Daily Archives

February 27, 2020

ପେନସିଲ ମୁନରେ ଶିଳ୍ପୀର ଭାବନା । ବାସ୍ତବତା ପାଖରେ ବନ୍ଧା ପଡିଛି ଚିତ୍ରକରର ସ୍ୱପ୍ନ । ତଥାପି ଦାରିଦ୍ର୍ୟତା ଆଗରେ…

କନକ ବ୍ୟୁରୋ: ବୟସ ମାତ୍ର ୧୮ବର୍ଷ । ହେଲେ କାନ୍ଧରେ ପରିବାରର ବୋଝ । ଘର ଚଳାଇବା ପାଇଁ ଏକ ଦୋକାନରେ ଚାକିରୀ କରୁଛନ୍ତି ସତ ମାତ୍ର ସ୍ୱପ୍ନ ଜଣେ ଚିତ୍ରକର ହେବାର । ପଢନ୍ତୁ କେନ୍ଦୁଝର ଜିଲ୍ଲା ଚଣ୍ଡାଳୀ ଗାଁର ଯୁବ ଚିତ୍ରକର ରୁଦ୍ରଙ୍କ ସଂଘର୍ଷପୂର୍ଣ୍ଣ କାହାଣୀ । କାଗଜରେ ପେନସିଲ…

ଆଉ ଚଳିବନି ଜଙ୍ଗଲରେ ମାଫିଆଙ୍କ ରାଜ୍ । ଜଙ୍ଗଲ ସୁରକ୍ଷା ଦାୟିତ୍ୱ ନେଲେ ଆଦିବାସୀ ମହିଳା । ମାଁ ଭଗବତୀ ସଂଗଠନ ଗଢି…

କନକ ବ୍ୟୁରୋ: ଜଙ୍ଗଲର ସୁରକ୍ଷା ଚିନ୍ତା ପାଇଁ ଅଂଟା ଭିଡିଛନ୍ତି ମହିଳା । ଉପାନ୍ତ ଗାଁର ଜଙ୍ଗଲକୁ ଜଗୁଛନ୍ତି ଆଦିବାସୀ ମହିଳା । ଜଙ୍ଗଲ କୁ ଦଲାଲି ମୁକ୍ତ ଓ କାଠ ମାଫିଆଙ୍କ କବଳରୁ ମୁକଳାଇବା ପାଇଁ ମାଁ ଭଗବତୀ ସଂଗଠନ ର ସଦସ୍ୟାମାନେ ଆରମ୍ଭ କରିଛନ୍ତି ଏକ ନିଆରା ଅଭିଯାନ । ହାତରେ ଡାଳ ଓ…

ଘର ଚଳାଉଛି ବୁଢା ବାପା…ବୃଦ୍ଧଙ୍କ ଉପରେ ପରିବାରର ବୋଝ । ସ୍ତ୍ରୀ ଓ ଦୁଇ ଦୁଇଟି ଭେଣ୍ଡିଆ ପୁଅ ଅଜଣା ରୋଗରେ…

କନକ ବ୍ୟୁରୋ: ଘରେ ଦୁଇ ଦୁଇଟି ଭେଣ୍ଡିଆ ପୁଅ । ତଥାପି ପରିଣତ ବୟସରେ ଖଟୁଛି ବୃଦ୍ଧ ବାପା । ସ୍ତ୍ରୀ, ୨ ପୁଅ ଅଜଣା ରୋଗରେ ଆକ୍ରାନ୍ତ ହେବା ପରେ ୧୦ପ୍ରାଣୀ କୁଟୁମ୍ବର ବୋଝ ଏବେ ୭୦ ବର୍ଷୀୟ ବୁଦ୍ଧ ଗଣେଶ୍ୱର ନାୟକଙ୍କ କାନ୍ଧରେ । ଏ କୌଣସି ଉପାନ୍ତ ଅଂଚଳର କଥା ନୁହେଁ, କଟକ ମୁଖ୍ୟଳାୟଠାରୁ…

ପ୍ରତିଶ୍ରୁତିରେ ରହିଗଲା ରେଳ ପ୍ରକଳ୍ପ । ଜିଲ୍ଳାବାସୀଙ୍କ ପାଇଁ ରେଳ ପାଲଟିଲା ସ୍ୱପ୍ନ । ଚୁକ୍ତିନାମାର ୪ ବର୍ଷ ପରେ ବି…

କନକ ବ୍ୟୁରୋ: ପ୍ରତିଶ୍ରୁତିରେ ରହିଗଲା ରେଳ ପ୍ରକଳ୍ପ । ଜିଲ୍ଳାବାସୀଙ୍କ ପାଇଁ ପାଲଟିଲା ରେଳ ସ୍ୱପ୍ନ । ଭୋଟ ସମୟ ଆସିଲେ ନେତାଙ୍କୁ ମନେ ପଡ଼େ ମାଓ ଅଚଂଳର ବିକାଶ କଥା । ଆଉ ଭୋଟ ପାଇବା ଆଶାରେ ଅଜାଡ଼ୁଛନ୍ତି ପୁଳା ପୁଳା ପ୍ରତିଶୃତି । ହେଲେ ନେତାଙ୍କ ପ୍ରତିଶ୍ରୁତି କିଭଳି କାମ କରେ, ତାର ଏକ…

ଶାହଙ୍କ ଓଡିଶା ଗସ୍ତକୁ ନେଇ ତେଜିଲା ରାଜନୀତି: କଂଗ୍ରେସ କହିଲା, ଦିଲ୍ଲାରେ ହିଂସାକାଣ୍ଡ ବେଳେ ଗୃହମନ୍ତ୍ରୀ ଆଇନ…

କନକ ବ୍ୟୁରୋ: ଆସନ୍ତାକାଲି ୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ରାଜ୍ୟ ଲୋକସେବା ଭବନରେ ହେବାକୁ ଥିବା ପୂର୍ବାଚଂଳ ଆଂଚଳିକ କମିଟି ବୈଠକରେ ସାମିଲ ହୋଇ ନକ୍ସଲବାଦ, କେନ୍ଦ୍ରୀୟ ଅନୁଦାନ ଓ ବ୍ୟାଙ୍କି ସେକ୍ଟର ସଂପର୍କରେ ଆଲୋଚନା କରିବେ ଅମିତ ଶାହ । ଓଡିଶା,…

ଦିଲ୍ଲୀରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ବିରଳ ଫଟୋ ପ୍ରଦର୍ଶନୀ: ପୁଅ ପ୍ରେମ ପଟ୍ଟନାୟକ ଓ ନାତି ଅରୁଣ ପଟ୍ଟନାୟକ କହିଲେ,…

କନକ ବ୍ୟୁରୋ: ଇଣ୍ଡୋନେସିଆ ମୁକ୍ତି ଆନ୍ଦୋଳନରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅବଦାନ ଓ ଉପଲବ୍ଧିକୁ ନେଇ ଦିଲ୍ଲୀରେ ବିରଳ ଫଟୋ ଚିତ୍ର ପ୍ରଦର୍ଶନୀ । ଇଣ୍ଡୋନେସିଆବାସୀ ଆଜି ବି ବିଜୁ ବାବୁଙ୍କ ଅବଦାନକୁ କିଭଳି ମନେ ରଖିଛନ୍ତି ସେହି ଉଦ୍ଦେଶ୍ୟରେ ଏହି ଫଟୋ ଚିତ୍ର ପ୍ରଦର୍ଶନୀ ଆୟୋଜିତ…