାମୀ-ସ୍ତ୍ରୀ ହୋଇଥିବାବେଳେ ଉଭୟ ସିଙ୍ଗାପୁରରୁ ଜାହାଜ ଯୋଗେ ଫେରିଛନ୍ତି । ପାରାଦୀପ ବନ୍ଦରରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ପହଁଚି ଦୁହିଁଙ୍କ ସ୍ୱାସ୍ଥ୍ୟର ଯାଂଚ କରୁଛି ।…

୯ ଦିନର ଲୁଚକାଳି ଖେଳ ପରେ ଗିରଫ ହେଲା ମହମ୍ମଦ ଶାହାରୁଖ : ଦିଲ୍ଲୀ ହିଂସା ସମୟରେ ପୁଲିସକର୍ମୀଙ୍କ ଉପରକୁ ଗୁଳି…

କନକ ବ୍ୟୁରୋ : ଦିଲ୍ଲୀ ହିଂସା ସମୟରେ ପୁଲିସ ଉପରକୁ ଗୁଳି ଚଳାଇଥିବା ଶାହାରୁଖଙ୍କୁ ଶେଷରେ ଗିରଫ କରାଯାଇଛି । ୯ଦିନର ଲୁଚକାଳି ଖେଳ ପରେ ଅଭିଯୁକ୍ତକୁ ଧରିଛି ପୋଲିସ୍ । ଦିଲ୍ଲୀର କ୍ରାଇମବ୍ରାଞ୍ଚ ଟିମ୍ ଉତ୍ତରପ୍ରଶେର ସାମଲିରୁ ମହମ୍ମଦ ଶାହାରୁଖକୁ ଗିରଫ କରିଛି । ଶାହାରୁଖକୁ ବର୍ତ୍ତମାନ…

ସୋସିଆଲ ମିଡିଆ ଛାଡିବେନି ମୋଦି: ଟୁଇଟ କରି କହିଲେ, ମହିଳାଙ୍କ ଯୋଗଦାନ ପାଇଁ ସମର୍ପିତ ହେବ ତାଙ୍କ ଆକାଉଂଟ; ମହିଳା…

କନକ ବ୍ୟୁରୋ: ସୋସିଆଲ ମିଡିଆ ଛାଡିବା ନେଇ ପ୍ରଧାନମନ୍ତ୍ରୀଙ୍କ ପୁୁଣି ଟୁଇଟ । କହିଲେ, ମହିଳାଙ୍କ ଯୋଗଦାନ ପାଇଁ ସମର୍ପିତ ହେବ ତାଙ୍କ ଆକାଉଂଟ । ମହିଳା ଦିବସରେ ପ୍ରେରଣା ଯୋଗାଇଥିବା ମହିଳାଙ୍କୁ ସମର୍ପିିତ ହେବ ବୋଲି ଟୁଇଟରେ କରିଛନ୍ତି ନରେନ୍ଦ୍ର ମୋଦି । ତେବେ ସୋସିଆଲ ମିଡ଼ିଆ ଛାଡିବେ…