Daily Archives

February 22, 2020

ଭୁବନେଶ୍ୱରର ଗାନ୍ଧୀ ଶାନ୍ତି କେନ୍ଦ୍ରକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ଯୁବପିଢୀଙ୍କୁ ଗାନ୍ଧୀଙ୍କ ଅହିଂସା ଓ ଆଦର୍ଶରେ…

କନକ ବ୍ୟୁରୋ: ଭୁବନେଶ୍ୱରରେ ଖଣ୍ଡଗିରିରେ ଗାନ୍ଧୀ ଶାନ୍ତି କେନ୍ଦ୍ରକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ଆଦିତ୍ୟ ବିର୍ଲା ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ୫ ଏକର ଜାଗାରେ ନିର୍ମତ ହୋଇଛି ଏହି ସଂଗ୍ରହାଳୟ । ମହାତ୍ମା ଗାନ୍ଧୀଙ୍କ ୧୫୦ ତମ  ଜୟନ୍ତି ପାଳନ ଅବସରରରେ ଆଦିତ୍ୟ ବିର୍ଲା ଗ୍ରୁପ…

ଭୁବନେଶ୍ୱର ଏମ୍ସର ହିନ୍ଦୀ ପ୍ରୀତି ବିରୋଧରେ ବିଜେଡିର ପ୍ରତିବାଦ : କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ସ୍ମାରକ ପତ୍ର…

କନକ ବ୍ୟୁରୋ :   ଏମ୍ସକୁ ଓଡ଼ିଆ ଅଡ଼ୁଆ ? ଓଡ଼ିଶାରେ ଓଡ଼ିଆ ଭାଷାଙ୍କୁ ଅଣଦେଖା ।  ଓଡ଼ିଶାରେ ଏମ୍ସ ଓଡ଼ିଆ ଲୋକଙ୍କ ସୁବିଧା ପାଇଁ ପ୍ରତିଷ୍ଠା ହୋଇଛି । ହେଲେ ଏମ୍ସରେ ଓଡ଼ିଆ ବଦଳରେ ସମସ୍ତ କାର୍ଯ୍ୟ ହିନ୍ଦୀରେ କରିବାକୁ ନିର୍ଦ୍ଦେଶ ଦେବା କେତେଦୂର ଯୁକ୍ତିଯୁକ୍ତ । ଏମ୍ସରେ ହିନ୍ଦୀ ବାଧ୍ୟତାମୂଳକ…

ପୁଣି ଓଲଟିଲା ଅଟୋ । ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟିିଲା ଅଟୋ । ୮ଛାତ୍ର ଆହତ

କନକ ବ୍ୟୁରୋ : ପରିବହନ ମନ୍ତ୍ରୀଙ୍କ କଟକଣାକୁ ବେଖାତିର । ଅଟୋରେ କ୍ଷମତାଠାରୁ ଅଧିକ ପିଲାଙ୍କୁ ସ୍କୁଲ ନନେବାକୁ ପରିବହନ ମନ୍ତ୍ରୀଙ୍କ ନିର୍ଦ୍ଦେଶ ସତ୍ୱେ ଏହାକୁ ଖୋଲାଖୋଲି ଉଂଲଘନ କରାଯାଇଛି । ନରସିଂହପୁର ଆଜି ଓଲଟି ପଡିଛି ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ନେଇ ଯାଉଥିବା ଅଟୋ । ଦୁର୍ଘଟଣାରୁ ୮…

ଶିକ୍ଷକଙ୍କ ଉପରେ ‘ମୋ ସରକାର’ ଛାଟ : କାର୍ଯ୍ୟରେ ଅବହେଳା ଯୋଗୁଁ ଦୁଇ ଜଣଙ୍କ ଦରମା ବନ୍ଦ କଲେ ଗଣଶିକ୍ଷା ମନ୍ତ୍ରୀ

କନକ ବ୍ୟୁରୋ : ଗୋଟେ ପଟେ ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ସେପଟେ ଚାଲିଛି ଗଣଶିକ୍ଷା ମନ୍ତ୍ରୀଙ୍କ ଅଚାନକ ସ୍କୁଲ ପରିଦର୍ଶନ । ସବୁଠାରୁ ବଡ କଥା ହେଉଛି ଗସ୍ତ ବେଳେ କାର୍ଯ୍ୟରେ ଅବହେଳା କାରଣରୁ  ମନ୍ତ୍ରୀ ୨ ଜଣ ଶିକ୍ଷକଙ୍କ ଦରମା ବନ୍ଦ କରିଛନ୍ତି । ବାରଙ୍ଗ ଅରିଲୋ ସ୍କୁଲର ଶିକ୍ଷକ…

କରୋନା ଭାଇରସରେ କଲବଲ ଚୀନବାସୀ । ଉହାନରେ ଫସିଥିବା ଶହେ ଭାରତୀୟଙ୍କ ସ୍ୱଦେଶ ଫେରିବା ନେଇ ଦେଖା ଦେଲାଣି ବଡ ସଂକଟ ।…

କନକ ବ୍ୟୁରୋ: କରୋନା ବଳୟରେ ସାଂଘାତିକ ଭାବେ ଫସିଛି ଚୀନ । ଏପରି ସ୍ଥିତିରେ ଉହାନରେ ଫସିଥିବା ୧୦୦ ଭାରତୀଙ୍କୁ କିପରି ସ୍ୱଦେଶ ଅଣାଯିବ ତାକୁ ନେଇ ଦେଖା ଦେଲାଣି ବଡ ସଂକଟ । ଜାଣିଶୁଣି ଗୋଟିଏ ପଟେ ଭାରତୀୟ ବାୟୁସେନା ବିମାନକୁ ଚୀନରୁ ମିଳୁନି ଅନୁମତି । ସେପଟେ ଭାରତ ଫେରିବା ଆଶାରେ ଉହାନରେ…

ଗର୍ଭବତୀଙ୍କୁ କାନ୍ଧରେ ବୋହି ୧୮ କି.ମି. ଚାଲିଲେ ଗାଁର ମହିଳା : ପହଁଚାଇଲେ ଡାକ୍ତରଖାନା

ଦେଶରେ ବିକାଶର ଚର୍ଚ୍ଚା ହେଉଥିବା ବେଳେ ହିମାଚଳ ପ୍ରଦେଶରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି । କୁଲ୍ଲୁରେ ହସ୍ପିଟାଲ ଓ ସଡକ ନଥିବା କାରଣରୁ ଗାଁର ମହିଳାମାନେ ଗର୍ଭବତି ନାରୀକୁ ବାଉଁସ ଚେୟାରରେ ବସାଇ ୧୮ କିଲୋମିଟର ପାଦରେ ଚାଲି ହସ୍ପିଟାଲରେ ପହଞ୍ଚାଇଥିଲେ। ସୂଚନା…