Daily Archives

February 27, 2020

ରାଜଧାନୀରେ ବିକ୍ରି ହେଉଛି ଶିଶୁପୁତ୍ର ! ୧୯ ଦିନର ପୁଅକୁ ୫ ଲକ୍ଷ ଟଙ୍କାରେ ବିକିଦେଲା ମାଆ ! ଖଣ୍ଡଗିରି ଥାନାରେ…

କନକ ବ୍ୟୁରୋ: ରାଜଧାନୀରୁ ଆସିଛି ଶିଶୁ ବିକ୍ରିର ଚାଂଚଲ୍ୟକର ଖବର । ନିଜ ଜନ୍ମ କଲା ପୁଅକୁ ୫ ଲକ୍ଷ ଟଙ୍କାରେ ବିକ୍ରି କରିଦେଲା ମାଆ । ୧୯ ଦିନର ପୁଅକୁ ମାଆ ବିକ୍ରି କରିଥିବା ଅଭିଯୋଗ ହୋଇଛି । କୋର୍ଟ ପେପରରେ ପୁଅ ବିକ୍ରି ନେଇ ମାଆ ଲେଖିଦେଇଥିବା ସୂଚନା । ୫ ନଂବର ପୁଅକୁ ୫ ଲକ୍ଷ ଟଙ୍କାରେ…

ପୋଲିସ୍ ବାବୁଙ୍କୁ ଶହେ ସଲାମ୍ : ବ୍ୟସ୍ତବହୁଳ ରାସ୍ତା ପାର୍ ହେବାକୁ ବୃଦ୍ଧାଙ୍କୁ ହେଉଥିଲା କଷ୍ଟ , କୋଳରେ ଉଠାଇ…

ବର୍ତ୍ତମାନ ସମୟରେ ଦେଶର ପରିସ୍ଥିତିକୁ ନଜରରେ ରଖି ପୋଲିସକର୍ମୀଙ୍କ ଉପରେ ଏଭଳି ଖବର ଆସୁଛି ଯାହା ତାଙ୍କ କାର୍ଯ୍ୟ କୁଶଳତା ଏବଂ ସମ୍ବେଦନଶୀଳତାକୁ ଦର୍ଶାଉଛି । ପ୍ରତିଦିନ ଖବରକାଗଜର ମୁଖ୍ୟ ପୃଷ୍ଠାରେ ଭ୍ରଷ୍ଟାଚାର ତଥା ନିଜେ ନିୟମ ନମାନିବାକୁ ନେଇ ପୋଲିସ୍ କର୍ମୀଙ୍କୁ ଟାର୍ଗେଟ୍ କରାଯାଉଛି…

ଗାଡି ଚାଳକଙ୍କ ପାଇଁ ସତର୍କ ଘଂଟି ! ଏଣିକି ନିୟମ ଭାଙ୍ଗିଲେ ରଦ୍ଦ ହେବ ଲାଇସେନ୍ସ,ଗଣିବେ ମୋଟା ଅଙ୍କର ଜରିମାନା ।…

କନକ ବ୍ୟୁରୋ: କଂଟ ପୂରିଲା, ଏଣିକି କଡାକଡି ହେବ ଚେକିଂ । ପୁଣି ମାର୍ଚ୍ଚ ପହିଲା ତଥା ୧ ତାରିଖରୁ ରାଜ୍ୟରେ କଡାକଡି ହେବ ନୂଆ ମୋଟର ଯାନ ଆଇନ । ଏନେଇ ଆଜି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ  । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ୬ ମାସର କଂଟ ପୂରି ଗଲାଣି । ଏଣିକି ଆଉ…

ଦିଲ୍ଲୀ ହିଂସା : ଛାତ ଉପରୁ ମିଳିଲା ପେଟ୍ରୋଲ୍ ବୋମା , ଇଟା , ପଥର , ବନ୍ଧୁକ ! ଫସିଲେ ଆପ୍ କାଉନସିଲର୍ ତାହିର୍…

ଦିଲ୍ଲୀ ଉତ୍ତର-ପୂର୍ବ ହିଂସାକୁ ଉସକାଇବାରେ ଆପ୍ କାଉନସିଲର୍ ତାହିର୍ ହୁସେନଙ୍କ ହାତ ଥିଲା? ଏହାକୁ ନେଇ ଏବେ ଚର୍ଚ୍ଚା , ବିତର୍କ ଆରମ୍ଭ ହୋଇଯାଇଛି । ଏବେ ତାଙ୍କ ଘରୁ ଆସିଥିବା କିଛି ଫଟୋ ସନ୍ଦେହକୁ ଆହୁରି ଗଭୀର କରିଦେଉଛି । ତାହିରଙ୍କ ଘରୁ ପେଟ୍ରୋଲ୍ ବୋମା , ବନ୍ଧୁକ ଏବଂ ଟ୍ରେରେ…

ଦିଲ୍ଲୀ ହିଂସା ମାମଲାରେ ରାଷ୍ଟ୍ରପତିଙ୍କୁ ଭେଟିଲା କଂଗ୍ରେସ : ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ରାମନାଥଙ୍କୁ ଭେଟି…

କନକ ବ୍ୟୁରୋ: ଦିଲ୍ଲୀ ହିଂସାକୁ ନେଇ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି କଂଗ୍ରେସ ପ୍ରତିନିଧି ଦଳ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ, ପ୍ରିୟଙ୍କା ଗାନ୍ଧୀ, ମନମୋହନ ସିଂ, ଆନନ୍ଦ ଶର୍ମା, ରଣଦୀପ ସୂରଜେବାଲା ରାମନାଥ କୋବିନ୍ଦଙ୍କୁ ଭେଟି ସ୍ମାରକ ପତ୍ର ଦେଇଛନ୍ତି ।…

ଗୋ କୋଲ୍ଡ… ଗୋ କୋଲ୍ଡ… । ଭାରତୀୟ କଣ୍ଟ୍ରୋଲ ୟୁନିଟରୁ ପଠାଯାଇଥିବା ମେସେଜକୁ ଅଟକାଇ ଦେଇଥିଲା ପାକ୍,…

କନକ ବ୍ୟୁରୋ : ଫେବ୍ର୍ରୁଆରୀ ୨୭ । ଆଜକୁ ଠିକ୍ ଏକ ବର୍ଷ ତଳେ ପାକିସ୍ତାନ ବାୟୁସେନା ଭାରତର ସୀମା ମଧ୍ୟକୁ ପଶି ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା । ଆଉ ଏହାର ପ୍ରତିଜବାବ ଦେଇଥିଲା ଭାରତୀୟ ବାୟୁ ସେନା । ଆଉ ଭାରତୀୟ ବାୟୁସେନା ଆକ୍ଟିଭ ମୋଡକୁ ଆସିବା ପରେ ପଛଘୁଞ୍ଚା ଦେଇଥିଲା ପାକ୍ ।…