Daily Archives

February 22, 2020

ଡିଜିଟାଲ ଦୁନିଆରେ ଅସହାୟ ଶିଶୁ : ଆମେରିକା ସଂସ୍ଥାର ଚିନ୍ତାଜନକ ରିପୋର୍ଟ, ୱେବସାଇଟରେ ଶିଶୁ ଯୌନ ଚିତ୍ର ଅପଲୋଡରେ…

କନକ ବ୍ୟୁରୋ : ଡିଜିଟାଲ ଦୁନିଆରେ କୁନି କୁନି ପିଲା କେତେ ଅସହାୟ ହୋଇ ପଡୁଛନ୍ତି ତାର ଏକ ସାଂଘାତିକ୍ ସତ ସାମ୍ନାକୁ ଆସିଛି । ଇଣ୍ଡିଆ ଟୁଡେ ପକ୍ଷରୁ ପ୍ରସ୍ତୁତ ହୋଇଥିବ ରିପୋର୍ଟ ଅନୁସାରେ  ଗତ ୫ ମାସ ଭିତରେ ୨୫ ହଜାର ଶିଶୁଙ୍କ ଅଶ୍ଲୀଳ ଫଟୋ ଓ ଭିଡିଓ ବିଭିନ୍ନ ୱେବସାଇଟରେ ଅପଲୋଡ କରାଯାଇଛି…

ସୋନଭଦ୍ରରୁ ସୁନା ବାହାରିବ, ଦେଶର ଭାଗ୍ୟ ବଦଳିବ? କିନ୍ତୁ ସୁନା ଖଣି ଅଞ୍ଚଳରେ ବୁଲୁଛନ୍ତି ବିଷଧର ସାପ, କିଭଳି ଖୋଳାହେବ…

ଦେଶକୁ ସୁନା କରିଦେବ ସୋନଭଦ୍ର । ଉତ୍ତର ପ୍ରଦେଶର ସୋନଭଦ୍ର ଜିଲ୍ଲାର ପାହାଡ ତଳେ ୩ ହଜାର ଟନର ସୁନା ଭଣ୍ଡାର ଥିବା ଜଣା ପଡିବା ପରେ ପୂରା ଦେଶ ସମେତ ବିଦେଶରେ ମଧ୍ୟ ଚର୍ଚ୍ଚା ହେଉଛି । କୁହାଯାଉଛି ଏହି ସୁନା ଭଣ୍ଡାର ଦେଶର ଭାଗ୍ୟ ବଦଳାଇଦେବ । ଏପରିକି ଏହି ସୁନା ଖଣିରୁ ସୁନା କାଢିବା ପାଇଁ…

ମାଲକାନଗିରିରେ ମାନବିକତାର ଅନନ୍ୟ ଉଦାହରଣ : ବେସାହାରା ବୃଦ୍ଧଙ୍କ ମୃତ୍ୟୁ ପରେ ମୁଖାଗ୍ନି ଦେଇ ଶେଷକୃତ୍ୟ କଲେ ଯୁବତୀ,…

କନକ ବ୍ୟୁରୋ : କଥାରେ ଅଛି ଯାହାର କେହି ନାହାନ୍ତି ତାହାର ଭଗବାନ ଅଛନ୍ତି । ଆଉ ଏହି କଥା ଟି ସତ ପ୍ରମାଣିତ ହୋଇଛି ମାଲାକନଗିରି ଜିଲ୍ଲାରେ । ଜଣେ ଅସହାୟ ବୃଦ୍ଧଙ୍କ ମୃତ୍ୟୁ ପରେ ତାଙ୍ଗ ଶବ ସତ୍କାର ଲାଗି ଆଗେଇ ଆସିଛନ୍ତି ଯୁବତୀ । ୟଗତ ବୁଧବାର ବିଳମ୍ବିତ ରାତି ରେ ମାଲକାନଗିରି ନିଗମାନନ୍ଦ…

ଟିଣ ଛପର ଘରେ ଗୁମୁରି କାନ୍ଦୁଛି ପ୍ରତିଭା : ନା ଖେଳ ଦେଲା ଭବିଷ୍ୟତ, ନା ପାଠ ଦେଖାଇଲା ବାଟ . . . . ସ୍ୱର୍ଣ୍ଣ ପଦକ…

କନକ ବ୍ୟୁରୋ : ମାଳ ମାଳ ପୁରସ୍କାର ଏବେ ଘର କୋଣରେ । ଅଲୋଡ଼ା ପଡ଼ିଛି ସ୍ୱର୍ଣ୍ଣ ପଦକ । ପ୍ରତିଭାକୁ ଉଚିତ୍ ସମ୍ମାନ ନାହିଁ । ଜାତୀୟ ସ୍ତରର କବାଡ଼ି ଖେଳାଳି ଆଜି ଦିନ ମଜୁରିଆ । ଖ୍ୟାତି ମିଳିଲା ହେଲା ଖାଇବାକୁ ମିଳିଲାନି । ନିୟତିର ଖେଳ ବଡ଼ ବିଚିତ୍ର । ପେଟ ବିକଳରେ ଲୁଚିଯାଇଛି ପ୍ରତିଭା ।…

କପି କରି ଧରାପଡିଲେ ୧୦୯ ପିଲା । ମାଟ୍ରିକ ପରୀକ୍ଷାର ୨ୟ ଦିନରେ ଇଂରାଜୀ ଥିବାରୁ କପି କଲେ ପରୀକ୍ଷାର୍ଥୀ । ସାରା…

କନକ ବ୍ୟୁରୋ: ମାଟ୍ରିକ ପରୀକ୍ଷାରେ ପୁଣି ଆସିଲା କପି ଅଭିଯୋଗ । ମାଟ୍ରିକ ପରୀକ୍ଷାର ୨ୟ ଦିନରେ ବି କପି ହୋଇଥିବା ସୂଚନା । ଇଂରାଜୀ ପରୀକ୍ଷାରେ କପି କରି ଧରାପଡିଲେ ୧୦୯ ପରୀକ୍ଷାର୍ଥୀ । ପରୀକ୍ଷାର ୨ୟ ଦିନରେ ଇଂରାଜୀ ବିଷୟ ଥିବାରୁ କପି କଲେ ୧୦୯ ପିଲା । ତେବେ ସାରା ରାଜ୍ୟରେ ମୋଟ ୧୦୯ ଜଣ…

କପିକୁ ନେଇ ପୁଲିସ-ଅଭିଭାବକ ମୁହାଁମୁହିଁ : କାମାକ୍ଷାନଗର ବିରିବୁଲେଇ ଓ ଗଡାପଳାସୁଣୀ ପରୀକ୍ଷା କେନ୍ଦ୍ରରେ ଚାପା…

କପିକୁ ନେଇ କୁରୁକ୍ଷେତ୍ର । କାମାକ୍ଷାନଗର ବିରିବୁଲେଇ ଓ ଗଡପଳାସୁଣୀ ପରୀକ୍ଷା କେନ୍ଦ୍ରରେ କପିକୁ ନେଇ ପୁଲିସ ଓ ଅଭିଭାବକ ମୁହାଁମୁହିଁ ହୋଇଛନ୍ତି । ବିରିବୁଲେଇ ପରୀକ୍ଷା କେନ୍ଦ୍ରରେ ଅଭିଭାବକ ମାନେ ଖୁଲାମଖୂୁଲା କପି ଯୋଗାଉଥିବା ବେଳେ ପୁଲିସ ବିରୋଧ କରିଥିଲା । ଫଳରେ ପରୀକ୍ଷା କେନ୍ଦ୍ର…